କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ୩୫ନଂ ବିଜେପି ବୁଥ୍ ସଭାପତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
କେବଳ ସେତିକି ନୁହେଁ ଅପରାଧିଙ୍କ ଉପରେ ମଧ୍ୟ ରହିଛି ତାଙ୍କର କଡ଼ା ନଜର। କାମ ଆଗରେ ତାଙ୍କ ପାଇଁ ତୁଚ୍ଛ ହୋଇପଡିଛି ତାଙ୍କ ଗର୍ଭାବସ୍ଥା।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୪୦.୭୧ ପ୍ରତିଶତ ରହିଛି ।
ବିଜେଡି କର୍ମୀମାନେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି ।
ଭୋଟିଂ ବେଳେ ବାରମ୍ବାର EVM ତ୍ରୁଟି ହେବାରୁ ହନ୍ତସନ୍ତ ହେଉଛନ୍ତି ଭୋଟର । EVM ତ୍ରୁଟି ପାଇଁ କେଉଁଠି ଘଣ୍ଟାଏ ତ କେଉଁଠି ଦୁଇ ଘଣ୍ଟା ଭୋଟିଂ ବିଳମ୍ବ ହୋଇଛି ।
ମୃତ୍ୟୁବରଣ କରିଥିବା BLO ଜଣକ ହେଉଛନ୍ତି ମନୋରଞ୍ଜନ ସାହୁ। ମନୋରଞ୍ଜନ ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍ରେ କାର୍ଯ୍ୟରତ ଥିଲେ ।
ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୮.୫୪ ପ୍ରତିଶତ ରହିଛି ।
ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।
ମାଗୁଣି କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ମୁମ୍ବାଇରେ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ୧୯୧୧ ଟଙ୍କାରେ ବିକ୍ରି ହୋଇଥିବା ସିଲିଣ୍ଡରର ମୂଲ୍ୟ ୧୮୪୦.୫୦ ଟଙ୍କାକୁ ଖସି ଆସିଛି।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।
ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଫାଇଦା…
ଅନେକ ସମୟରେ ଏମିତି ହୁଏ ଯେ ପରିବାରର କୌଣସି ସଦସ୍ୟ କଠିନ ସମୟ ଦେଇ ଗତି କରନ୍ତି ଏବଂ ଘର ଲୋକ ଚାହିଁଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ହୁଅନ୍ତି। ଆପଣଙ୍କ ପାଇଁ କିଛି ଟିପ୍ସ ଯାହା ଏପରି ସମସ୍ୟାରେ ପଡିଥିବା ଯେକୌଣସି ବ୍ୟକ୍ତିଙ୍କୁ ଭଲ ଅନୁଭବ କରିବାରେ ସାହାଯ୍ୟ କରିବ।
ଅତ୍ୟଧିକ ଗରମରୁ ମାଙ୍କଡଟିଏ ଚେତାଶୂନ୍ୟ ହୋଇଯାଇଥିଲା। ଏହାକୁ ଜଣେ ପୋଲିସ କର୍ମଚାରୀ ଦେଖିଥିଲେ। । ଟିକିଏ ବି ସମୟ ନଷ୍ଟ ନ କରି ସେ ତା’ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ। ସେ ତା’ ଉପରେ ଏହି ଟେକ୍ନିକ୍ ପ୍ରୟୋଗ କରିଥିଲେ।
୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ ।
ରାତି ପାହିଲେ ୨୪ ମହାସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲଢ଼େଇ । ରାଜ୍ୟର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ କାଲି ସକାଳ ୭ରୁ ପଡ଼ିବ ଭୋଟ୍ ।
ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି।
କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି ।
କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
କ୍ରିକେଟରଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ବଲିଉଡ୍ର ସିଙ୍ଘମ୍ ଅଜୟ ଦେବଗନ୍ ମୁଖ୍ୟ ଭୂମିକାରେ ନଜର ଆସିବେ। କ୍ରିକେଟରଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ କ୍ରିକେଟ୍ ଟିମ୍ର ପ୍ରଥମ ଦଳିତ ଖେଳାଳି ଭୂମିକାରେ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ।
ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ ।