ଏକ କ୍ଲିପ୍ରେ ଶାହରୁଖ ମଜ୍ଜା କରି କହିଛନ୍ତି ଯେ ଆଜିକାଲିର ନୂଆ ପିଢିମାନେ କିପରି ଜଣେ ବରିଷ୍ଠଙ୍କ ପାଦ ଛୁଇଁ ସମ୍ମାନ ଦିଅନ୍ତି। ଏହା ପରେ ଯେତେବେଳେ ରାଣା ଦଗୁବାତୀ ମଞ୍ଚକୁ ଆସନ୍ତି ଶାହରୁଖଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି।
ଟ୍ରକ୍ ଡ୍ରାଇଭର ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କ୍ୟାପିଟାଲ ହସ୍ପିଟାଲରେ ରହିବା କଥା ୧୭୫ ଜଣ ଡାକ୍ତର । ହେଲେ ଏବେ ୬୪ ପଦବୀ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି ।
ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି ।
ଯମୁନା ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛି । ଘରେ ରୋଜଗାରିଆ କେହି ନଥିବାରୁ ବୃଦ୍ଧ ଜେଜେ ମାଆ ଓ ଜେଜେ ବାପା ମୂଲ ଲାଗିବା ସହ ଛେଳି ଚାଷ କରି ପରିବାର ଚଳାଉଛନ୍ତି ।
ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ଏନଏସିରେ ଥିବା ନିର୍ମାଣାଧୀନ ଏକ ଦୁଇ ମହଲା ଘର ଓ ଏକ ତିନି ମହଲା ଘରେ ଚାଲିଛି ରେଡ୍ ।
ଏହି ନିଆରା ପୂଜା ମଣ୍ଡପ ବନାଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଯୁବଗୋଷ୍ଠୀ । ଏହି ପୂଜା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି ଯେ ଡାକ୍ତର ହେଉଛନ୍ତି ଚଳନ୍ତି ଭଗବାନ ।
ଏହି ଆକ୍ରମଣ ପଛର ମୁଖ୍ୟ ଖଳନାୟକ ଥିଲା ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ । ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ପୁରା ପ୍ଲାନ କରିଥିଲା ଲାଡେନ୍ ।
ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।
ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚଳିତ ବର୍ଷର ବିଷୟବସ୍ତୁ ‘ସାପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍ ’କୁ ନେଇ ସେପ୍ଟେମ୍ବର ୧୩ ଯାଏ ତିନି ଦିନିଆ ସମ୍ମିଳନୀ ଆୟୋଜିତ ହେବ ।
ଅସୁବିଧା ସମୟରେ ପ୍ରଥମେ ପଡୋଶୀ ହିଁ କାମରେ ଆସିଥାନ୍ତି। କିନ୍ତୁ ଏହା ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ଆପଣଙ୍କର ମଧ୍ୟ ଏକ ଭଲ ଏବଂ ଆନ୍ତରିକ ସମ୍ପର୍କ ଥିବ। ତେଣୁ ନିଜ ପଡୋଶୀମାନଙ୍କ ସହିତ ସବୁବେଳେ ଏକ ଭଲ ସଂପର୍କ ରଖିବା ଜରୁରୀ।
ମାସ ମାସ, ବର୍ଷ ବର୍ଷ ଧରି ଟ୍ୟୁବ୍ ଲାଇଟ୍ ଏବଂ ବଲ୍ବରେ ଧୂଳି ଏବଂ ମଇଳା ଜମି ରହିଥାଏ। ଯାହାଫଳରେ ରୁମର ଲାଇଟ୍ କମିଯାଏ। ତେଣୁ ଟ୍ୟୁବ୍ ଲାଇଟ୍ ଏବଂ ବଲ୍କୁ ମଧ୍ୟ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'।
ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ନବୀନଙ୍କ ପରୋକ୍ଷରେ ନିଶାନା । ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ କହିଲେ ନବୀନ ।
ନର୍ଥ କୋରିଆର ଏକଛତ୍ରବାଦୀ ନେତା କିମ୍ ଇଲ୍ ସୁଙ୍ଗ । ୩୪ ଘଣ୍ଟା ବିଳମ୍ବରେ ହୋଇଥିଲା ମୃତ୍ୟୁର ଘୋଷଣା । ୧୦ ଦିନ ବାଧ୍ୟତାମୂଳକ ଥିଲା କାନ୍ଦିବା । ସତରେ କାନ୍ଦୁଛନ୍ତି କି ନାହିଁ ନଜର ରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ ।
ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ କହିଲେ ବିପନ୍ନଙ୍କୁ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ ।
ରେଜଲ୍ଟ ସ୍ୱଚ୍ଛତାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଲା ବିଜେପି ।
ନିର୍ବାଚନ ବେଳେ ଫାଙ୍କା ଘୋଷଣାର ଖୋଲିଗଲା ପୋଲ୍ । ପୋଲ୍ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
OLD AGE PENSION ମହାଘୋଟାଲାର ଖୋଲିଲା ଗୁମର । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜାଲିଆତିର ଗୁମର ଖୋଲିଲା ଭୋଟର୍ ଲିଷ୍ଟ । ବୟସ ଜାଲିଆତିର ସାଂଘାତିକ ତଥ୍ୟ ଆଣି ତଦନ୍ତ ଦାବି କଲା ବିଜେପି । ଜିଲ୍ଲାପାଳ କହିଲେ ‘ଇନକ୍ବାରୀ ପରେ ଆକ୍ସନ ହେବ’।
ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଭିଆଇପିଙ୍କ ସେବାରେ । ସବୁ ଇମ୍ପୋର୍ଟାଣ୍ଟ ପର୍ସନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ହିଁ ଯାଉଛନ୍ତି ଡାକ୍ତର । ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର ଭିଆଇପି ଡ୍ୟୁଟିରେ ନିୟୋଜିତ ।
ଘର ଦେବା ନାଁରେ ଠକି ନେଉଛନ୍ତି ଟଙ୍କା । ଅନଲାଇନ ହେଉ କି ଅଫଲାଇନ୍ ସବୁଠି ଦଲାଲ ସକ୍ରିୟ । ଘର ଖୋଜି ଖୋଜି ଠକଙ୍କ ହାବୁଡ଼ରେ ପଡୁଛନ୍ତି ।
ପୁରୀ ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର । ମହୋଦଧୀ ତଟରେ ମଦର ବନ୍ୟାକୁ ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ନିନ୍ଦା ।