/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952181.jpg)
Sonakshi Sinha celebates first holi after wedding
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952181.jpg)
1/7
ଜହିର ଇକବାଲଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନାଙ୍କର ଏହା ପ୍ରଥମ ହୋଲି। କିନ୍ତୁ ଏଥର ଅଭିନେତ୍ରୀ କେବଳ ଏକା ଏହି ରଙ୍ଗର ପର୍ବ ପାଳନ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952211.jpg)
2/7
ଅଭିନେତ୍ରୀ ତାଙ୍କ ହୋଲି ଉତ୍ସବର ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେଥିରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952234.jpg)
3/7
ଫଟୋଗୁଡ଼ିକରେ ସୋନାକ୍ଷୀଙ୍କ ମଥାରେ ଏକ ଲାଲ୍ ବିନ୍ଦି ଦେଖାଯାଉଛି। ତାଙ୍କ ମୁହଁରେ ଲାଲ-ହଳଦିଆ ରଙ୍ଗ ଲାଗିଥିବା ବେଳେ ହାତରେ ଗୋଲାପୀ ରଙ୍ଗ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952263.jpg)
4/7
ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ଦମଦାର୍ ପୋଜ୍ ଦେଉଥିବା ବେଳେ ହୋଲିକୁ ନେଇ ନିଜର ଉତ୍ସାହ ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କ ସ୍ୱାମୀ ଜହିର ଇକ୍ବାଲ୍ ଏହି ଫଟୋଗୁଡ଼ିକରେ କୌଣସି ସ୍ଥାନରେ ନଜର ଆସି ନାହାନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952288.jpg)
5/7
ହୋଲି ଫଟୋରେ ଜହିର ଇକବାଲଙ୍କୁ ନ ଦେଖି ପ୍ରଶଂସକମାନେ ସୋନାକ୍ଷୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଜଣେ ପଚାରିଛନ୍ତି - ଜହିର କେଉଁଠି? ଅନ୍ୟ ଜଣେ କହିଛନ୍ତି - ଆପଣଙ୍କ ପତିଦେବ କୁଆଡେ ଗଲେ?
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952326.jpg)
6/7
ଅନ୍ୟ ଜଣେ ମତଦେଇ କହିଛନ୍ତି - ସ୍ୱାମୀ କ’ଣ ଖେଳନ୍ତି ନାହିଁ? ନେଟିଜେନମାନଙ୍କ ଏହିସବୁ ପ୍ରଶ୍ନଗୁଡ଼ିକର ସୋନାକ୍ଷୀ ସିହ୍ନା ଏକ ଉପଯୁକ୍ତ ଜବାବ ଦେଇଛନ୍ତି। ପୋଷ୍ଟ କରିବାର କିଛି ସମୟ ପରେ ସେ ଏହାର କ୍ୟାପ୍ସନ୍ ଏଡିଟ୍ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741952365.jpg)
7/7
କ୍ୟାପ୍ସନରେ ସୋନାକ୍ଷୀ ଲେଖିଛନ୍ତି – କମେଣ୍ଟରେ ଟିକେ ବ୍ରେକ୍ ଦିଅ। ଜହିର ଇକବାଲ ମୁମ୍ବାଇରେ ଅଛନ୍ତି ଏବଂ ମୁଁ ଏକ ସୁଟିଂରେ ଅଛି। ତେଣୁ ମୁଁ ତାଙ୍କ ସହ ନାହିଁ। ମୁଣ୍ଡରେ ଥଣ୍ଡା ପାଣି ଢାଳନ୍ତୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)