ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ
Published By: Manoranjan Behera
Last updated: 08 February 2024, 09:52 PM IST
ଗାଁ କୁ ବ୍ଲକ୍ ଏବଂ ଜିଲ୍ଲା ମୁଖ୍ୟାଳୟ ସହ ଯୋଡିବାକୁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା । ସ୍ୱତନ୍ତ୍ର ଭାବେ ପଟାଙ୍ଗି ଠାରୁ କୋଟିଆକୁ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା ରହିଥିଲାବେଳେ ଏଯାଏଁ କିନ୍ତୁ ବସ ଚାଲିପାରି ନାହିଁ ।