ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଲୁଟେରାରାଜ୍। ଦିନ ଦ୍ୱିପହରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି । ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ଜଣେ ରେଲ୍ୱେ କର୍ମଚାରୀଙ୍କ ପତ୍ନୀଙ୍କଠାରୁ ସୁନା ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ୩ ଜଣ ଦୁର୍ବୃତ୍ତ। ଆଜି ସକାଳେ ମହିଳା ଜଣକ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ବ୍ରହ୍ମପୁର ଯାଉଥିଲେ। ଘରୁ ଏକ ଅଟୋରେ ବସି ସମସ୍ତେ ଷ୍ଟେସନ ଯାଉଥିଲେ। ଗାଡ଼କଣ ନିକଟରେ ୩ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇଥିଲେ। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ଅନ୍ତର୍ଗତ କିରାଙ୍ଗ ଗାଁରେ ଜଣେ ଠିକା କର୍ମଚାରୀଙ୍କ ଘରୁ ଏକ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଠିକା କର୍ମଚାରୀ ଜଣକ ଘରେ ନ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ ଘରେ ଭିତରେ ପଶିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କର୍ମଚାରୀଙ୍କ ୨ ଭଉଣୀଙ୍କୁ ନିଶା ସ୍ପ୍ରେ ମାରି ଅଚେତ କରାଇ ଲୁଟ୍ […]
ଉଦଳା: କଲିଂ ବେଲ୍ ମାରି ଘର ଭିତରେ ପଶି ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଏନ୍ଏସିର ୧୨ ନମ୍ବର ୱାର୍ଡରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ୧୨ ନମ୍ବର ୱାର୍ଡରେ ରହୁଥିବା ଅଧ୍ୟାପକ ସପନ ମହାନ୍ତିଙ୍କ ଘରୁ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ଗତକାଲି ସେ ଘରେ ନ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ୭ଟାରୁ ୮ଟା ଭିତରେ ୫ […]
ଯାଜପୁର: ସୁନା ଦୋକାନିଙ୍କୁ ଆକ୍ରମଣ କରି ଲୁଟ୍। ଯାଜପୁର ଧର୍ମଶାଳା ବ୍ରହ୍ମବରଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ବ୍ୟବସାୟୀ ମହେଶ୍ୱର ସାହୁ ଲୁଟ୍ର ଶିକାର ହୋଇଛନ୍ତି। ମହେଶ୍ୱର ଦୋକାନ ବନ୍ଦ କରି ସୁନା ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ପଲ୍ସରରେ ୩ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଓ ସ୍କୁଟି ନେଇ ଫେରାର ହୋଇଯାଇଥିବା ମହେଶ୍ୱର କହିଛନ୍ତି। […]
ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା…
<p>କେନ୍ଦୁଝର: କେନ୍ଦୁଝର ଦୁର୍ଗା ମନ୍ଦିରରୁ ଚୋରି। ଗତକାଲି ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଦୁର୍ଗା ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।<br /> <p></p></p> <p>ଦୁର୍ବୃତ୍ତମାନେ ମନ୍ଦିରରୁ ବହୁ ସୁନା ଅଳଙ୍କାର ସମେତ ୫ଟି ରୂପା ମୁକୁଟ ମଧ୍ୟ ଚୋରି କରି ନେଇଛନ୍ତି। ଏହାସହ ମନ୍ଦିର ହୁଣ୍ଡି ଭାଙ୍ଗି ନଗଦ ଟଙ୍କା ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦୁଝର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>
ସୋର(ନିରଞ୍ଜନ ବେହେରା): ଗୁଳିଫୁଟାଇ ସୁନାବେପାରୀଙ୍କ ଘରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା । ପରିବାର ଲୋକେ, ଗ୍ରାମବାସୀ ସମସ୍ତେ ଦେଖୁଥିଲେ ହେଁ କିଛି କରିପାରି ନ ଥିଲେ। ବନ୍ଧୁକମୁନରେ ଭୟଭୀତ କରି ସର୍ବସ୍ୱ ଲୁଟିନେଇଥିଲେ। ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଗୁଳି କରିଥିଲେ।…