Advertisment

ଟଙ୍କା ପାଇଁ ଭଉଣୀର ରକ୍ତରେ ହୋଲି ଖେଳିଲା ଭଉଣୀ!

ଅଭିଯୋଗ ଅନୁସାରେ ସାନ ଭଉଣୀଙ୍କୁ ମୋହରା କରି ବ୍ୟବସାୟୀଙ୍କଠାରୁ ଟଙ୍କା ହରିଲୁଟ୍‌ କରୁଥିଲା ବଡ଼ ଭଉଣୀ। ପରବର୍ତ୍ତୀ ସମୟରେ ୫ କୋଟି ଟଙ୍କା ଦାବି କରିଥିଲେ। ଟଙ୍କା ନପାଇବାରୁ ମାରିଦେଲା।

author-image
Manoranjan Sial

ଟଙ୍କା ପାଇଁ ଭଉଣୀର ରକ୍ତରେ ହୋଲି ଖେଳିଲା ବଡ଼ ଭଉଣୀ! ଏପରି ବୀଭତ୍ସ ହତ୍ୟାକାଣ୍ଡ ଷ୍ଟିଲ୍‌ ସିଟି ରାଉରକେଲାରେ ଘଟିଛି। ଅଭିଯୋଗ ଅନୁସାରେ ସାନ ଭଉଣୀଙ୍କୁ ମୋହରା କରି ବ୍ୟବସାୟୀଙ୍କଠାରୁ ଟଙ୍କା ହରିଲୁଟ୍‌ କରୁଥିଲେ ବଡ଼ ଭଉଣୀ। ପରବର୍ତ୍ତୀ ସମୟରେ ୫ କୋଟି ଟଙ୍କା ଦାବି କରିଥିଲେ। ହେଲେ ସେହି ଟଙ୍କା ନପାଇବାରୁ ସାନ ଭଉଣୀ ଓ ଖଣି ବ୍ୟବସାୟୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment
Murder Rourkela
Advertisment
Advertisment