ସାରା ଦେଶରେ ଉଡୁଛି ରଙ୍ଗ। ବଲିଉଡ୍ ତାରକାମାନେ ମଧ୍ୟ ହୋଲି ଉତ୍ସବରେ ମଜ୍ଜିଛନ୍ତି। ନିକଟରେ ସୋନାକ୍ଷୀ ସିହ୍ନା ବିବାହ ପରେ ତାଙ୍କର ପ୍ରଥମ ହୋଲିର ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ଏହାକୁ ନେଇ ସେ କିନ୍ତୁ ଟ୍ରୋଲ୍ ହୋଇଛନ୍ତି ଆଉ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି।
ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା ।
ହୋଲିରେ ରଙ୍ଗ ହେବା ପୂର୍ବରୁ ଲୋକମାନେ ସେମାନଙ୍କର ଚର୍ମ ଏବଂ ଚୁଟିର ଯତ୍ନ ପାଇଁ ସତର୍କ ରୁହନ୍ତି। କିନ୍ତୁ ନଖ ବିଷୟରେ ଭୁଲିଯାଆନ୍ତି। ରଙ୍ଗ କାରଣରୁ ନଖରେ ସ୍ଥାୟୀ ଦାଗ ରହିଯାଏ ଏବଂ ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ହେତୁ ନଖ ସହଜରେ ଭାଙ୍ଗିବା ଆରମ୍ଭ କରେ। ଆପଣ କିପରି ରଙ୍ଗର ପ୍ରଭାବରୁ ନଖକୁ ରକ୍ଷା କରିପାରିବେ ଜାଣନ୍ତୁ।
ଆଜିକାଲି ବଜାରରେ ହର୍ବାଲ ରଙ୍ଗ ମିଳୁଥିଲେ ବି ଏହା ଅଧିକ ମହଙ୍ଗା ହୋଇଥାଏ ଆଉ ବେଳେବେଳେ ଭେଜାଲ ମଧ୍ୟ ହୋଇଥାଏ । ତେବେ ସବୁଠାରୁ ସୁବିଧା ଉପାୟ ହେଲା ଏହାକୁ ନିଜ ଘରେ ତିଆରି କରିବା ।
ହୋଲି କେବଳ ସିନେମା ଜଗତ ପାଇଁ ରଙ୍ଗର ପର୍ବ ନୁହେଁ, ବରଂ ଏହି ସମୟର ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କୁ ମନୋରଂଜନର ଖୁବ ଖୋରାକ୍ ଯୋଗାଏ ଆଉ ଉତ୍ସବର ମାହୋଲ୍ ବଢାଇଦିଏ। ତେବେ ଆସନ୍ତୁ ଏହି ହୋଲିକୁ କିଛି ହିନ୍ଦୀ ଫିଲ୍ମ ସହିତ ଉପଭୋଗ କରିବା।
ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ PCR।
‘ବମ୍ ବମ୍ ଭୋଲେ’ ଗୀତରେ ସଲମାନ ଖାନ ସିକନ୍ଦର ହୋଇ ନିଜ ପ୍ରଶଂସକଙ୍କ ଉପରେ ମଜାକ୍ କରିଥିବା ଦେଖାଯାଏ। ‘ବମ୍ ବମ୍ ଭୋଲେ’ ଗୀତରେ ଅନେକ ତ୍ରୁଟି ଅଛି ଯାହା ପ୍ରଶଂସକଙ୍କ ପାଇଁ ସହଜରେ ହଜମ ହେଉନି।
ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା।
ଅଭିଯୁକ୍ତର ନାମ ହେଲା ଅଫାନ । କୋଲାମର ଏକ କଲେଜରେ ସ୍ନାତକୋତ୍ତର ଛାତ୍ରୀ ଫରସାନା ତଥା ଅଭିଯୁକ୍ତର ଅଫାନର ଗର୍ଲଫ୍ରେଣ୍ଡ ମଧ୍ୟ ହତ୍ୟାର ଶିକାର ହୋଇଛି । ଚେୟାରରେ ବସିଥିବା ବେଳେ ଫରସାନା ମୁଣ୍ଡ ତଳେ ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି । ପୋଲିସ ପହଞ୍ଚିଲା ବେଳକୁ ରକ୍ତ ଲତପତ ହୋଇ ପଡ଼ିରହିଥିଲା ମୃତଦେହ ।
ଅଭିଯୋଗ ଅନୁସାରେ ସାନ ଭଉଣୀଙ୍କୁ ମୋହରା କରି ବ୍ୟବସାୟୀଙ୍କଠାରୁ ଟଙ୍କା ହରିଲୁଟ୍ କରୁଥିଲା ବଡ଼ ଭଉଣୀ। ପରବର୍ତ୍ତୀ ସମୟରେ ୫ କୋଟି ଟଙ୍କା ଦାବି କରିଥିଲେ। ଟଙ୍କା ନପାଇବାରୁ ମାରିଦେଲା।
୧୪ ଫେବୃୟାରୀ ୨୦୧୯, ସମୟ ୩ଟା ୧୫ ମିନିଟ୍। ଶ୍ରୀନଗର- ଜମ୍ମୁ ରାଜପଥରେ ଚାଲୁଥାଏ CRPF ଯବାନଙ୍କ ବିରାଟ କାଫିଲା। ୭୮ଟି ବସରେ ଅଢେଇ ହଜାର ଯବାନ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ।
ସେଦିନ ଭୟଙ୍କର ବିସ୍ଫୋରଣରେ ଥରି ଯାଇଥିଲା ପୁଲଓ୍ବାମା। ପ୍ରେମ ଦିବସରେ ପାକସ୍ତାନୀ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେ କଥା ମନେ ପଡିଲେ ଥରି ଯାଉଛି ଛାତି। ରାଗରେ ଦେହର ରକ୍ତ ହୋଇଯାଉଛି ଗରମ ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ ।
ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ । ହିଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଲା ଇସ୍ରାଏଲ୍ । ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ଗଲାଣି ୪୯୦ରୁ ଅଧିକ ଜୀବନ ।
ଗାଜା-ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛି ନିରୀହ ଜୀବନ। ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା ।ଏହି ହମଲାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି ।
ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଛି l ତେବେ ଏନେଇ କଣ୍ଟାବାଞ୍ଜି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ l
ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
ଆଜି ରଙ୍ଗର ପର୍ବ ହୋଲି । ହୋଲିର ରଙ୍ଗରେ ମସଗୁଲ ରାଜନେତା । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକ ମନରେ ଏକତ୍ରିତ ହୋଇ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି ।
ରିଲ୍ସ କରିବା ପାଇଁ ଆଜିକାଲିର ଯୁବପିଢି କିଛି ବି କରୁଛନ୍ତି । ସେମିତି ଏକ ଭିଡ଼ିଓ ଆଜି ଭାଇରାଲ ହେଉଛି । ୩ ଜଣ ହୋଲି ଖେଳି ଚଳନ୍ତା ସ୍କୁଟିରେ କରୁଛନ୍ତି ‘ଅଶ୍ଳୀଳ’ ଷ୍ଟଣ୍ଟ । ଦେଖନ୍ତୁ ଭିଡ଼ିଓ...
ହୋଲିରେ ଅଘଟଣ । ହୋଲି ଖେଳ ସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ।
ହୋଲି ପାଇଁ ପ୍ରସ୍ତୁତି ସହିତ, ଲୋକମାନେ ସେମାନଙ୍କର ଚର୍ମ ଏବଂ କେଶର ଯତ୍ନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରନ୍ତି, କିନ୍ତୁ ନଖ ବିଷୟରେ ଭୁଲିଯାଆନ୍ତି। ରଙ୍ଗ କାରଣରୁ ନଖରେ ସ୍ଥାୟୀ ଦାଗ ସୃଷ୍ଟି ହୁଏ ଏବଂ ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ହେତୁ ନଖ ସହଜରେ ଭାଙ୍ଗିବା ଆରମ୍ଭ କରେ। ଆପଣ କିପରି ରଙ୍ଗର ପ୍ରଭାବରୁ ନଖକୁ ରକ୍ଷା କରିପାରିବେ ଜାଣନ୍ତୁ।
ଆସନ୍ତାକାଲି ହୋଲି । କେତେକ ସ୍ଥାନରେ ଆଜି ମଧ୍ୟ ହୋଲି ପାଳିତ ହୋଇଯାଇଛି । ତେବେ ସ୍ୱାସ୍ଥ୍ୟକୁ ନେଇ ସଚେତନ ଯୁବପିଢ଼ିଙ୍କ ପାଖରେ ଫିକା ପଡ଼ିନି ହୋଲି ସେଲିବ୍ରେସନ୍ । ଏହି ଅବସରରେ ନଡ଼ିଆ ତେଲର ବିକ୍ରି ବଢ଼ିଥିବା ଏହି କଥାକୁ ସୂଚାଇ ଦେଉଛି ।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।