• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Complaint Registered

Garland of Complaint
ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଲେ

ଇଏ ଭିନ୍ନକ୍ଷମ ନୁହଁନ୍ତି... କି ୟାଙ୍କର ମାନସିକ ଅବସ୍ଥା ଅସ୍ଥିର ବି ନୁହେଁ । ଜାଣିଶୁଣି ଏମିତି ରାଜରାସ୍ତାରେ ଗଡ଼ୁଛନ୍ତି... ଆଉ ପେନ୍ଥା ପେନ୍ଥା କାଗଜ ଗୁଡ଼େଇ ହୋଇଛନ୍ତି । କାରଣ ଏ ହେଉଛି ତାଙ୍କର ଅଭିଯୋଗ ଜଣାଇବାର ଭିନ୍ନ ତରିକା... ଆଉ ନ୍ୟାୟ ପାଇବାକୁ ତାଙ୍କର ପ୍ରତିବାଦ ।