• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

BJP
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ; ସାଇବର ଥାନାରେ ଏତଲା ଦେଲା ବିଜେପି

ସଂପୃକ୍ତ ବିଜେଡି କର୍ମକର୍ତ୍ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।

Ram Temple inauguration
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ

ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।

LoP JayNayaran Mishra
ଖଣି ଦୁର୍ନୀତିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ସଂପୃକ୍ତ: ଜୟନାରାୟଣ

୭୫ଟି ଲୁହା ପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳକୁ ପ୍ରଭାବିତ କରିଛି । ଏହା ସହିତ ଆଦିବାସୀ ଓ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

BJD
ଭୋଟ୍ ପୂର୍ବରୁ ଚାଉଳ ପଲିଟିକ୍ସ ! ମୋଦି ସରକାରଙ୍କ ମାଗଣା ଚାଉଳରେ ରାଜ୍ୟ ସରକାରଙ୍କ ମୋହର

କିଛି ସ୍ଥାନରେ ବିରୋଧ ପରେ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର୍ । ଚାଉଳ ବଣ୍ଟନ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ।

Taraprasad Bahinipati
‘୬୦ ଟିକେଟ ଫାଇନାଲ, କେବଳ ଜିତିବା ଲୋକଙ୍କୁ ହିଁ ଦିଆଯିବ; ଏଥର ସରକାର ଗଢ଼ିବୁ’

'ନିଜର ଏକତା ପ୍ରମାଣିତ କରିବାକୁ ବସ୍‌ରେ ଏକାଠି ହୋଇ ବୁଲିବୁ' । 'ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡ଼ି ସରକାର ଗଢ଼ିବୁ’।

Crime
ପୁଣି ଜିଲ୍ଲାପାଳ-ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି, କେହି କାହାକୁ ଛାଡ଼ିବାକୁ ନାରାଜ..!

ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି।

Srimandir Parikrama Project
ଜଗନ୍ନାଥଙ୍କୁ ନେଇ ଡାର୍ଟି ପଲିଟିକ୍ସ କରୁଛି ବିଜେଡି ! ପରିକ୍ରମା ରଥ ନାଁରେ ନିର୍ବାଚନୀ ପ୍ରଚାର ?

ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର ।

Baijayanta Panda
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୩ଦିନ ପରେ କଙ୍ଗୋରୁ ଆସିଲା ମୃତଦେହ

କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।

Sobhan Kar
ମାହାଙ୍ଗାରୁ କଟିବ କି ପ୍ରତାପଙ୍କ ଟିକେଟ ? ଶୋଭନ କରଙ୍କୁ ନେଇ ବଢ଼ିଲାଣି ଚର୍ଚ୍ଚା !

ଶୋଭନ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନପୁଅ । ଶୋଭନଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା ।

Balabhadra Majhi
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ ।

Ajoy Kumar
ବିଜେପିକୁ ୧୫ ଲୋକସଭା ସିଟ୍ ଦେବ ବିଜେଡି !

ପୁଣି ବର୍ଷିଲେ କଂଗ୍ରେସ ପ୍ରଭାରୀ। କାଲି ଅଣଓଡ଼ିଆ ଶାସନକୁ ନିଶାନା କରିଥିଲେ। ଆଉ ଆଜି ଆଣିଲେ ସାଙ୍ଘାତିକ ଅଭିଯୋଗ। କାଳେ ୧୫ ସାଂସଦ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ ଡିଲ୍ ହୋଇଛି ଅଭିଯୋଗ ଆଣି, ଉଭୟଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Ajoy Kumar
କଂଗ୍ରେସ ପ୍ରଭାରୀଙ୍କ ଧାଏଁ ଧାଏଁ ନିଶାନା; କହିଲେ, BJD-BJP ମଧ୍ୟରେ ହୋଇଛି ଡିଲ୍

ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବାହାର ରାଜ୍ୟର ଲୋକଙ୍କ ଦବଦବା ରହିଛି ।

Ashwini Vaishnaw
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କଟକ ଲୋକସଭା ଆସନରୁ ଲଢ଼ିବେ କି ନିର୍ବାଚନ ?

ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ। ସକାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ।

Ajoy Kumar
ନବୀନ ସରକାର ହେଉଛି ବ୍ୟୁରୋକ୍ରାଟ ସରକାର: ଅଜୟ କୁମାର

ଏଠି ମନ୍ତ୍ରୀ ଓ ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି । ଏଠି ବିଜେପି-ବିଜେଡି ଦୁଇ ଭାଇ । ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା ହୋଇଛି ।

Odisha BJP
ରାଉରକେଲାରୁ ପ୍ରସ୍ତୁତ ରାଡାର୍‌; ଓଡ଼ିଶା ଦଖଲ ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସହ କେନ୍ଦ୍ରୀୟ ନେତା

ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟ୍ରାଟେଜିରେ ଓଡିଶାରେ କ୍ଷମତାକୁ ଆସିବ ବିଜେପି । ନିର୍ବାଚନ ରଣକୌଶଳଠୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଯାଏଁ ସବୁ ଦାୟିତ୍ୱ ନେବେ କେନ୍ଦ୍ରୀୟ ନେତା ।

Odisha Politics, BJD
ସ୍ପଷ୍ଟ ହେଉଛି କି ଚିତ୍ର ? ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ !

କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍ । 'ଯିଏ ବଡ଼ ମାର୍ଜିନରେ ଜିତିବ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି' ।

Bharat Sankalpa Rath
ଭାରତ ସଂକଳ୍ପ ରଥକୁ ବିଭିନ୍ନ ସ୍ଥାନରେ ବିରୋଧ

ଡ୍ରାଇଭର ଓ କର୍ମଚାରୀଙ୍କୁ ଗାଳିଗୁଲଜ, ଗାଡି ନ ରଖିବାକୁ ଧମକ ।

Chit Fund Politics
ପୁଣି ଟିଟ୍‌ଫଣ୍ଡ ପ୍ରସଙ୍ଗ ! କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଫେରାଇବୁ ଟଙ୍କା କହିଲା ବିଜେପି

କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।

Bharat Sankalpa Rath
କେନ୍ଦ୍ରର ବିକାଶ ପଥରେ କିଏ ସାଜୁଛି କଣ୍ଟା ? ଭାରତ ସଂକଳ୍ପ ରଥକୁ ବିଜେଡିର ବିରୋଧ !

ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।

Giridhar Gamago
ପୁଣି କଂଗ୍ରେସରେ ଯୋଗଦେବେ ଗମାଙ୍ଗ ପରିବାର

‘ବରିଷ୍ଠ ନେତା ତଥା ବିଧାୟକଙ୍କ ଉପରୁ ଉଠିବ ନିଲମ୍ବନ’ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ।

Kalahandi bandh
ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ବିଭିନ୍ନ ସମସ୍ୟା ପ୍ରତିବାଦରେ ବନ୍ଦ ପାଳନ

କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।

BJP, Baijayanta Panda
BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ହେଲେ ମହିଳା ମୋର୍ଚ୍ଚା ପ୍ରଭାରୀ

ରାଧା ମୋହନ ଦାସ- ଏସ୍ ଟି ମୋର୍ଚ୍ଚା, ବିନୋଦ ତାୱଡେ- ଓବିସି ମୋର୍ଚ୍ଚାଏବଂ ଦୁଷ୍ୟନ୍ତ କୁମାର ଗୌତମ ହେଲେ ଅଳ୍ପସଂଖ୍ୟକ ମୋର୍ଚ୍ଚାର ନୂଆ ପ୍ରଭାରୀ ।

Naveen Patnaik
ସଭା ମଞ୍ଚରେ ଟକ୍‌ ଫାଇଟ୍; ୨୩ ବର୍ଷ ତଳେ ଶୁଭ ଦେଇଥିଲେ ନବୀନ, ଏଯାଏଁ କାମ ସରିନି...!

ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।

Odisha Politics
ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ ! ମେଡିକାଲ୍ ଶଯ୍ୟାରେ ଥିବା ବେଳେ କାହିଁକି ପ୍ରତ୍ୟାହାର ହେଲା ବହିଷ୍କାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।