• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Science Updates

5
୨୦୧୬-୧୭ରେ ବ୍ୟାପୀଥିଲା କରୋନା ଭାଇରସ୍!

ବୁହାନ: କରୋନା ଭାଇରସ୍‌ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ ଏହି ଭାଇରସ ୨୦୧୯ରେ ଆସିଥିବା କୁହାଯାଉଥିବାରୁ ଏହାକୁ କୋଭିଡ୍-୧୯ ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଏହି ଭାଇରସ ୨୦୧୯ରେ ନୁହେଁ ବରଂ ଏହା ପୂର୍ବରୁ […]

  • Wednesday, 14 July 2021
h
ଜ୍ୱାଳାମୁଖୀ ପାଲଟିଛି ପର୍ଯ୍ୟଟନ ସ୍ଥଳୀ : ଜମୁଛି ଭିଡ଼

ଆ‍ଇସଲାଣ୍ଡର ଗେଲ୍ଡିଙ୍ଗା ଘାଟିରେ ମାର୍ଚ୍ଚ ୨୦ରେ ହୋଇଥିବା ଜ୍ୱାଳାମୁଖୀ ପରେ ବର୍ତ୍ତମାନ ଏହି ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ଲକ୍ଷସ୍ଥଳ ହୋଇଯାଇଛି। ଏହି ଜ୍ୱାଳାମୁଖୀରେ ଲଗାତର ବିସ୍ଫୋଟକ ହେବାରେ ଲାଗିଛି। ଏଠାରୁ ଲକ୍ଷାଧିକ ଟନର ଲାଭା ପ୍ରତିଦିନ ବାହାରୁଛି। ଖାଲି ସେତିକି ନୁହେଁ, କିଛିଦିନ ପୂର୍ବରୁ ଏହି ଜ୍ୱାଳାମୁଖୀରୁ ଅନ୍ୟ ଏକ ଫାଟ ସୃଷ୍ଟିହୋଇ ଲାଭା ବାହାରିବା ଦେଖାଦେଇଛି। ଏହି ଭୟାନକ ସ୍ଥାନକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି। ଏଠାରେ ଖେଳୁଛନ୍ତି। ଗରମ ଲାଭାରେ ରୋଷେଇ […]

  • Wednesday, 14 July 2021
Untitled-1
ଲୋହିତ ଗ୍ରହରେ ନୀଳ ରଙ୍ଗର କୁଦ!

ମଙ୍ଗଳ ଗ୍ରହରେ ଜୀବନର ଅନୁସନ୍ଧାନ ଏବଂ ଏହାର ଅନୁକୂଳ ବାତାବରଣ ତିଆରି କରିବା ନେଇ ଅନୁସନ୍ଧାନ ଚାଲିଛି। ଅନ୍ତରୀକ୍ଷ ଏଜେନ୍ସି ନାସା ଲଗାତରଭାବେ ଏହି କାମରେ ଲାଗି ରହିଛି। ମଣିଷ ଏଠାରେ ରହିବା ନେଇ ସ୍ୱପ୍ନ ଦେଖୁଥିବା ବେଳେ କିଛି ଅଦ୍ଭୁତ ଜିନିଷ ଦେଖିବାକୁ ପାଇଛି। ଲୋହିତ ଗ୍ରହ ନାମରେ ଜଣାଶୁଣା ମଙ୍ଗଳରେ ଏବେ ନୀଳ ରଙ୍ଗର ବାଲି ପାହାଡ ଥିବା ନଜରକୁ ଆସିଛି। ନାସା ଏହାର ଫଟୋ ଜାରି କରିବା ସହ ଲେଖିଛି ଯେ ବ୍ଲୁ […]

  • Wednesday, 14 July 2021
yuri-gagari
ଗାଗରିନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ

ଆଜିକୁ ଠିକ ୬୦ ବର୍ଷ ତଳେ ଏପ୍ରିଲ ୧୨ରେ ସୋଭିଏତ ସଂଘର ୟୁରୀ ଗାଗରିନ ଅନ୍ତରୀକ୍ଷରେ ପହଞ୍ଚିଥିବା ପ୍ରଥମ ବ୍ୟକ୍ତି ଥିଲେ। ଯେତେବେଳେ ଗାଗରିନ ସୋଭିୟତ ଅନ୍ତରୀକ୍ଷ ଯାନ ଓସ୍ତାକରୁ ଓହ୍ଲାଇଲେ କାହାରିକୁ ବି ଜଣା ନ ଥିଲା ସେଠାରେ କ’ଣ ହେବାକୁ ଯାଉଛି। ସେ ସେଠାରୁ ଜୀବିତ ଆସିବେ କି ନାହିଁ? କିନ୍ତୁ ଏହା ଭୁଲ ପ୍ରମାଣିତ ହେଲା। ସେ ସେଠାରେ ଯାହକଲେ ତାହା ଇତିହାସ ହୋଇ ରହିଗଲା। ସେ କେବଳ ନିଜ ଦେଶ ନୁହେଁ […]

  • Wednesday, 14 July 2021
Rover
ନାସାର କୌଶଳ ବିମାନ ମଙ୍ଗଳରେ ଅବତରଣ

ୱାସିଂଟନ୍: ନାସାର କୌଶଳ ମିନି-ହେଲିକପଟର୍ ବା ରୋଭର୍ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ୟୁଏସ୍ ମହାକାଶ ସଂସ୍ଥା କହିଛି। ଅଲ୍ଟ୍ରାଲାଇଟ୍ ଏୟାରକ୍ରାଫ୍ଟ୍ ଲାଗିଥିବା ଏହି ଅତ୍ୟାଧୁନିକ ବିମାନ ମଙ୍ଗଳରେ ଅବତରଣ କରିଥିବା ନାସାର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ସ୍ପଷ୍ଟ କରିଛି। ୪୭୧ ମିଲିଅନ୍ କିଲୋମିଟର୍ ଯାତ୍ରା ପରେ ଏହା ସୁରକ୍ଷିତଭାବେ ମଙ୍ଗଳରେ ପହଞ୍ଚିଛି। ନୂତନ କୌଶଳରେ ନିର୍ମାଣ ହୋଇଥିବା ଏହାର ପାୱାର୍ ସିଷ୍ଟମ୍ ବର୍ତ୍ତମାନ ଏହାର ନିଜସ୍ୱ ବ୍ୟାଟେରୀରେ ଚାଲିବ। ଏହା ମଙ୍ଗଳରେ ରାତିରେ ଥଣ୍ଡା ହେବା […]

  • Wednesday, 14 July 2021
spaceship
ବ୍ୟବସାୟିକ ସ୍ପେସ୍ ଟୁର୍ ମିଶନ୍ ସଫଳତା ସହିତ ସମାପ୍ତ

ଭର୍ଜିନ୍ ଏୟାରଲାଇନ୍ସର ମାଲିକ ରିଚାର୍ଡ ବ୍ରେନ୍‌ସନ୍‌ଙ୍କ କମ୍ପାନୀ ପ୍ରଥମ ଏଭଳି କମ୍ପାନୀ ହୋଇପାରିଛି ଯାହାର ସ୍ପେସଶିପ୍ ତାଙ୍କ ସହିତ ମହାକାଶର ପ୍ରଥମ ବ୍ୟବସାୟିକ ଉଡ଼ାଣ କରିଛି। ଏହା ପରେ ମହାକାଶ ପର୍ଯ୍ୟଟନର ଏକ ନୂତନ ଯୁଗ ଆସିବା ନିଶ୍ଚିତ ହୋଇଯାଇଛି।

human-brain-circuit
କିଏ ମାନବ ମସ୍ତିଷ୍କର ଧାର୍ମିକ-ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଦାୟୀ?

ନିକଟରେ ହୋଇଥିବା ଏକ ଅଧ୍ୟୟନରେ ମସ୍ତିଷ୍କର ଏପରି ଏକ ସ୍ୱତନ୍ତ୍ର ସର୍କିଟ ଚିହ୍ନଟ ହୋଇଛି ଯାହା ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଦାୟୀ ଅଟେ।

  • Monday, 12 July 2021
  • Brain
Untitled-1
ଲୋହିତ ଗ୍ରହର ରହସ୍ୟ ; ମଙ୍ଗଳରେ ହ୍ରଦ!

ଲୋହିତ ଗ୍ରହ ମଙ୍ଗଳରେ ଆମର ବୈଜ୍ଞାନିକମାନେ କେବଳ ଜୀବନ ଖୋଜୁ ନାହାଁନ୍ତି, ସେମାନେ ମଧ୍ୟ ସମ୍ଭାବ୍ୟ ଅନୁସନ୍ଧାନ କରୁଛନ୍ତି ଯାହା ଜୀବନକୁ ସୁସଙ୍ଗତ କରିପାରିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ମଙ୍ଗଳରେ ଜଳର ଉପସ୍ଥିତି। ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଛି ଯେ…

  • Tuesday, 29 June 2021
ଏବେ ବ୍ରହ୍ମାଣ୍ଡର ରହସ୍ୟ ପଦାକୁ ଆସିବ

ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ୱଳ ପିଣ୍ଡ କ୍ୱିଜାର ଆମ ବୈଜ୍ଞାନିକମାନଙ୍କ ପାଇଁ ବହୁତ କୌତୁହଳର ବିଷୟ। ସାଧାରଣତ ଗାଲାକ୍ସିର ମଧ୍ୟଭାଗରେ ଦେଖାଯଉଥିବା ଏହି ପିଣ୍ଡଗୁଡ଼ିକ ବ୍ଲାକହୋଲରୁ ଶକ୍ତି ପାଇଥାଏ। ସେମାନଙ୍କର ଓଜନ ଆମ ସୂର୍ଯ୍ୟଙ୍କ ଓଜନଠାରୁ ଏକ ବିଲିୟନ ଗୁଣ ପର୍ଯ୍ୟନ୍ତ ହୋଇଥାଏ।…

  • Saturday, 26 June 2021
Untitled-1
ବ୍ଲାକ୍ ହୋଲ୍‌ରେ ଝଡ : ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ

ନୂଆଦିଲ୍ଲୀ : ପୃଥିବୀଠାରୁ ୧୩.୧ ବିଲିୟନ ଆଲୋକବର୍ଷ ଦୂରରେ ଥିବା ବ୍ଲାକ୍ ହୋଲ୍‌ରେ ଏକ ଝଡ ଉଠୁଥିବା ଦେଖାଯାଉଛି। ଏଥିରୁ ବାହାରୁଥିବା ପବନ ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ ବେଗରେ ପ୍ରବାହିତ ହେଉଛି। ସ୍ପେସ୍ ନ୍ୟୁଜ୍ ସମ୍ବାଦ ଅନୁଯାୟୀ ଚିଲିରେ ଥିବା…

  • Wednesday, 23 June 2021
1
ଏବେ ବି ସକ୍ରିୟ ଅଛି ଶୁକ୍ର ଗ୍ରହ

ପୃଥିବୀର ପଡୋଶୀ ଗ୍ରହ ଶୁକ୍ରର ଭୂପୃଷ୍ଠ ଏବଂ ଏହାର ସଂରଚନାର ଅନୁସନ୍ଧାନ ପାଇଁ ତିନୋଟି ମିଶନ ଘୋଷଣା ହୋଇଥିଲା। ଏହାର ମାତ୍ର ଗୋଟିଏ ମାସ ପରେ, ନୂତନ ଅନୁସନ୍ଧାନ ସୂଚାଇ ଦେଇଛି ଯେ ଗ୍ରହଟି ଭୌଗୋଳିକ ସ୍ତରରେ ସକ୍ରିୟ ଅଛି। ଭୂପୃଷ୍ଠ…

  • Tuesday, 22 June 2021