
କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା । ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର । କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ […]
ବଲାଙ୍ଗିର : ହୋଲି ଖେଳ ହେଲା କାଳ । ରଙ୍ଗର ପର୍ବ ହୋଲି, ଜୀବନର ସବୁ ରଙ୍ଗ ଧୋଇଦେଲା । ବାହାଘରର ମେହେନ୍ଦୀ ଲିଭିନି, ଲିଭିଗଲା ମଥାର ସିନ୍ଦୁର । ପାଦର ଅଳତା ଦାଉ ଦାଉ ହୋଇ ଜଳୁଥିବା ବେଳେ ହାତର ଶଙ୍ଖା ଭାଙ୍ଗିଗଲା। ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ବିବାହର ମାତ୍ର ଏକ ମାସ ପରେ ଚୁନା ହୋଇଗଲା ସୁନାର ସଂସାର। ଏକମାତ୍ର ପୁଅକୁ ହରାଇ ପୂରା […]
କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଲାଇଟ ଓ ଜନଗହଳିକୁ ବାରଣ ଏକାଠି ହୋଲି ଖେଳିବା ମନା ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ କଟକ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ଆଜି କଟକ ଡିସିପି ସମସ୍ତ […]
ନୂଆଦିଲ୍ଲୀ: ସରିଯାଇଛି ହୋଲି। ରଙ୍ଗରେ ଭିଜିଛି ସାରା ଦେଶ। କେଉଁଠି କରୋନା କଟକଣା ଭିତରେ ପାଳିତ ହୋଇଛି ହୋଲି ତ କେଉଁଠି ପୁଣି କରୋନା କଟକଣାକୁ ଫୁ କରି ରଙ୍ଗ ଖେଳର ମଜା ନେଇଛନ୍ତି ଲୋକେ। ଦେଖନ୍ତୁ, ସାରା ଦେଶରେ କିପରି ଲାଗିଥିଲା ହୋଲିର ରଙ୍ଗ।
ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ପାଳନ କରିଥାନ୍ତି। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି। ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ। ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। […]
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
The highest rated show among all Odia news television which focuses on analysing the socio-political issues. Famous Ollywood Actor Kuna Tripathy presents
The highest rated show among all Odia news television which focuses on analysing the socio-political issues. Famous Ollywood Actor Kuna Tripathy presents
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
The highest rated show among all Odia news television which focuses on analysing the socio-political issues. Famous Ollywood Comedian Hrushikesh Das presents
ରାଉରକେଲା: ହୋଲି ଖେଳ ବେଳେ ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ହୋଇଛି। ଏଇ ଘଟଣାକୁ ନେଇ ରାଉରକେଲା ବୀରମିତ୍ରପୁର ଥାନା ସମ୍ମୁଖରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ହୋଲି ଖେଳ ବେଳେ ହଳଦୀ ଦଫେଇର ଜଣେ ଯୁବତୀଙ୍କ ପ୍ରତି ଅସଦାଚରଣ ସହ ତାଙ୍କ ପୋଷାକ ଚିରିଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗାଁ ଲୋକେ ବୀରମିତ୍ରପୁର ଥାନା ରେ ଏତଲା ଦେବାକୁ ଆସିଥିଲେ। ତେବେ ଏହି ସମୟରେ ଅପରପକ୍ଷ ଲୋକେ ମଧ୍ୟ ଥାନାକୁ ଆସିଥିଲେ। ଉଭୟ ପକ୍ଷ ମଧ୍ୟରେ […]
ଆଜି ରଙ୍ଗର ପର୍ବ ହୋଲି। ସବୁଠି ରଙ୍ଗର ପସରା। ସମସ୍ତେ ହୋଲି ଖେଳିବାରେ ମସଗୁଲ୍। ହେଲେ ଏହି ସମୟରେ କିଛି ସାବଧନତା ଅବଲମ୍ବନ କରିବା ଜରୁରୀ। ହୋଲି ଖେଳିବାକୁ ଯିବା ପୂର୍ବରୁ କେଶରେ ତେଲ ନିଶ୍ଟୟ ଲଗାନ୍ତୁ। ଏହା କେଶର ସୁରକ୍ଷା କବଚ ଭାବେ କାମ କରିବ ଓ ରଙ୍ଗ ଛାଡ଼ିବା ମଧ୍ୟ ସହଜ ହେବ। ହୋଲି ଦିନ ଆବଶ୍ୟକ ହେଲେ ଅତିବେଶୀରେ ଦୁଇଥର ଗାଧୋଇ ପାରନ୍ତି। କାରଣ ଅଧିକ ଗାଧୋଇବା ଦ୍ୱାରା ତ୍ୱଚାର ଆଦ୍ରତା ନଷ୍ଟ […]
<p>ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ ହୋଇ ପଡିଲେଣି। ରାଜ୍ୟର ବିଭିନ୍ନ ସହରରେ ଦୋକାନ ବଜାରରେ ଖୋଲିଛି ରଙ୍ଗର ପସରା। ରଙ୍ଗ କିଣିବା ପାଇଁ ଦୋକାନ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ।</p> <p>ପୁରୀରେ ମହାପ୍ରଭୁଙ୍କର ପ୍ରତୀକ ଦୋଳ ଗୋବିନ୍ଦ , ମାଆ ଲକ୍ଷ୍ମୀ ଓ ସରସ୍ୱତୀ ବିମାନରେ ଆସି ଭକ୍ତଙ୍କ ମେଳରେ ଅବିର ଖେଳିବେ। ଉତ୍ସବକୁ ପାଳନ ପାଇଁ ପୁରୀ ସହରରେ ଖୋଲିଛି ଅନେକ ରଙ୍ଗ ଦୋକାନ।ନାଲି, ନୀଳ ଅବିର ସାଙ୍ଗକୁ ପିଚକାରୀ, ମାସ୍କ, ଚଷମା, ଟୋପି ଆଦି ବିକ୍ରି କରୁଛନ୍ତି ବ୍ୟବସାୟୀ।</p> <p>ସେହିପରି ହୋଲି ପର୍ବ ପାଇଁ ରେଶମ ସହର ବ୍ରହ୍ମପୁର ମଧ୍ୟ ଚଳଚଞ୍ଚଳ। ଭାପୁର ବଜାର, ସାନବଜାର, କମାପଲ୍ଲୀ, ଗିରି ବଜାର ଆଦି ସ୍ଥାନରେ ରଙ୍ଗ ବେରଙ୍ଗର ଅବିର ଓ ଫଗୁ ସହ ବିଭିନ୍ନ ଡ଼ିଜାଇନର ପିଚକାରି ମିଳୁଛି। ଅନ୍ୟପଟେ ହୋଲି ଲାଗି ଇସ୍ପାତ ସହର ରାଉରକେଲାରେ ମଧ୍ୟ ଜୋରଦାର ପ୍ରସ୍ତୁତି ହୋଇଛି। ସହରର ବିଭିନ୍ନ ସ୍ଥାନରେ ଖୋଲିଛି ରଙ୍ଗ ଦୋକାନ। ସେପଟେ ସୁରକ୍ଷାକୁ ଆଖିଆଗରେ ରଖାଯାଇ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।</p> <p>ଏପଟେ ସମ୍ବଲପୁର ସହରରେ ମଧ୍ୟ ପ୍ରସ୍ତୁତି ଜୋରଦାର। ଗୋଲବଜାର, ଅଇଁଠାପାଲି ଆଦି ସ୍ଥାନରେ ଖୋଲାଯାଇଥିବା ଦୋକାନରେ ଗ୍ରାହକଙ୍କ ଭିଡ ପିଲାଠୁ ବୟସ୍କ ସଭିଁଏ ରଙ୍ଗ କିଣିବାରେ ବ୍ୟସ୍ତ। କମ୍ ମାତ୍ରାରେ ରାସାୟନିକ ରଙ୍ଗ ଏବଂ ଫଗୁ ଅଧିକ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।</p>