• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Science Updates

bargarh
ଚାଷୀଙ୍କ ପାଇଁ ଖୁସି ଖବର ! ସଠିକ ତଥ୍ୟ ଦେଉଥିବା ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ବରଗଡ଼ର ଦୁଇ ବନ୍ଧୁ

ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।

 civilian flight to orbit
ସ୍ପେଶ ଟୁରିଜିମ୍‌କୁ ନେଇ ନୂଆ ସମ୍ଭାବନା; ୩ ଦିନ ପାଇଁ ମହାକାଶ ବୁଲିବାକୁ ଗଲେ ୪ ଯାତ୍ରୀ

ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ  ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍‌’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।

‘Mini Aeroplane’
ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ

e bike
ପେଟ୍ରୋଲର ଆକାଶଛୁଆଁ ଦର ଚିନ୍ତାରେ ଇ-ବାଇକ ନିର୍ମାଣ କଲେ ବ୍ରହ୍ମପୁରର ଜଣେ ପିଜି ଛାତ୍ର

ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।

NASA
୪୫ ମିନିଟ୍ ଧରି ନାସାର ନିୟନ୍ତ୍ରଣ ବାହାରେ ରହିଲା ଆଇଏସ୍ଏସ୍

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦାବି କରିଛି ଯେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଅର୍ଥାତ୍ ମହାକାଶରେ ଥିବା ମହାକାଶଚାରୀଙ୍କ ଘର ବା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଗୁରୁବାର (ଜୁଲାଇ ୨୯) ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଥିଲା। ଋଷର ମଡ୍ୟୁଲ୍ ବ୍ୟାକ୍‌ଫାୟାର୍ କରିଦେଲା। ତେବେ ନାସାର କଣ୍ଟ୍ରୋଲ୍‌ ରୁମ୍‌ରେ ଉପସ୍ଥିତ ଥିବା ଟିମ୍ କଣ୍ଟ୍ରୋଲ୍ ଥ୍ରଷ୍ଟର ସାହାଯ୍ୟରେ ସ୍ପେସ୍ ଷ୍ଟେସନ୍‌କୁ ନିଜ କକ୍ଷପଥକୁ ଆଣିଦେବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।

Jupiter
ବୃହସ୍ପତିରେ ମିଳିଲା ପାଣିର ବାଷ୍ପ

ପୃଥିବୀ ବାହାରେ ଜୀବନ ଖୋଜୁଥିବା ଆମ ବୈଜ୍ଞାନିମାନଙ୍କର କିଛି ଗ୍ରହର ଚନ୍ଦ୍ରରୁ ଅନେକ ଆଶା ରହିଛି। ଏଥି ମଧ୍ୟରେ ବୃହସ୍ପତିର ଚନ୍ଦ୍ର ଗେନିମିଡ୍‌ ମଧ୍ୟ ରହିଛି। ଏମିତିରେ ତ ଗେନିମିଡ୍‌ରେ ଜମାଟ ବରଫ ପୂର୍ବରୁ ଖୋଜ୍ ହୋଇସାରିଛି। ତେବେ ପ୍ରଥମ ଥର ପାଇଁ ଆମର ବୈଜ୍ଞାନିକମାନେ ଗେନିମିଡ୍‌ ଉପରେ ଜଳୀୟ ବାଷ୍ପର ପ୍ରମାଣ ପାଇଛନ୍ତି।

Mars
ନାସାର ଇନସାଇଟ୍‌ ମିଶନ କଲା ମଙ୍ଗଳର ଆଭ୍ୟନ୍ତରୀଣ ଗଠନର ଖୁଲାସା

ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍‌ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍‌ ପ୍ଲାନେଟ୍‌ର ମୂଳର ଆକାର ଏବଂ ରଚନା, ଏହାର ଭୂତଳ ଏବଂ ମେଣ୍ଟାଲ ବିଷୟରେ ସୂଚନା ବାହାର କରିଛନ୍ତି।

Asteroid
ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।

Space Tour
ମହାକାଶ ଯାତ୍ରା ଜଳବାୟୁ ପରିବର୍ତ୍ତନରେ ଦାୟୀ ନୁହେଁ କି?

ଦୁନିଆର ଅନେକ ଲୋକ ମହାକାଶକୁ ଯାତ୍ରା କରିବାକୁ ଚାହାଁନ୍ତି। କିନ୍ତୁ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱର ଜଳବାୟୁକୁ ରକ୍ଷା କରିବା ପାଇଁ କରାଯାଉଥିବା ପ୍ରୟାସ କ୍ଷତିକାରକ ବୋଲି ସେମାନେ ବିଶ୍ୱାସ କରନ୍ତି।

Capture
ଅଗ୍ନି ୪ର ବ୍ୟବହାରିକ ପରୀକ୍ଷଣ ସଫଳ

ଭଦ୍ରକ: ଧାମରା ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ଆଜି ସକାଳ ୮ଟା୩୦ରେ ଏହି ପରୀକ୍ଷଣ କରାଯାଇଥିଲା।  ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବାଲାଷ୍ଟିକ ମିଶାଇଲ ଅଗ୍ନୀ-୪ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର ଲମ୍ବ ୨୦ ମିଟର୍‌, ଓଜନ ୧୭ଟନ୍ ରହିଛି। ଏହି କ୍ଷେପଣାସ୍ତ୍ରଟି ଏକ ଟନ୍‌ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି। […]

  • Tuesday, 20 July 2021
banned medicine
ପୀଡ଼ାନାଶକ ଔଷଧ ସମେତ ୩୨୮ ଡ୍ରଗ୍ସ ଉପରେ ବ୍ୟାନ୍‌ ଲଗାଇଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପୀଡ଼ାନାଶକ ଔଷଧ ସାମୟିକ ଭାବେ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏ ନେଇ ରିପୋର୍ଟ ଆସିବା ପରେ ପୀଡ଼ାନାଶକ ଔଷଧଗୁଡିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ବିଶେଷ କରି ମୁଣ୍ଡବ୍ୟଥା, ସର୍ଦ୍ଦି, କାଶ ଓ ପେଟବ୍ୟଥାର ଉପଶମ ପାଇଁ ଏହି ଔଷଧ ଗୁଡିକର ବ୍ୟବହାର ହୋଇଥାଏ। ପେନ୍‌କିଲର୍‌ ସାରିଡନ୍‌ ଓ ସ୍କିନ୍‌ କ୍ରିମ୍‌ Panderm ସମେତ ୩୨୮ଟି ଫିକ୍ସଡ୍‌ ଡୋଜ୍‌ କମ୍ବିନେସନ୍‌ (FDC) ଡ୍ରଗ୍ସକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍‌ […]

  • Tuesday, 20 July 2021
lunch
ଉତ୍‌କ୍ଷେପଣ ହେଲା ନାସାର ମହକାଶ ଯାନ ପାର୍କର ସୋଲାର ପ୍ରୋବ୍

ଫ୍ଲୋରିଡା : ଅାରମ୍ଭ ହୋଇଛି ବିଶ୍ୱର ପ୍ରଥମ ସୌର ଅଭିଯାନ। ଭାରତୀୟ ସମୟ ଦିନ ଗୋଟାଏ ବେଳେ ଉତ୍‌କ୍ଷେପଣ ହୋଇଛି ମହାକାଶ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’। ଅାମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଘାଟିରୁ ନାସା ଏହାକୁ ଉତକ୍ଷେପଣ କରିଛି। ଡେଲ୍‌ଟା ଫୋର୍ ହେଭି ରକେଟ୍ ସାହାଯ୍ୟରେ ଏହାର ଉତ୍‌କ୍ଷେପଣ ହୋଇଛି। ଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ଚାରିପାଖରେ ଥିବା କୋରୋନାର ତାପମାତ୍ରାର ଅାକଳନ କରିବ।  କୋରୋନାରେ ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରା ଠାରୁ ପ୍ରାୟ […]

  • Monday, 19 July 2021
solar1
ବିଶ୍ୱର ପ୍ରଥମ ସୌର ଅଭିଯାନ

ସରିଥିଲା ପ୍ରସ୍ତୁତି। ଅାରମ୍ଭ ହୋଇସାରିଥିଲା କାଉଣ୍ଟଡାଉନ୍। ସାରା ବିଶ୍ୱର ନଜର ଥିଲା ଫ୍ଲୋରିଡ଼ା ସ୍ଥିତ କେପ୍ କାନାଭେରାଲ୍ ଏୟାରଫୋର୍ସ ଷ୍ଟେସନ୍ ଉପରେ।  କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକିଲା ‘ପାର୍କର୍ ସୋଲାର୍ ପ୍ରୋବ୍‌’ର ଉତ୍‌କ୍ଷେପଣ। ଅନ୍ତରୀକ୍ଷ ଯାନର ଗ୍ୟାସୀୟ ହିଲିୟମ୍ ପ୍ରେସର୍ ଅାଲାର୍ମରେ ସମସ୍ୟା ଯୋଗୁଁ ଉତ୍‌କ୍ଷେପଣକୁ ରବିବାର ଯାଏଁ ସ୍ଥଗିତ ରଖିଛି ନାସା। ଭାରତୀୟ ସମୟ ଅନୁସାରେ ଅାସନ୍ତାକାଲି ଦିନ ଗୋଟାଏରେ ଏହାର ଉତ୍‌କ୍ଷେପଣ ପାଇଁ ପୁଣି ଚେଷ୍ଟା କରାଯିବ। ଶକ୍ତିଶାଳୀ ଡେଲ୍‌ଟା ଫୋର୍ ହେଭି ରକେଟ୍‌ରେ […]

  • Monday, 19 July 2021
blood-moon
ଚନ୍ଦ୍ରଗ୍ରହଣର ଶରୀର ଉପରେ ପ୍ରଭାବ ଓ ବୈଜ୍ଞାନିକ ମତ

ଆଜି ଶତାବ୍ଦୀର ସବୁଠୁ ବିରଳ ଚନ୍ଦ୍ରଗ୍ରହଣ ପଡୁଛି। ଚଳିତ ଶତାବ୍ଦୀର ସବୁଠୁ ବିରଳ ମହାଜାଗତିକ ଘଟଣା। ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଅାକାରରେ ଓ ସଂପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ଏକ ଘଣ୍ଟା ୪୩ ମିନିଟ୍‌ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ରାତି ୧୦ଟା ୪୪ରୁ ଗ୍ରହଣ ଅାରମ୍ଭ ହେବ । ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ଶେଷ ହେବ। ତେବେ ଗ୍ରହଣ ସଂପୂର୍ଣ୍ଣ […]

  • Monday, 19 July 2021
vlcsnap-error974
ଚିକିତ୍ସା ବିଜ୍ଞାନରେ ଯୁଗାନ୍ତକାରୀ ଉଦ୍ଭାବନ: ଥ୍ରୀ-ଡି କଲର ଏକ୍ସ-ରେ ବାହାର କଲେ ନ୍ୟୁଜିଲାଣ୍ଡ ବୈଜ୍ଞାନିକ

କଟକ: ମେଡିକାଲ ସାଇନ୍ସର ଚମତ୍କାର। ଏଣିକି ଏକ୍ସ-ରେ ମେସିନ୍ ସାହାଯ୍ୟରେ କେବଳ ହାଡ଼ ନୁହେଁ ଏହା ଚାରିପାଖରେ ଥିବା ମାଂସପେଶୀକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିହେବ। ଏହା କରିଦେଖାଇଛନ୍ତି ନ୍ୟୁଜିଲାଣ୍ଡର ବୈଜ୍ଞାନିକ। ୟୁରୋପିଅାନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ୍ଚ ଉଦ୍ଭାବନ କରିଥିବା ଏହି ଏକ୍ସ-ରେ ମେସିନରେ ମଣିଷ ଶରୀରର ରଙ୍ଗିନ ଥ୍ରୀ-ଡି ଫଟୋ ଉଠାଇ ହେଉଛି। ଯାହା କି ଅତି ସ୍ପଷ୍ଟ ଓ ସଠିକ। ତେଣୁ ଡାକ୍ତରଙ୍କ ଲାଗି ରୋଗ ନିରୂପଣ ପ୍ରକ୍ରିୟା ଏବେ ସହଜ ହେବ। […]

  • Monday, 19 July 2021
smallest island
ବିଶ୍ୱର ସବୁଠୁ ଛୋଟ ଦ୍ୱୀପ; ଯେଉଁଠି ଅଛି ମାତ୍ର ଗୋଟିଏ ଘର, ଗୋଟିଏ ଗଛ

ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଦୁନିଆର ୨୦୦୦ ରୁ ଅଧିକ ଦ୍ୱୀପ ମଧ୍ୟରୁ ଏମିତି ଗୋଟେ ଦ୍ୱୀପ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠୁ ଛୋଟ ଦ୍ୱୀପ। ଏହାର ଆକାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଯାଣିବା ସେହି ଦ୍ୱୀପ ବିଷୟରେ। ନ୍ୟୁୟର୍କର ଆଲେକ୍‌ଜାଣ୍ଡ୍ରିଆ ନାମକ ସ୍ଥାନରେ […]

  • Monday, 19 July 2021
missile
QR-SAM ମିଜାଇଲ୍‌ ପରୀକ୍ଷଣ

ବାଲେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ) QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ। ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୧ ନମ୍ୱର ଲଞ୍ଚ ପ୍ୟାଡରୁ ‘ବଂଶୀ’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ମାତ୍ର ୨ ମିନିଟ୍‌ ପରେ ୩ ଲମ୍ୱର ଲଞ୍ଚ ପ୍ୟାଡ଼ରୁ ଭୂପୃଷ୍ଠ ସହ ସମାନ୍ତରାଳ […]

  • Monday, 19 July 2021
puthri
ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର  : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ସନ୍ଧ୍ୟା ୭ଟା ୪୮ ମିନିଟ୍‌ରେ ଉତ୍‌କ୍ଷେପଣ ହୋଇଛି। ପୃଥ୍ୱୀ-୨ର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ତା’ସହ ୫୦୦ରୁ ୧୦୦୦ କେଜି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ୧୯୯୬ ମସିହାରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପ୍ରଥମେ ପରୀକ୍ଷା କରାଯାଇଥିଲା। ସେତେବେଳେ ଏହାର […]

  • Monday, 19 July 2021
ancient egypt
ତିନି ହଜାର ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା

ସବୁଠୁ ଭୟାବହ କ୍ୟାନସର ରୋଗ ଆଜିକାଲିର ନୁହେଁ I ଆଜିକୁ 1500ରୁ 3000 ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା I ସେତେବେଳେ କ୍ୟାନସରରେ ପ୍ରତି 1000 ରେ 5 ଜଣ ଆକ୍ରାନ୍ତ ହେଉଥିଲେ I ପ୍ରାଚୀନ ମିଶରୀୟମାନଙ୍କ କଙ୍କାଳ ଅନୁଧ୍ୟାନ କଲା ବେଳେ ଛ’ ଟି ମୃତଦେହରୁ ପ୍ରତ୍ନତତ୍ତ୍ୱବିଦମାନେ ଏହା ଅନୁମାନ କରିଛନ୍ତି I ଏକ ଅନ୍ତର୍ଜାତୀୟ ପତ୍ରିକାରେ କ୍ୟାନସର ସମ୍ପର୍କରେ ପ୍ରକାଶିତ ଏକ ଇସ୍ୟୁରେ ଏ ସମ୍ପର୍କରେ ଲେଖିଛନ୍ତି କାନାଡ଼ା ଓଣ୍ଟାରିଓ ବିଶ୍ୱ […]

  • Monday, 19 July 2021
mars-
ଜୁଲାଇରେ ବିରଳ ମହାଜାଗତିକ ସୌନ୍ଦର୍ଯ୍ୟ

ଦୀର୍ଘ ୧୫ ବର୍ଷ ପରେ ବିରଳ ମହାଜାଗତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିପାରେ I ୨୦୦୩ ମସିହା ପରେ ଏହି ବର୍ଷ ପୃଥିବୀ ଓ ମଙ୍ଗଳ ଗ୍ରହ ନିକଟତର ହେବେ I ନାସାର ସୂଚନା ମୁତାବକ ଏହା ଜୁଲାଇ ୨୭ ତାରିଖରେ ଦେଖାଯିବ I ଅନ୍ତରୀକ୍ଷରେ ମଙ୍ଗଳ, ପୃଥିବୀ ଓ ସୂର୍ଯ୍ୟ ଏକ ସରଳ ରେଖାରେ ରହିବେ I ସୂର୍ଯ୍ୟର କିରଣ ମଙ୍ଗଳ ଉପରେ ପଡିବା ଦ୍ୱାରା ପୃଥିବୀରୁ ଭଲ ଭାବରେ ଏହା ଦେଖିହେବ I ୬୦,୦୦୦ ବର୍ଷ […]

  • Monday, 19 July 2021
aids
ଏଡ୍‌ସ ଚିକିତ୍ସା ପାଇଁ ନୂଆ ଆଶା, ମିଳିଲା ନୂଆ ଆଣ୍ଟିବଡିର ସଂଧାନ

ହଂକଂ: ହଂକଂର ବୈଜ୍ଞାନିକମାନେ  ଭୟାବହ  ବ୍ୟାଧି ଏଡ୍‌ସର ଚିକିତ୍ସାର ଏକ ନୂଆ ଆଣ୍ଟିବଡି ବାହାର କରିଥିବା ଦାବି କରିଛନ୍ତି । ହଂକଂ ବିଶ୍ୱବିଦ୍ୟାଳୟର ଏଡ୍‌ସ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକମାନେ ଦୀର୍ଘଦିନର ଗବେଷଣା ପରେ ଏମିତି ଆଣ୍ଟିବଡିର ସଂଧାନ ପାଇଛନ୍ତି ଯାହା ଏଡ୍‌ସର ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି କୁହାଯାଉଛି। ଏଡ୍‌ସ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ଚେନ୍ ଜିହିୱେଇଙ୍କ ନେତୃତ୍ୱରେ ଏହି ଟିମ୍ ଗବେଷଣା ଚଳାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହି ଆଣ୍ଟିବଡିକୁ ମୂଷା ଦେହରେ ପରୀକ୍ଷଣ କରାଯାଇଥିଲା […]

  • Monday, 19 July 2021
missile
ସର୍ଫେସ୍‌ ଟୁ ଏୟାର୍ ମିସାଇଲ୍‌ QR-SAMର ସଫଳ ପରୀକ୍ଷଣ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ୧ ନମ୍ବର ଲଞ୍ଚପ୍ୟାଡ୍‌ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଥିଲା QR-SAM। ଏହାକୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଛଡ଼ାଯାଇଥିଲା। ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୩୦ କିଲୋମିଟର ରହିଛି। […]

  • Monday, 19 July 2021
Supernova
ଜାଣନ୍ତୁ, ଦୁଇ ତାରାର ବାଇନାରୀ ସିଷ୍ଟମରେ କିପରି ଆବିଷ୍କୃତ ହୁଏ ସୁପରନୋଭା

ବୈଜ୍ଞାନିକମାନେ ଦୁଇଟି ତାରାର ବାଇନାରୀ ସିଷ୍ଟମ ଆବିଷ୍କାର କରିଛନ୍ତି ଯାହା ସୁପରନୋଭା ତିଆରି କରିବାକୁ ଯାଉଛି। ଉଭୟ ତାରା ପରସ୍ପରଠାରୁ ୧୫୦୦ ଆଲୋକ ବର୍ଷ ଦୂରରେ ରହି ପରସ୍ପରକୁ ଘୂରି ବୁଲୁଛନ୍ତି।

missile
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର : ବ୍ରହ୍ମୋସ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଚାନ୍ଦିପୁର ITRର ୩ ନଂ ଲଞ୍ଚପ୍ୟାଡରୁ ଦିନ ୧୦ଟା ୩୦ ମିନିଟ୍‌ରେ ଏହାକୁ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍‌ ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର୍ ରହିଛି। ଭାରତ ଏବଂ ରୁଷିଆର ମିଳିତ ସହଯୋଗରେ ନିର୍ମାଣ ହୋଇଥିବା ଏହି ମିସାଇଲ୍ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ମାତ୍ ଦେବାର କ୍ଷମତା ରଖିଛି।

  • Saturday, 17 July 2021
NASA
ନାସାକୁ ଜଣାପଡିଲା, କାହିଁକି ବନ୍ଦ ହେଲା ହବଲ୍ ଟେଲିସ୍କୋପ୍

ବିଗତ ଅନେକ ବର୍ଷ ଧରି, ହବଲ୍ ବ୍ରହ୍ମାଣ୍ଡର ଅନେକ ଚମତ୍କାର ଏବଂ ସୁନ୍ଦର ଫଟୋ ଦେଇଛନ୍ତି। କିନ୍ତୁ ଜୁନ୍ ୧୩ ରେ, ଏହି ଟେଲିସ୍କୋପ୍ ସହିତ ଏକ ସମସ୍ୟା ହୋଇଥିଲା। ବର୍ତ୍ତମାନ ନାସା କମ୍ପ୍ୟୁଟର ତ୍ରୁଟି ବିଷୟରେ ଜାଣିବାକୁ ପାଇଛି ଯେଉଁଥିପାଇଁ ହଲବ ଟେଲିସ୍କୋପ ବନ୍ଦ ହୋଇଯାଇଥିଲା।