• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Modi Ka Parivar
‘ଏଇମାନେ ମୋ ପରିବାର’ କହି, ବିରୋଧୀଙ୍କୁ ଧରାଶାୟୀ କଲେ ମୋଦି

ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi
ଲାଲୁଙ୍କୁ ମୋଦିଙ୍କ କଡ଼ା ଜବାବ...ପୂରା ଦେଶକୁ ପରିବାର କହି ଚୁପ କରାଇଲେ ବିରୋଧୀଙ୍କ ମୁହଁ

ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

Delhi Budget
'ଲାଡଲି ବେହେନା'କୁ କପି କଲେ ଦିଲ୍ଲୀ ସରକାର, ମାସକୁ ମିଳିବ ହଜାରେ ଟଙ୍କା

ଦିଲ୍ଲୀ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କରିଛନ୍ତି । ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି ଆଜି ୭୬,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।

  • Monday, 04 March 2024
General election 2024
ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା

ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା। ତାଲିମରେ ପାଠ ପଢା ସହ ପରୀକ୍ଷା ଦେଲେ ଅଧିକାରୀ । ଅଧିକାରୀ ବନିଲେ ଛାତ୍ର ଛାତ୍ରୀ। ଆଉ ହେଡ ମାଷ୍ଟର ସାଜିଲେ ଜିଲ୍ଲାପାଳ..

BJP
ଦେଶ ସେବା ପରେ ଏବେ ଲୋକଙ୍କ ପାଳି, ବିଜେପିରେ ମିଶିଲେ ଓଡ଼ିଆ କାର୍ଗିଲ ହିରୋ

୪୦ ବର୍ଷ ଦେଶ ସେବା କରିଛି । ଏବେ ଲୋକଙ୍କ ସେବା କରିବାକୁ ବିଜେପିରେ ଯୋଗଦେଇଛି । ପଦ୍ମ ଧରିବା ପରେ ଏହା କହିଛନ୍ତି ପୂର୍ବତନ ଓଡ଼ିଆ ବାୟୁସେନା ଅଧିକାରୀ ତଥା କାର୍ଗିଲ ଯୁଦ୍ଧ ହିରୋ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ ।

Mokim
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମୋକିମଙ୍କୁ ହାଇକୋର୍ଟଙ୍କ ଛାଟ, ନିର୍ବାଚନ ଅସିଦ୍ଧ ଘୋଷଣା

ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ।

BJD
ବକ୍ସ ଡ୍ରେନ୍ ଲୋକାର୍ପଣ ଶ୍ରେୟକୁ ନେଇ କଟକ ବିଜେଡି ଦୁଇ ଫାଳ

କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି।

  • Sunday, 03 March 2024
  • BJD
MLA Arabinda Dhali
ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।

Bhatli Election
ଭଟଲିରେ କିଏ ଜିତିବ ଭୋଟରଙ୍କ ମନ; ବିଜେପିରୁ ଈରାଶିଷ ଆଚାର୍ଯ୍ୟ ନା ସୁଶାନ୍ତ ମିଶ୍ର ?

ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।

Odisha Politics
ଛିଡୁଛି ବିଜେଡି, ବଢୁଛି ବିଜେପି; ୧୦ ଦିନରେ ୫ ବଡ଼ ଚେହେରା

ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି।

Bansuri Swaraj
କିଏ ଏହି ବାଂଶୁରୀ ସ୍ୱରାଜ, ଯାହାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବଦଳରେ ପ୍ରାର୍ଥୀ କରିଛି ବିଜେପି

ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।

Politics
ଚର୍ଚ୍ଚାରେ ଲାଗିଲା ଫୁଲଷ୍ଟପ୍...ହବନି ମେଣ୍ଟ, ଏକା ଲଢ଼ିବେ ଉଭୟ ଦଳ

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ।

Politics
ପଦ୍ମ ପୋଖରୀରେ ଫୁଟୁଛି ଶଙ୍ଖ, ଜଣଙ୍କ ପରେ ଜଣେ ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା

ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି ।

PM Modi
ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ବାରଣାସୀରୁ ମୋଦି, ଗାନ୍ଧିନଗରରୁ ଅମିତ ଶାହ..

ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି।

Is the government scheme just an electoral trick
ଏତେ ଯୋଜନା କେମିତି… କୁହୁକ ପେଡ଼ିର ସନ୍ଧାନ ପାଇଲେ କି ସରକାର...

ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ପ୍ରତିଶ୍ରୁତିର ମହାପର୍ବ ଆରମ୍ଭ ହୋଇଛି। ପିଲାଠୁ ବୟସ୍କ ଓ ମହିଳା, ଗାଁରୁ ସହର, ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ, ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସରକାର ଯେମିତି ଭଣ୍ଡାର ଘର ଖୋଲିଦେଇଛନ୍ତି। ଯାହାକୁ ନେଇ ଅନେକ ତାଜୁବ!

PM Modi
ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Narasingha Mishra
ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି କହିବାକୁ ସୁଯୋଗ, ଅଧାରୁ ଉଠି ଚାଲିଗଲେ ନରସିଂହ ମିଶ୍ର

ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦଘାଟନୀ ସଭା ଅଧାରୁ ଉଠି ଚାଲିଯାଇଥିଲେ।

PM Modi
ପଶ୍ଚିମବଙ୍ଗରେ TMC ଅର୍ଥାତ ‘ତୁ..ମେ..ଔର୍ କରପସନ୍’ ସରକାର: ମୋଦି

ପଶ୍ଚିମବଙ୍ଗ ଗସ୍ତ କରି ଆଜି ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Raju Das
ବିଜେପିରେ ଯୋଗଦେବେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି।

Yuvraj Singh
BJP ରୁ ଲଢ଼ିବେ କି ଯୁବରାଜ ? କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟଘାଟ ପରେ ବଢ଼ିଲା ଚର୍ଚ୍ଚା..

ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ମୈଦାନରେ। କାରଣ ରାଜନୀତିକୁ ଓହ୍ଲାଇପାରନ୍ତି କ୍ରିକେଟର ଯୁବରାଜ ସିଂ।

Gautam Gambhir Quit Politics
ନିର୍ବାଚନ ଲଢିବେନି ଗୌତମ ଗମ୍ଭୀର... ସକ୍ରିୟ ରାଜନୀତିରୁ ନେବେ ସନ୍ନ୍ୟାସ !

ଗମ୍ଭୀର ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୧୫,୧୦୧ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ବିଜୟୀ ହୋଇଥିଲେ।

Aravind Dhali
ବିଜେଡିକୁ ଆଉ ଏକ ଝଟ୍‌କା ! ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି

ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ।

Narendra Modi
ଦିନ ରାତି ପ୍ରରିଶ୍ରମ ! ରାତି ସାଢ଼େ ୩ଟା ଯାଏଁ ମିଟିଂରେ ଥିଲେ, ତା’ପରେ ବି ବିଶ୍ରାମ ନେଲେନି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଯୋଗଦେଇଥିଲେ । ସେଠାରେ କିଏ କେଉଁଠାରୁ ପ୍ରାର୍ଥୀ ହେବେ ସେନେଇ ଆଲୋଚନା କରାଯାଇଥିଲା ।

Odisha Politics
ମେଣ୍ଟ ହେବନି, ଦିଲ୍ଲୀରୁ ଫେରି ଚିତ୍ର ସ୍ପଷ୍ଟ କଲେ ମନମୋହନ

ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ ।

BJP Politics
General Election 2024: ୨୪ ଲଢ଼େଇ ପାଇଁ କିଏ କିଏ ବିଜେପି ପ୍ରାର୍ଥୀ ?

General Election 2024: ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?