୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।
ନିଆଁ ଲାଗି ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ବଡ଼ ଝିଅ ବାହାଘର ପାଇଁ ପୂର୍ବରୁ ରଖା ଯାଇଥିବା ସୁନା ଅଳଙ୍କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି ।
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର ଚନ୍ଦ୍ର –ଧନୁ ଅହୋରାତ୍ର ତିଥି- ୮ମୀ ଦିବା ୧୨.୧୮ ଗତେ ୯ମୀ ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ଏତେ ହୋ ହଲ୍ଲା ପରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ହେଲା ସୁପାରିସ୍, ତା ପୁଣି ଆରବର୍ଷକୁ। ହାଇକୋର୍ଟ ଛାଟ ଓ ଆସୁଥିବା ନିର୍ବାଚନକୁ ଭୟ କରି ରାଜ୍ୟ ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।
ଗୋଟିଏ ପଟେ ରତ୍ନଭଣ୍ଡାର ଶୀଘ୍ର ଖୋଲିବା ସହ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ବିଭିନ୍ନ ମହଲର ଦାବି ତେଜୁଛି। ଖୋଦ୍ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ବି ୟା ସପକ୍ଷରେ ମତ ରଖିଛନ୍ତି।
ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।
ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।
ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍କୁ ୧୨୮k ସବ୍ସ୍କ୍ରାଇବର ମିଳିଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି।
ଆଜି ବାପି ଲାହିରିଙ୍କ ପୁଣ୍ୟତିଥି। ତାଙ୍କୁ ଭଲ ପାଉଥିବା ସେ ବଲିଉଡକୁ ଏକାଧିକ ମନଛୁଆଁ ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ୱର ଏବଂ ସଙ୍ଗୀତ ପାଇଁ ବାପି ସର୍ବଦା ଜଣାଶୁଣା। ଆପଣ ଜାଣିଛନ୍ତି କି ସେ କାହିଁକି ଏତେ ଅଳଙ୍କାର ପିନ୍ଧୁଥିଲେ? ଦେଖନ୍ତୁ…
ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଧାମରାରୁ ବାଲେଶ୍ୱର ଅସୁଥିବା ଏକ ଘରୋଇ ବସ୍ ଭିତରେ ଲୁଟ୍ ।
ଆଜି ବାପି ଲାହିରିଙ୍କ ଜନ୍ମଦିନ। ତାଙ୍କୁ ଭଲ ପାଉଥିବା ଲୋକେ ଆଜି ତାଙ୍କର ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସୁନାକୁ ଖୁବ ଭଲ ପାଉଥିଲେ ଆଉ ସାରା ଶରୀରକୁ ସୁନାରେ ଛାଉଣୀ କରୁଥିଲେ। ଏହା ପଛରେ କି କାରଣ ଥିଲା ଆସନ୍ତୁ ଜାଣିନେବା।
କେବେ ଦେଖି ନଥିବେ କି ଭାବି ବି ନଥିବେ ଏମିତି କଳା ବିଷୟରେ। ଭାରତର ଏହି ଜାଗାରେ ଅଛନ୍ତି ଏମିତି ଜଣେ ମହିଳା ଯିଏ ଏଭଳି ନିଆରା କଳାରେ ସିଦ୍ଧହସ୍ତ। ସେ ମା’ କ୍ଷୀରରୁ ତିଆରି କରିପାରୁଛନ୍ତି ବିଭିନ୍ନ ପ୍ରକାର ଅଳଙ୍କାର। ଜାଣନ୍ତୁ ସେ କିପରି କରୁଛନ୍ତି ଏହି ଅଳଙ୍କାର।
ଏକାଦଶୀଙ୍କ ଠାରୁ ବାଉଁଶ ଉପକରଣ ତିଆରି କଳା ଶିକ୍ଷା କରି ଆଖପାଖ ଅଞ୍ଚଳର କିଛି ଉତ୍ସାହୀ ଯୁବକ ବି ହୋଇପାରିଛନ୍ତି ସ୍ୱାବଲମ୍ବୀ ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୫୦ ଟଙ୍କା ରହିଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର କେବଳ ବାହାର,ମଝି କି ଭିତର ଭଣ୍ଡାରରେ ସୀମିତ ନୁହେଁ, ଏଥିରେ ଆହୁରି ଦୁର୍ଭେଦ୍ୟ କୋଠରୀ ରହିଛି।
ମୂଷା ନେଇଯାଇଥିଲା ସୁନା ଅଳଙ୍କାର, ଅନେକ ଖୋଜାଖୋଜି ପରେ ମିଳିଲା ।
ଜିଆର୍ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି।
କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ବିବାହ କରିବାକୁ କହି ଯୁବକଙ୍କୁ ପ୍ରତାରଣା । ଅଜଣା ସମ୍ପର୍କରୁ ପ୍ରେମ ତାପରେ ବିବାହ ପ୍ରସ୍ତାବ ନିମନ୍ତ୍ରଣ କାର୍ଡ ଛପାଇ ବିବାହ ଠିକ୍ ବି ହୋଇଗଲା ଆଉ ତା ପରେ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ଛୁ ।
ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର । ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ।
ଆଜି ଭୋରରୁ ଭୁବନେଶ୍ୱର ସାଲିଆ ସାହିରେ ଭିଜିଲାନ୍ସ ଟିମ୍ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଛି ।
ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।
ସୁନାପ୍ରିୟ ଥିଲେ ବାପି ଦା’। ନିଇତି ପିନ୍ଧୁଥିଲେ ପାଖାପାଖି ୬୦୦ ଗ୍ରାମ୍ର ସୁନା ଅଳଙ୍କାର। ହାତରେ ରହୁଥିଲା ୧୫ ମୁଦି, ବେକରେ ପଡ଼ୁଥିଲା ୨୫୦ ଗ୍ରାମ୍ର ଚେନ୍...ଗୀତରେ ବାୟା ହେଉଥିଲେ ଦର୍ଶକ