• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଅଶାନ୍ତ ପୁରୀ; ଗୁଳିକାଣ୍ଡର କେଇ ଘଣ୍ଟା ପରେ ହେଲା ଛରାମାଡ଼

ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର । ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ଆଶଙ୍କା । ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । More
  • Otv Khabar Bureau
  • 2 years ago

ରାଜ୍ୟସଭା ଆସନ ପାଇଁ କାହାକୁ ଭରସା କରିବେ ନବୀନ ?

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ? More
  • Otv Khabar Bureau
  • 2 years ago

କାହା ଭରସାରେ ଆଗକୁ ବଢ଼ିବେ ଶରତ, ଗଠନ ହେବ କି ନୂଆ ଟିମ୍‌ ?

ନୂଆ ସଭାପତି, ନୂଆ ମିସନ୍, ନୂଆ ଭିଜନ୍ । ଭିଜନ୍ ୨୦୨୪ ମୋଡରେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ମାସରେ କଂଗ୍ରେସର ବଡ଼ ପରିବର୍ତ୍ତନ ହେବ । ବଦଳିବ ରୂପରେଖ, ବଦଳିବ ଆଭିମୁଖ୍ୟ । ନେତାଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିବ । More
  • Satyendu Shekher Mishra
  • 2 years ago

ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ମୃତକ ଏବଂ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଅସ୍ପଷ୍ଟ । More
  • Satyendu Shekher Mishra
  • 2 years ago

ସରିଜ୍‌ ଗହଣା ଦୋକାନ ଲୁଟ୍‌ ପଛର ମାଷ୍ଟର ମାଇଣ୍ଡ ମହିଳା ଗିରଫ

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି । More
  • Satyendu Shekher Mishra
  • 2 years ago

ବର୍ଷାଙ୍କ ରହିବା ପାଇଁ ଭଲ ବିକଳ୍ପ ବ୍ୟବସ୍ଥା କରିବେ କହିଲେ ଅନୁଭବଙ୍କ ଓକିଲ

ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ନିର ପରିକ୍ରମା ପ୍ରକଳ୍ପ ବିବାଦରେ ନୂଆ ଟ୍ୱିଷ୍ଟ, ପୁଣି ଧରାପଡ଼ିଲା ମିଛ

ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ । More
  • Otv Khabar Bureau
  • 2 years ago

ପ୍ରେମରେ ବିଫଳ ହୋଇ ଜୀବନ ହାରି ଦେଉଛନ୍ତି ପ୍ରେମୀଯୁଗଳ

ଆଗେ ଆଗେ ପ୍ରେମିକ, ପଛେ ପଛେ ପ୍ରେମିକା । ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ, ହେଲେ ଜଣେ ଜଣକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାରୁ ଆର ଜଣକ ମଧ୍ୟ ବାଛିନେଲେ ସମାନ ରାସ୍ତା । More
  • Otv Khabar Bureau
  • 2 years ago

ଠାକୁରଙ୍କ ଜମିରେ ୩ ମହଲା ବିଶିଷ୍ଟ ପୋଲିସ କ୍ୱାର୍ଟର୍ସ

ଠାକୁରଙ୍କ ଜମିରେ ପୋଲିସ କ୍ୱାର୍ଟର୍ସ, ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ । More
  • Otv Khabar Bureau
  • 2 years ago

ଅସହ୍ୟ ତାତିରୁ ଆଶ୍ୱସ୍ତି, କୁଆପଥର ମାଡ଼ରେ ବେହାଲ ଚାଷୀ

କାଳ ବୈଶାଖୀ ପ୍ରଭାବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗାଁରେ କୁଆପଥର ସହ ବର୍ଷା ହୋଇଛି । ଲୋକମାନେ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । କ୍ଷୟକ୍ଷତିର କୌଣସି ସୂଚନା ମିଳିନି । More
  • Satyendu Shekher Mishra
  • 2 years ago

ଚାପ ଖେଳୁ ଖେଳୁ ଓଳଟି ପଡ଼ିଲା ଲଡ଼ୁବାବାଙ୍କ ଡଙ୍ଗା, ଦେଖନ୍ତୁ ଭିଡିଓ..

ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। More
  • Otv Khabar Bureau
  • 2 years ago

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି, ୯୦ ଟି ସ୍କୁଲରେ ଦିଆଯିବ ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା

ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି

ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ । More
  • Prangyan Parimita
  • 2 years ago

ସହି ହେଲାନି ଅସଦାଚରଣ : ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କଲେ ନାବାଳିକା

ଅସଦାଚରଣ ପରେ ଲୋକଲଜ୍ଜା ଭୟରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ASIର ସବୁ ଭୁଲ, କହିଲେ ବିଜୟ ମହାପାତ୍ର

ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍‌ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ । More
  • Otv Khabar Bureau
  • 2 years ago

ଓଡ଼ିଆ ଝିଅଙ୍କ କମାଲ, ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଣିଲେ ସ୍ୱର୍ଣ୍ଣ

ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳିମାନେ ଜାତୀୟସ୍ତରରେ ମେଡ଼ାଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । More
  • Satyendu Shekher Mishra
  • 2 years ago

ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା !

୧୩ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ More
  • Pramod Behera
  • 2 years ago

ପତିତ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ରଥଯାତ୍ରା

ହିନ୍ଧୁମାନଙ୍କ ଉତ୍ସବ ଭିତରେ ରଥଯାତ୍ରା ଏକ ପ୍ରଧାନ ଉତ୍ସବ। ଲୋକ ସମାଗମ ଓ ପବିତ୍ରତା ଦୃଷ୍ଟିରୁ ଭାରତ କାହିଁକି ସମଗ୍ର ବିଶ୍ୱରେ ମଧ୍ୟ ଏଭଳି ଯାତ୍ରା ଦେଖିବାକୁ ମିଳେନି। ରଥଯାତ୍ରା କହିଲେ ହିନ୍ଦୁ ଜଗତରେ ଓ ଭାରତ ବାହାରେ ପୁରୀର ରଥଯାତ୍ରାକୁ ହିଁ ବୁଝାଏ। More
  • Prangyan Parimita
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସାଂଘାତିକ ତଥ୍ୟ : ଶହେ ମିଟର ପରିଧିରେ ନିର୍ମାଣ ପାଇଁ ଅନୁମତି ଦେଇନି NMA

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ More
  • Chandan Shishu
  • 2 years ago

'ବର୍ଷାଙ୍କ ଆୟ କେତେ, ପ୍ରମାଣ ଦିଅନ୍ତୁ'

ବର୍ଷା ଯେଉଁଠି ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି। More
  • Prangyan Parimita
  • 2 years ago

କେଉଁ ଅଧିକାରରେ ମୋତେ ସ୍ୱାମୀ କହୁଛ ବର୍ଷା : ଅନୁଭବ

ଘରେ ଥିବା ବାପାମା’ଙ୍କ କଥା ବୁଝିବା ଦରକାର । ନହେଲେ ନା ମା’ ଶୁଣିବେ, ନା ପ୍ରଭୁ ଶୁଣିବେ । ଏବେ ବହୁତ ହୋଇଗଲା ବର୍ଷା । ମୁଁ ତୁମକୁ କହିବାକୁ ଚାହେଁ ଆମେ ଅଲଗା ହୋଇଯିବାର ସମୟ ଆସିଛି, ଏଥିରେ ଉଭୟଙ୍କର ହିଁ ଭଲ ହେବ । More
  • Otv Khabar Bureau
  • 2 years ago

ପ୍ରଚାର ମଇଦାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More
  • Chandan Shishu
  • 2 years ago

ଗୋଟିଏ ହାତରେ ଆଙ୍କିଦେଲେ ୫ ସୁପରହିରୋଙ୍କ ଚିତ୍ର

ରିୟଲ ଚିତ୍ର ସେଦିନର ରିଲ୍‌ ଠାରୁ ବି ଅଧିକ କଷ୍ଟକର, ଯାହା ୟୁଜର୍ସଙ୍କୁ ଆକୃଷ୍ଟ କରିଛି।  More
  • Otv Khabar Bureau
  • 2 years ago

ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ !

ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ସାମ୍ନାକୁ ଆସିଛି ଏହି ଘଟଣା । More
  • Chandan Shishu
  • 2 years ago

ଓଡ଼ିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ

ସସସ୍ତ ରୋଗୀ ୯ ବର୍ଷରୁ କମ ବୟସର। ସମସ୍ତେ ଭଲ ଅଛନ୍ତି। More
  • Chandan Shishu
  • 2 years ago

ଡାଲିରେ ଝିଟିପିଟି : ଖାଦ୍ୟ ଖାଇ ଆଇଟିଆଇ ହଷ୍ଟେଲର ୨୦ ଛାତ୍ର ଅସୁସ୍ଥ

ବଲାଙ୍ଗୀର ସହର ଲର୍କିପାଲି ସରକାରୀ ଆଇଟିଆଇ ହଷ୍ଟେଲରେ ଡାଲିରେ ଝିଟିପିଟି More
  • Otv Khabar Bureau
  • 2 years ago

ପ୍ରକାଶ ପାଇଲା ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି

ରାଜ୍ୟସଭା ଆସନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । More
  • Otv Khabar Bureau
  • 2 years ago

ପ୍ରେମିକଙ୍କ ମୃତ୍ୟକୁ ସହିପାରିଲେନି, କାନ୍ଦି କାନ୍ଦି ଜୀବନ ହାରିଲେ ପ୍ରେମିକା

ଗୋଟିଏ ଗାଁର ଦୁଇଟି ଗଛରେ ଯୁବକ, ଯୁବତୀଙ୍କ ମୃତଦେହ ଝୁଲୁଛି । ଗଞ୍ଜାମ ଜରଡା ଥାନା ସାମନ୍ତରାପୁରରେ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା । More
  • Chandan Shishu
  • 2 years ago

ଏମିତି ପୁଅକୁ ଧିକ୍ ! ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ବାପା-ମାଆ। ଆଉ ଶେଷରେ ଭାଗ୍ୟକୁ ନିନ୍ଦା କରି କହୁଛନ୍ତି ଏମିତି ପୁଅକୁ ଧିକ୍... More
  • Otv Khabar Bureau
  • 2 years ago

ବର୍ଷା-ଅନୁଭବ ବିବାଦ ମାମଲା: ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି... More
  • Chandan Shishu
  • 2 years ago

ସରକାରୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ସୋମବାରରେ ସମ୍ବଲପୁରୀ ଡ୍ରେସ୍ ପିନ୍ଧି ଅଫିସ୍ ଆସ

ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...  More
  • Otv Khabar Bureau
  • 2 years ago

ମାଆ ମୃତଦେହ ସହ ୫ ଦିନ ବିତାଇଲା ଝିଅ

ମାଆ ମୃତଦେହ ପାଖରେ ପ୍ରାୟ ୫ ଦିନ ବସି ରହିଲା ଝିଅ, ଆଉ ତା ପରେ... More
  • Otv Khabar Bureau
  • 2 years ago

ଆଜି ଆପଣଙ୍କ ସହରରେ କେତେ ଅଛି ସୁନାରୂପା ଦର, ଜାଣନ୍ତୁ...

ଆଜି ବି ସୁନାରୂପା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଜାଣନ୍ତୁ କେତେ... More
  • Otv Khabar Bureau
  • 2 years ago

୪ ଦିନ ଧରି ଚାଲିଲା GPR ସର୍ଭେ; ଓବିସିସିକୁ ହସ୍ତାନ୍ତର କରାଯିବ ରିପୋର୍ଟ

ଏମାର ମଠର ଖନନ ସ୍ଥାନରେ ଚାଲିଛି GPR ସର୍ଭେ । ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ଏହି ସର୍ଭେ କରାଯାଇଛି । More
  • Otv Khabar Bureau
  • 2 years ago

ଝଡ଼ବର୍ଷା ନେଇ ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ପାଣିପାଗ ବିଭାଗର ସତର୍କ ସୂଚନା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା । More
  • Chandan Shishu
  • 2 years ago

ରାଜନୀତି ଛାଡ଼ି ଦେବୁ ପଛେ କାହା ସହ ସାଲିସ କରିବୁ ନାହିଁ: ଶରତ ପଟ୍ଟନାୟକ

ପିସିସି ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଛି ଏଆଇସିସି। More
  • Otv Khabar Bureau
  • 2 years ago

ସାମ୍ନାକୁ ଆସିଲା ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଆଉ ଏକ ଭିଡିଓ

ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । More
  • Otv Khabar Bureau
  • 2 years ago

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ପାଇଁ ଜୋରଦାର୍‌ ପ୍ରସ୍ତୁତି; ପାର୍କିଂରେ ରହିବ ୧୫ ରୁ ୨୦ ହଜାର ଗାଡ଼ି

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ । More
  • Otv Khabar Bureau
  • 2 years ago

ରାଜ୍ୟସଭା ପାଇଁ କିଏ ହେବେ ବିଜେଡିର ପ୍ରାର୍ଥୀ ?

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପ୍ରକ୍ରିୟା । ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି । More
  • Otv Khabar Bureau
  • 2 years ago

ମୁଣ୍ତ ଉପରୁ ଉଠିଗଲା ବାପା ମା'ଙ୍କ ହାତ; କ୍ଲବ ଘରେ ଦିନ କାଟୁଛନ୍ତି ୪ ଅନାଥ

ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍‌ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି। ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ More
  • Satyendu Shekher Mishra
  • 2 years ago

ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସିସିଟିଭି କହିଲା ସତ, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ

ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି । More
  • Otv Khabar Bureau
  • 2 years ago

ଶ୍ରଦ୍ଧାଳୁଙ୍କଠୁ ଦକ୍ଷିଣା ନ ନେବା ପାଇଁ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ କଲେକ୍ଟର୍‌

ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍‌କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ... More