Gangster Atiq Friend Guddu Muslim Was In Odisha For 12 Days
ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ! ପୁରୀ ପରେ ବରଗଡ଼ରେ ଆତ୍ମଗୋପନ କରିଥିଲା ମାଫିଆ ଡନ୍ ଆତିକ ଅହମ୍ମଦ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ସଦସ୍ୟ । ୟୁପି ଏସଟିଏଫ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପରେ ଗୁଡ୍ଡୁକୁ ନେଇ ଓଡ଼ିଶାରେ ପୁଣି ଚାଞ୍ଚଲ୍ୟ । କୁହାଯାଉଛି STFକୁ ଚକମା ଦେବା ଲାଗି ମିରଟ, ଆଜମେର, ଝାନସୀ, ନାସିକ ପରେ ପୁଣେ ଦେଇ ବରଗଡ଼ ଚାଲି ଆସିଥିଲା ଗୁଡ୍ଡୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)