ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି 'ଟଙ୍କା ଦିଅ ଚାକିରି ନିଅ' ସ୍କିମ ? ବାରମ୍ବାର ଜବ୍ ସ୍କାମ ଅଭିଯୋଗ ପରେ ବି OSSCକୁ ଘୋଡ଼ାଉଛନ୍ତି କି ସରକାର ?
ସରକାରୀ ଚାକିରିକୁ ନେଇ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଦଲାଲି ବ୍ୟବସ୍ଥାକୁ ନେଇ ଅଡୁଆରେ ସରକାର। ପ୍ରଶ୍ନପତ୍ର ଲିକ୍ ପାଇଁ ଜେଇ ସିଭିଲ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଚାଲିଥିବା ଜବ ସ୍କାମକୁ ନେଇ ତେଜିଛି ବିବାଦ। ତେବେ ଏଭଳି ପ୍ରଶ୍ନପତ୍ର ଲିକ୍ ଘଟଣା ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ବି କେବେ ଲିକ୍ ତ କେବେ ତ୍ରୁଟି ପାଇଁ ବାତିଲ ହୋଇଛି ପରୀକ୍ଷା। ଏପ୍ରିଲ ୨୦୨୩ରେ ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଥିଲା।
Published By: Tanmay Kumar Mahalik
Last updated: 25 July 2023, 09:54 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।