• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "150" result for "ହୋଲି" in https://otvkhabar.in

John Abraham
କାହିଁକି ହୋଲି ଖେଳନ୍ତି ନାହିଁ ଏହି ସବୁ ଷ୍ଟାର ? କ’ଣ ରହିଛି ଏହା ପଛରେ ରହସ୍ୟ ?

କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିଲ୍‌କୁଲ ହୋଲି ଖେଳନ୍ତି ନାହିଁ । ଏହି ତାଲିକାରେ କରୀନା କପୁର ଖାନ, ରଣବୀର ସିଂ, ଟାଇଗର ଶ୍ରଫଙ୍କ ନାଁ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିମାନେ କାହିଁକି ହୋଲି ପର୍ବ ପାଳନ କରନ୍ତି ନାହିଁ ।

Holi
ହୋଲିରେ ଏହି ଭଗବାନଙ୍କୁ ପୂଜା କରନ୍ତୁ କଷ୍ଟରୁ ମିଳିବ ମୁକ୍ତି

ହୋଲି ପର୍ବ ପାରମ୍ପରିକ ରୂପେ ଦୁଇଦିନ ପାଳନ କରାଯାଏ। ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳ ହୋଇଥାଏ। ତେବେ କଣ ଆପଣ ଜାଣନ୍ତି କି ହୋଲି ଦିନ କେଉଁ ଭଗବାନଙ୍କୁ ପୂଜା କଲେ ବହୁ କଷଟରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମର ଚଳନ୍ତି ପ୍ତିମା ବା ଭଗବାନ ହେଉଛନ୍ତି ମହାବୀର ହୁମାନ । ହୋଲି ଦିନ ଭଗବାନ ହନୁମାନଙ୍କୁ ପୂଜା କଲେ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

Holi Celebration
ରଙ୍ଗ ରଙ୍ଗେଲି ହୋଲି, ଅବିର ଖେଳରେ ମାତିଛି ସାରା ଦେଶ

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ନିଜ ନିଜର ପାରମ୍ପରିକ ରିତୀନିତୀରେ ହୋଲି ପାଳନ କରୁଛନ୍ତି ଦେଶବାସୀ।

Harmful effects of holi colours
ଆଗକୁ ହୋଲି; ଟିକିଏ ବେହୁସିଆରୀ ହୋଇପାରେ ବିପଦ

ଆସୁଛି ରଙ୍ଗର ପର୍ବ ହୋଲି। ଟିକିଏ ଅସାବଧାନତା ଅନେକ ସମସ୍ୟାରେ ପକେଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ପଦକ୍ଷେପ ନେଲେ ଏଥିରୁ ରକ୍ଷା ପାଇ ପାରିବା।

PM Modi
ବିଜୟ ଚୌକା ସହ ମାର୍ଚ୍ଚ ୧୦ରୁ ହୋଲି ପାଳନ ଆରମ୍ଭ ହୋଇଛି: ମୋଦି

ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।

3 Years Of Pulwama Attack- The Black Day When India Lost 40 Valiant Warriors
ପୁଲୱାମା ଘଟଣାକୁ ପୂରିଲା ୩ ବର୍ଷ, ପ୍ରେମର ଦିବସରେ ଗୋଲାପ ନୁହେଁ ରକ୍ତର ହୋଲି ଖେଲିଥିଲେ ଆତଙ୍କୀ

ପ୍ରେମର ଦିବସରେ ଲାଲ ଗୋଲାପ ନୁହେଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ। ବିସ୍ଫୋରଣ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ୪୦ ବୀର ଯବାନ। ଦୋହଲି ଯାଇଥିଲା ପୂରା ଦେଶ...ପୁଲୱାମା ଆର୍ଟାକ୍‌କୁ ପୂରିଲା ୩ ବର୍ଷ...ହେଲେ ଆଜି ବି ଭୁଲିହେଉନାହିଁ ସେହି କଳାଦିନକୁ

3 years of Pulwama Attack
ପୁଲୱାମା ଘଟଣାକୁ ପୂରିଲା ୩ ବର୍ଷ, ପ୍ରେମର ଦିବସରେ ଗୋଲାପ ନୁହେଁ ରକ୍ତର ହୋଲି ଖେଲିଥିଲେ ଆତଙ୍କୀ

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା

Mumbai On High Alert On New Year’s After Inputs Of Possible Terror Attack By Pro-Khalistan Groups
ନୂଆବର୍ଷ ରାତିରେ ରକ୍ତର ହୋଲି ଖେଳିବା ପାଇଁ ଆତଙ୍କୀଙ୍କ ଚାଲ, ଆଲର୍ଟରେ ମୁମ୍ବାଇ ପୋଲିସ୍‌

୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍‌..

manipur
ମଣିପୁରରେ ରକ୍ତର ହୋଲି ଖେଳିଲେ ଆତଙ୍କୀ : ଆସାମ୍ ରାଇଫଲ୍ସ କମାଣ୍ଡିଂ ଅଫିସରଙ୍କ ସମେତ ପତ୍ନୀ ଓ ପୁଅକୁ ହତ୍ୟା

ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ

taliban killed many people
ବିବାହ ଉତ୍ସବରେ ରକ୍ତର ହୋଲି ଖେଳିଲା ତାଲିବାନ୍ : ଗୀତ ବଜାଇବାରୁ ୧୩ ଜଣଙ୍କୁ ଗୁଳି ମାରି ହତ୍ୟା

କ୍ରୁରତାର ସୀମା ଟପିଲା ତାଲିବାନ୍ । ରକ୍ତରଞ୍ଜିତ ହେଲା ବିବାହ ଉତ୍ସବ । ହସଖୁସିର ମାହୋଲରେ କାନ୍ଦବୋବାଳି ପଡ଼ିଗଲା । ଆଫଗାନିସ୍ତାନରେ ତାଲିବାନ ପୁଣି ନିଜର ପୁରୁଣା ରୂପ ଦେଖାଇଛି

srijit
ସାଙ୍ଗମାନଙ୍କ ସହ ଏସ୍‌ସିବିରେ ହୋଲି ପାଳିଲେ ଶ୍ରୀଜିତ୍‌ ପାଢ଼ୀ

କଟକ: ମାନସିକ ଭାରସାମ୍ୟ ହରାଇ ପାଗଳ ଅବସ୍ଥାରେ ପୁରୀ ବଡ଼ଦାଣ୍ଡରେ ବୁଲୁଥିବା ଉଚ୍ଚଶିକ୍ଷିତ ଶ୍ରୀଜିତ ପାଢ଼ୀ ଏସ୍‌ସିବିରେ ଗତକାଲି ହୋଲି ପାଳିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ଥିବା ଶ୍ରୀଜିତ ପାଢ଼ୀଙ୍କୁ ତାଙ୍କ ବନ୍ଧୁ ଏବଂ ସହପାଠୀ ଭେଟି ହୋଲି ପାଳନ କରିଛନ୍ତି। ଶ୍ରୀଜିତ କଟକ ବଡ଼ଡାକ୍ତରଖାନାର ମାନସିକ ରୋଗ ବିଭାଗରେ ଚିକିତ୍ସାଧିନ ଅଛନ୍ତି। ଏକଦା ରେଭେନ୍ସାର ମେଧାବୀ ଛାତ୍ର ଥିବା ଶ୍ରୀଜିତ ଓଏଏସ ପରୀକ୍ଷାରେ ଦୁଇ ଦୁଇ ଥର ଲିଖିତ ପରୀକ୍ଷା ପାସ କରିଥିଲେ।  କିନ୍ତୁ ଇଣ୍ଟରଭ୍ୟୁରେ ବିଫଳ […]

attack
ହୋଲି ଖେଳରେ ଗାଡ଼ି ସାଇଟ୍‌ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ

କଟକ: ହୋଲି ଖେଳକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ  ୧୦ରୁ ଅଧିକ ଆହତ ହୋଇଛନ୍ତି। ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ସମସ୍ତ ଆହତଙ୍କୁ ଧିରପାଟଣା ଏବଂ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘର ପାଖରେ ରଙ୍ଗ ଖେଳୁଥିବା ସମୟରେ ରାସ୍ତାରେ ଗାଡ଼ି ସାଇଡ୍ ମରାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦୁଇ ଗାଁର ଲୋକେ […]

congress
ଏପେଟେ ହୋଲି ସେପଟେ କରୋନା: ପୁଣି ୯ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ଦେଶର ରଙ୍ଗର ପର୍ବ ହୋଲି ପାଳନ କରୁଥିବା ବେଳେ ସେପଟେ କାୟା ବିସ୍ତାର କରୁଛି ପ୍ରାଣଘାତୀ କରୋନା ଭାଇରସ୍। ଆଜି ପୁଣିଥରେ କେରଳ ଓ କର୍ଣ୍ଣାଟକାରେ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ହେଁ ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କେରଳରେ ୬ […]

los
କରୋନା ଭୟ: ହୋଲି ଖେଳ ପାଇଁ ସତର୍କବାଣୀ ଶୁଣାଇଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। କିନ୍ତୁ ଚଳିତ ବର୍ଷ ହୋଲି ପାଇଁ ଦେଖିବାକୁ ମିଳୁନି ସେତେଟା ଉତ୍ସାହ। ହୋଲି ମାର୍କେଟକୁ ମାନ୍ଦା କରିଛି କୋରନା ଭୂତାଣୁ ଭୟ। ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଦୋକାନ ଖୋଲିଥିଲେ ବି ବ୍ୟବସାୟ ମାନ୍ଦା ରହିଛି। କରୋନା ଭୟରେ ଲୋକେ ରଙ୍ଗ କିଣୁନଥିବା ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ ହୋଲି କିପରି ଖେଳିବେ ତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ […]

rain-update
ବର୍ଷାରେ ଧୋଇଯିବ ହୋଲି ମଉଜ

ଭୁବନେଶ୍ୱର: ଅଦିନିଆ ବର୍ଷା ଏଥର ହୋଲି ଖେଳକୁ ଫିକା କରିଦେଇପାରେ। କାରଣ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିବ। ତା ସାଙ୍ଗକୁ ଅନେକ ସ୍ଥାନରେ ହାଲକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ୧୪ ତାରିଖ ଯାଏ ସାରା ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ହେବ। ଏହି ସମୟରେ ୩୦ରୁ ୫୦କିମି ବେଗରେ ପବନ […]

holi
ଶରୀରରୁ ହୋଲି ରଙ୍ଗ ଛଡ଼ାଇବାର ଜବରଦସ୍ତ ଫର୍ମୁଲା: ଘରେ ଏହି ଜିନିଷ ଅଛି ତ ?

ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କର ଇଛା। ବର୍ଷକୁ ‌ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି ଏହି ଦିନକୁ। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ।  ତେବେ କ’ଣ କଲେ ଆପଣ ସୁରକ୍ଷିତ ଭାବେ ହୋଲି ଖେଳିପାରିବେ ଆସନ୍ତୁ ଜାଣିବା।ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ […]

BEAUTYFULL
ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ ସାବଧାନ !

ହୋଲିର ଉତ୍ସବ ଆଗକୁ ଆସୁଛି। ହୋଲି ଆସିଲେ ସମସ୍ତେ ବହୁତ ଖୁସି ହୋଇଯାନ୍ତି ରଙ୍ଗ ଖେଳିବା ପାଇଁ। ବର୍ଷକୁ ଥରେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଏମିତି ଏକ ଭାଇଚାରର ପର୍ବ ଏହାକୁ ସମସ୍ତେ ପାଳନ କରିଥାନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନିଅନ୍ତି। ହୋଲି ଖେଳିଲାବେଳେ କିନ୍ତୁ ମନରେ ଡର ବି ରହିଥାଏ। କାଳେ ରଙ୍ଗ କିଛି ଆଖିରେ ପଡ଼ିଯିବ। ଯାହାଦ୍ୱାରା ଆଖିର କିଛି ବି […]

myanmar-sixteen_nine
ରକ୍ତର ହୋଲି ଖେଳୁଛି ସୁରକ୍ଷା ବାହିନୀ, ଗୋଟିଏ ଦିନରେ ୮୨ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା...

ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଥମିବାର ନାଁ ଧରୁନି । ଏବେ ବି ଚାଲିଛି ରକ୍ତର ହୋଲି। ସାମରିକ ଶକ୍ତି ଓ ଦେଶର ଜନତାଙ୍କ ମଧ୍ୟରେ ଚାଲିଛି ଜୋରଦାର ଯୁଦ୍ଧ। ଶନିବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ପାଖାପାଖି ୮୨ ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଗୁଳି କରି ହତ୍ୟା କରିଛି। ଏକ ଘରୋଇ ସଂସ୍ଥା ଆସିଷ୍ଟାନ୍ସ ଆସୋସିଏସନ ଫର ପଲିଟିକାଲ ପ୍ରିଜନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ଏହି ସଂସ୍ଥା ପ୍ରତ୍ୟେକ ଦିନ ଏଭଳି ବିକ୍ଷୋଭକାରୀଙ୍କ […]

holi
କିପରି ଖେଳିବେ ହୋଲି ? ସ୍ୱାସ୍ଥ୍ୟ ବିଭାଗ କଲା ସଚେତନ

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ତେବେ କରୋନା ଭାଇରସ୍‌ ଭୟରେ ହୋଲି ପାଇଁ ଖାଁ ଖାଁ ବଜାର।  ରଙ୍ଗ ବଜାରରେ ବ୍ୟବସାୟ ଆରମ୍ଭ ହୋଇ ନ ଥିବା କହିଛନ୍ତି ବ୍ୟବସାୟୀ। ରାସ୍ତା କଡ଼ରେ ମିଳୁଛି ରଙ୍ଗ ବେରଙ୍ଗର ହୋଲି ସାଙ୍ଗକୁ ବିଭିନ୍ନ ଡିଜାଏନର ପିଚକାରୀ। ହେଲେ ଗ୍ରାହକଙ୍କ ଦେଖାନାହିଁ। କାରଣ ବର୍ତ୍ତମାନ ସମସ୍ତଙ୍କୁ କରୋନା ଭୟ ଘାରିଛି। କାଳେ ରଙ୍ଗ ଚୀନର ହୋଇଥିବା ଏବଂ କରୋନା ଭାଇରସ୍‌ ରହିଥିବ ‌ଏହାକୁ ସନ୍ଦେହ […]

cloudy
ହୋଲିକୁ ଫିକା କରିପାରେ ବର୍ଷା; ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମଧ୍ୟାହ୍ନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, […]

ganeshi
ଏଥର ହୋଲି ଖେଳିବେନି ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମହାମାରୀ ରୂପ ଧାରଣ କରିଥିବା କରୋନାକୁ ନେଇ ଏବେ ଓଡ଼ିଶା ଆଲର୍ଟ ହୋଇଛି। ତେବେ ପ୍ରାଣଘାତୀ କରୋନାସଂକ୍ରମଣକୁ ଆଖି ଆଗରେ ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚଳିତବର୍ଷ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜଭବନ ପକ୍ଷରୁ ସୂଚନା ଜାରି ହୋଇଛି। ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ […]

money
ହୋଲି ପୂର୍ବରୁ ୬ କୋଟି କର୍ମଚାରୀଙ୍କୁ ମୋଦି ସରକାରଙ୍କ ଝଟ୍‌କା

ନୂଆଦିଲ୍ଲୀ: ହୋଲି ପୂର୍ବରୁ ବେତନଭୋଗୀଙ୍କୁ ମୋଦି ସରକାରଙ୍କ ଝଟ୍‌କା। କାହିଁକି ନା କେନ୍ଦ୍ର ସରକାର EPFO (Employees’ Provident Fund Organisation) ସୁଧ ହାର ହ୍ରାସ କରିଛନ୍ତି। EPFO ସୁଧ ହାର ୦.୧୫ ପ୍ରତିଶତ ପଏଣ୍ଟ୍‌ ହ୍ରାସ ହୋଇଛି। ଅର୍ଥାତ୍‌ ସୁଧ ହାର ୮.୬୫%ରୁ ୮.୫୦%କୁ ହ୍ରାସ ହୋଇଛି। ଫଳରେ ଏହି Provident Fund ସ୍କିମ୍‌ର ଫାଇଦା ଉଠାଉଥିବା ୬ କୋଟି କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ସରକାର […]

murder1
ନେତାଙ୍କ ରକ୍ତରେ ନିର୍ବାଚନୀ ହୋଲି ଖେଳିଲେ ଦୁର୍ବୃତ୍ତ

ଆନନ୍ଦପୁର (ମୁନା ସିଂ)/କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ପୂର୍ବରୁ ନେତାଙ୍କୁ ଜଘନ୍ୟ ହତ୍ୟା। ଏପରି ଘଟଣା ଘଟିଛି ଘସିପୁରାରେ। ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଅତି ନୃଶଂସ ଭାବେ ହାତଗୋଡ଼ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘଟଣାରେ ୫ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କ ହାତ ରହିଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି। ଆନନ୍ଦପୁରର ଧକୋଟାରେ ନେତାଙ୍କ ରକ୍ତରେ ନିର୍ବାଚନୀ […]

holi1
ଆସୁଛି ହୋଲି, କଟକରେ ଜମିଲାଣି ରଙ୍ଗ ବେପାର

କଟକ: ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼। ହୋଲି ଉପଲକ୍ଷେ କଟକ ସହରର ବିଭିନ୍ନ ରଙ୍ଗ ଦୋକାନରେ ଆରମ୍ଭ ହୋଇଗଲାଣି ବ୍ୟବସାୟ। ଡିଜାଇନ୍ ପିଚକାରୀ ସହ ହର୍ବାଲ ରଙ୍ଗ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଦୋକାନରେ ଭଳି ଭଳି କି ରଙ୍ଗର ପସରା ମେଲିଛି। ଏହାସହ ଟୋପି, ଚଷମା, ମୁଖା ଆଉ ବିଭିନ୍ନ ଡିଜାଇନ୍‌ର ପିଚକାରୀ ବି ମିଳୁଛି। ଆଉ ଦିନ କେଇଟା ଗଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ […]