ଲେଡି ବ୍ଲାକ୍ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।
ଧାମନଗରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ।
ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ ।
ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍
ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ ।
ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ ।
ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି ।
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।
ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ?
ଧାମନଗର ଉପନିର୍ବାଚନ ପାଇଁ ବଢୁଛି ଉଷ୍ମତା, ନାମାଙ୍କନ ଭରିଲେ ସୂଯର୍ୟବଂଶୀ । ବିଜେପି କହିଲା ୨୪ ପୂର୍ବରୁ ଆମ ପାଇଁ ଇଏ ସେମିଫାଇନାଲ୍ ।
ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇ ମୁଲାୟମଙ୍କୁ ଶେଷ ବିଦାୟ ଦେଇଛନ୍ତି ।
ଏଥିପାଇଁ ନବୀନ ସରକାର, ମ୍ୟାନେଜମେଣ୍ଟ ଦାୟୀ ବୋଲି କହିଲେ।
ସରପଞ୍ଚ ପ୍ରାର୍ଥୀଙ୍କରଏହି ଘୋଷଣାପତ୍ରଟି ଭାଇରାଲ ହୋଇଛି। ଏଥିରେ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ। ଏ ପ୍ରତିଶ୍ରୁତି ପଢିଲେ ଆପଣଙ୍କ ହୋଶ ଉଡିଯିବ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ସୋମବାର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା। ସେଠାରେ ଆଜି ହେବ ତାଙ୍କର ଶେଷକୃତ୍ୟ।
ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ।
ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି।
ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଜେଡିର ଚିନ୍ତା ବଢୁଛି...ନେତାଙ୍କୁ ଥଇଥାନ ହେଉଥିଲେ ବି ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ଅଧିକ
ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମୁଲାୟମ ।
ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ ।
୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।
ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।
ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜ୍ଙ୍କୁ ଓଡ଼ିଶାରେ ଜୋରଦାର ବିରୋଧ ।
ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପିର ଧାମନଗର ଯୋଦ୍ଧା । ନାଁରେ ମୋହର ମାରିଲା ଦଳ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନ ପାଇଁ ହୋଇଛନ୍ତି ବିଜେପି ପ୍ରାର୍ଥୀ ।