ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଆରମ୍ଭରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ: ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଗ୍ରହ-ଉପଗ୍ରହ ଓ ନକ୍ଷତ୍ର...ଖାଲି ଆଖିକୁ ଦେଖାଦେବେ ଧୂମକେତୁ ସହ ଲଞ୍ଜାତାରା...
Published: Chandan Shishu
Last updated: 09 January 2023, 11:23 PM IST
୪ ହଜାର ୭୦୦ କିଲୋଗ୍ରାମର ଏହି ଭାରତୀୟ ଉପଗ୍ରହ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଡିଜାଇନ୍ କରାଯାଇଛି । ଦେଶରେ କମ୍ୟୁନିକେଶନ କ୍ଷେତ୍ରରେ ୧୪ ବର୍ଷ ଧରି ଏହା ମହାକାଶରେ ରହି କାମ କରିବ ।