• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Mahabalipuram
ପଞ୍ଚରଥ ମନ୍ଦିରରେ କିଏ ଅଛନ୍ତି ?

ମହାବଳୀପୁରମରେ ରହିଛି ପଞ୍ଚରଥ । ଏ ପଞ୍ଚରଥ ପଞ୍ଚୁ ପାଣ୍ଡବଙ୍କୁ ବୁଝାଇଥାଏ । ଏହି ଐତିହ୍ୟସ୍ଥଳୀର ବିଭିନ୍ନ ପ୍ରସ୍ତର କାରୁକାର୍ଯ୍ୟ ପଲ୍ଲବ ରାଜବଂଶଙ୍କ ଦ୍ୱାରା ନିର୍ମିତ। ପଲ୍ଲବ ଶାସନ ସମୟରେ ଚାଇନା ସହ ଏହି ଅଞ୍ଚଳର ବାଣିଜ୍ୟିକ ସମ୍ପର୍କ ରହିଥିବା କଥିତ ଅଛି।

  • Friday, 09 August 2024
Sarbatra Jagannath
ବାବା ବୁଦ୍ଧଙ୍କ ସହ ମହାପ୍ରଭୁଙ୍କ ସମ୍ପର୍କ

ଜୀବନକୁ ଜନକଲ୍ୟାଣ ପାଇଁ ବିନିଯୋଗ କରିଥିବା ବାବା ବୁଦ୍ଧନାଥ କୁହନ୍ତି, ବାବାଜି ଜୀବନ ଗୋଚର ଭୂଇଁ । ଅକାରଣେ ଗାଳି ସହିବା ପାଇଁ...

  • Thursday, 08 August 2024
Sunrise in Kanyakumari
କନ୍ୟାକୁମାରୀରେ ସୂର୍ଯ୍ୟୋଦୟ

ଦେଖନ୍ତୁ କନ୍ୟାକୁମାରୀ ସୂର୍ଯ୍ୟୋଦୟ ସମୟର ସେହି ସୁନ୍ଦର ଦୃଶ୍ୟ...

  • Thursday, 08 August 2024
Lincon House
ସାରା ଭାରତରେ ବଡ଼ ଘର ମଧ୍ୟରୁ ଅନ୍ୟତମ, ଆଣ୍ଟିଲିଆ ବି ଫିକା ପଡ଼ିବ...

୨୦୧୧ରେ ଏହି ଘରକୁ US କନ୍‌ସୁଲେଟ୍‌ ରିଲୋକେଟ୍‌ କରିବାକୁ ଚାହିଁଲେ ଏବଂ ଲିଜ୍‌ ହସ୍ତାନ୍ତର କରିବାକୁ ଘୋଷଣା କଲେ । ସେପ୍ଟେମ୍ବର ୨୦୧୫ରେ ସାଇରସ ପୁନାୱାଲା ଏହି ଘରକୁ ୯୩୪ କୋଟି ଟଙ୍କାରେ କିଣିଲେ ।

Antilia
ଆଣ୍ଟିଲିଆର ୨୬ତମ ମହଲାରେ କାହିଁକି ରୁହନ୍ତି ମୁକେଶ-ନୀତା ? କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...

Sarbatra Jagannath
କହିଦେଲେ ପୂରଣ ହୁଏ ମନସ୍କାମନା

ଶ୍ରୀ ଜଗନ୍ନାଥଙ୍କୁ ପଞ୍ଚଶଖା ଯେମିତି ବୁଝିଥିଲେ । ହୁଏତ ଆଉ କେହିବି ବୁଝିନାହାନ୍ତି । ଜାଣନ୍ତରୁ ଅଚ୍ୟୁତାନନ୍ଦଙ୍କ କିଛି କଥା

Villages to Submerge under Sea
ସମୁଦ୍ରରେ ମିଶିଯିବ ୫ ଗାଁ !

ହୁହୁହୋଇ ମାଡ଼ି ଆସୁଛି ସମୁଦ୍ର । ଚାହୁଁ ଚାହୁଁ ଲଂଘୁଛି କୂଳ । ଏଇ ବର୍ଷକ ଭିତରେ ପ୍ରାୟ ୫୦ ମିଟର ଆଗକୁ ସମୁଦ୍ର କୂଳ ଲଙ୍ଘିସାରିଲାଣି । ଗାଁରେ ମଧ୍ୟ ଜୁଆର ପାଣି ପଶି ଲୋକଙ୍କୁ ହନ୍ତସନ୍ତ କରୁଛି ।

  • Thursday, 01 August 2024
Dog
୨୫୦ କିଲୋମିଟର ଦୂରରୁ ଫେରିଲା ହଜିଲା କୁକୁର, ଗାଁରେ ହେଲା ଭୋଜି ଭାତର ଆସର

କମଲେଶଙ୍କ କହିବାନୁଯାୟୀ, ମହାରାଜକୁ ସର୍ବଦା ଭଜନ ଶୁଣିବାକୁ ଭଲ ଲାଗେ । ଏଥର ସେ ମୋ ସାଙ୍ଗରେ ମହାବାଲେଶ୍ୱର ନିକଟ ଜ୍ୟୋତିବା ମନ୍ଦିରକୁ ପଦଯାତ୍ରାରେ ଯାଇଥିଲା ।

SNAKE
ସାପ ସହ ୩୦ ବର୍ଷ

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଶାକ୍ତ ନାଗସାପ। ସତେ ଯେମିତି ଭକ୍ତି ଆଗରେ ଡର ହାର ମାନିଛି। ୩୦ ବର୍ଷ ହେଲା ଘରେ ପୂଜା ପାଇ ଆସୁଛନ୍ତି ସର୍ପ ଦେବତା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଗୋପବନ୍ଧୁ ନଗରରେ।

  • Wednesday, 31 July 2024
Siblings
ଦୁଃଖି ଦୁଇ କଣ୍ଢେଇ

ପିଲା ଦି’ଟାଙ୍କୁ ଅନାଥ କରି ୪ ବର୍ଷ ତଳେ ମା’ ଚାଲିଗଲା। ମା’ ପଣତ ମଥାରୁ ଉଠିଗଲା ପରେ ବାପା ସୁଖକୁ ଭରସିଥିଲେ ଦିହେଁ। ହେଲେ ନିଷ୍ଠୁର ଦଇବ ଗଲା କିଛି ଦିନ ତଳେ ବାପାଙ୍କୁ ବି ଛଡାଇ ନେଲା।

  • Wednesday, 31 July 2024
Ratnabhandara
ବିଲାତି ଅମଳର ତାଲାକୁ ଡୁପ୍ଲିକେଟ୍‌ ଚାବି

ଭିତର ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ରଥଙ୍କ ଚାଞ୍ଚଲ୍ୟକର ବୟାନ। ଭିତର ରତ୍ନଭଣ୍ଡାର ଖୋଲିବା ସମୟର କାହାଣୀ। ଶୁଣନ୍ତୁ ଜଷ୍ଟିସ୍ ରଥଙ୍କ ଠାରୁ ।

Most Expensive House
ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...

man bitten by snakes 6 times
ରିଲ୍‌ ନୁହେଁ ରିୟଲ୍‌ରେ ଜାନି ଦୁସମନ୍‌; ଖୋଜିଖୋଜି ପ୍ରତି ଶନିବାର କାମୁଡୁଛି ସାପ

ଜୁନ୍‌ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍‌ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍‌ରେ ଆଉଥରେ ସାପ କାମୁଡିଥିଲା।

Flight
ବିମାନରେ ଚାଲିଲାନି ଏସି, ଝାଳରେ ଭିଜିଲେ ଲୋକେ; କାଗଜ-ମାଗାଜିନ୍ ପାଲଟିଲା ବିଞ୍ଛଣା

ବିମାନରେ ଚାଲିଲାନି AC, ଝାଳରେ ଭିଜିଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍ ବିମାନରେ ।

Tiger
କୁକୁରକୁ ବାଘ ସଜାଇ ଗାଁରେ ଛାଡ଼ିଦେଲେ, ଭାଇରାଲ ହେଲା ଭିଡିଓ

ଟାଇଗର୍‌ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ ।

Love Story
ମନ ସହ ମନ ମିଶିଲା, ଆଖି ସହ ଆଖି କଥା ହେଲା; ଆଉ ତା'ପରେ...

କୁହାଯାଏ, ପ୍ରେମ ସତ୍ୟ... ପ୍ରେମ ଶାଶ୍ଵତ... ଆଉ ପ୍ରେମ ଚିରନ୍ତର । ପ୍ରତ୍ୟେକଟି ମଣିଷର ଜୀବନରେ କେହି ନା କେହି ଆସିଥାଏ ।

Ice Cream
ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି । ମୁମ୍ବାଇରେ ଘଟିଛି ଏହି ଘଟଣା ।

Groom - Bride
ବିବାହ ବେଳେ କଲେ ଏମିତି କାରନାମା, ସ୍ତବ୍ଧ ହୋଇଗଲେ ସମସ୍ତେ

ଏହା ଏପରି ଏକ ଘଟଣା, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । ନିଜର ଭାବୀ ପତ୍ନୀଙ୍କ ପାଇଁ ସେ ଏପରି ଏକ ସରପ୍ରାଇଜ୍ ରେଡୀ କରିଥିଲେ, ଯାହାକୁ ଦେଖୁ ସମସ୍ତେ ସ୍ତବ୍ଧ ହୋଇ ରହିଗଲେ ।

Oath Ceremony
ରାଷ୍ଟ୍ରପତି ଭବନରେ ଚିତାବାଘ ! ଶପଥ ବେଳର ରହସ୍ୟମୟ ପଶୁର ଭିଡିଓ ଭାଇରାଲ୍...

ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ଅଜଣା ଜନ୍ତୁ । ଗତକାଲି ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ପାଠ ସମାରୋହ ଆୟୋଜନ ହୋଇଥିଲା । ମୋଦି ୩.O ସରକାରର ମନ୍ତ୍ରିମଣ୍ଡଳ ଶପଥ ଚାଲିଥିଲା ।

Apana Eka Nuhanti
ଅପେକ୍ଷାରେ ସୁମିତ୍ରା; କେବେ ଫେରିବେ ସ୍ୱାମୀ ?

ପାହାଡ଼ ତଳେ କଟୁଥିଲା ଜୀବନ । ଗରିବୀକୁ ଖାତିର ନଥିଲା, ଭଲକୁ ବି ଅପେକ୍ଷା ନଥିଲା । ତଥାପି ଖୁସିଥିଲା । ହେଲେ ସମୟ ଏବେ ସୁମିତ୍ରାଙ୍କୁ କନ୍ଦାଇ ଦେଇଛି । 

Delhi Police
ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ କାମ! ନିଜ ପାଇଁ ଗାର୍ଲଫ୍ରେଣ୍ତ୍ ଖୋଜିବାକୁ ଯୁବକ କଲେ ଅନୁରୋଧ

ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ ।

YouTuber Sanju Techy
ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ କରି ଫସିଲେ ୟୁଟ୍ୟୁବର୍ ! ଏବେ ଭୋଗିବେ ଦଣ୍ତ...

ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏମିତି କରିଛନ୍ତି କେରଳର ଜଣେ ୟୁଟ୍ୟୁବର୍ ସଞ୍ଜୁ ଟେକ୍କି । 

Flight
ଉନ୍ମତ ଯାତ୍ରୀଙ୍କ ବିଚିତ୍ର କାରନାମା; ଉଲଗ୍ନ ହେଲେ, ବିମାନ ଭିତରେ ଦୌଡ଼ିଲେ...

ପୁରୁଷ ଯାତ୍ରୀଙ୍କ ଉନ୍ମତ କାଣ୍ତ । ବିମାନରେ ଉଲଗ୍ନ ହୋଇ ଦୌଡ଼ିଲେ, କ୍ରିଉ ମେମ୍ବରଙ୍କୁ ତଳେ ପକାଇଲେ । ସେତେବେଳକୁ ଉଡ଼ାଣ ଭରି ସାରିଥିଲା ବିମାନ । ଏହି ସମୟରେ କ୍ରିଉ ମେମ୍ବରମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀ ଉଲଗ୍ନ ହୋଇ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛନ୍ତି ।

Lady tarzan marina chapman who was raised by monkeys for 5 years
'ଲେଡି ଟାର୍ଜନ୍'; ଅପହରଣ ପରେ ମାଙ୍କଡ଼ ଦ୍ୱାରା ହୋଇଥିଲେ ଲାଳନ ପାଳନ

ଆପଣ ନିଶ୍ଚୟ ଫିଲ୍ମ 'ଟାର୍ଜନ୍' ଦେଖିଥିବେ, ଯେଉଁଥିରେ ଏକ ପିଲାଟିଏ ତା’ର ପିଲାଦିନରୁ ବଡ ହେବା ପର୍ଯ୍ୟନ୍ତ ଜଙ୍ଗଲରେ ବଣୁଆ ଜନ୍ତୁମାନଙ୍କ ସହିତ ବାସ କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ବାସ୍ତବ ଜୀବନର 'ଲେଡି ଟାର୍ଜନ୍'ର କାହାଣୀ କହିବାକୁ ଯାଉଛୁ, ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

voters ink
କାହିଁକି ଛାଡ଼େନି ଅଲିଭା କାଳି ?

ନିର୍ବାଚନ ସମୟରେ ଭୋଟ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଆଙ୍ଗୁଠିରେ କାହିଁକି କାଳି ଲାଗେ ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ଏହା କେବେଠୁ ବ୍ୟବହାର କରାଯାଉଛି । ଏ କାଳିକୁ କେଉଁ କମ୍ପାନୀ ପ୍ରସ୍ତୁତ କରୁଛି । ଆସନ୍ତୁ ଜାଣିବା...