• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Body of a girl found in Bhubaneswar inside closed house
ରାଜଧାନୀରେ ଚାଞ୍ଚଲ୍ୟ ! ଘର ଭିତରେ ଯୁବତୀଙ୍କ ମୃତଦେହ, ପ୍ରେମିକ ଫେରାର୍

ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।

Ravenshaw University's Name Change Row
ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ, ବହୁ ଦିନର ଦାବି: ଭର୍ତ୍ତୃହରି

ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ । ନାମ ପରିବର୍ତ୍ତନ ପାଇଁ ଏବେ ମୁଁ ନୁହେଁ ୧୯୪୯ ମସିହାରୁ ଦାବି ହୋଇ ଆସୁଛି । ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

Nurse cuts doctor's private parts
ଦୁଷ୍କର୍ମ କରିବାକୁ ପ୍ରୟାସ କରୁଥିଲେ ଡାକ୍ତର, ନର୍ସ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ

ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି ।

ilish fish recipe
ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘କଞ୍ଚା ଇଲିସି ମାଛ ବେସର’

କେବେ ‘କଞ୍ଚା ଇଲିସି ମାଛ ବେସର ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ

return 6 odia
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ ୬ ଓଡ଼ିଆ

ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ । କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧାରୁ ୬ ଜଣ ଓଡ଼ିଆ ଫେରିଛନ୍ତି ।

Protest
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ,ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ । କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଆଶାୟୀଙ୍କ ଆନ୍ଦୋଳନ । ନିଯୁକ୍ତି ପତ୍ର ମିଳିଥିଲେ ବି ପୋଷ୍ଟିଂ ମିଳୁନଥିବା ଅଭିଯୋଗ ।

 Actions Against Cooking in Iron Wok in Puri
ଲୁହା କଡ଼େଇରେ ରୋଷେଇ: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ' । ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Puri Beach
ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର, ପୁରୀ ବେଳାଭୂମିରେ ମିଳିବନି ମଦ

ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

odia boy
ଆମେରିକା ରାଜନୀତିରେ ଓଡ଼ିଆ ପୁଅ, କମଳା ହାରିସଙ୍କ ପାଇଁ କରୁଛନ୍ତି ନିର୍ବାଚନୀ ପ୍ରଚାର

ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ । କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ରାୟଗଡ଼ା ବାସିନ୍ଦା ମାନସ ସାହୁଙ୍କ ପୁଅ ସମୟ ।

Arvind Kejriwal
ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ, କିନ୍ତୁ ଯାଇପାରିବେନି CM ଅଫିସ୍‌

ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି । ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ, ଯାହା ଇଡି ମାମଲାରେ ଜାମିନ ପ୍ରଦାନ କରିବା ସମୟରେ ଲାଗୁ କରାଯାଇଥିଲା ।

Gold Seized
ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି, ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଗତ ୨୬ତାରିଖରେ ମଧ୍ୟ ଏପରି ୩୦ କେଜି ସୁନା, ୨୦୦କେଜି ରୂପା CT GST ଧରିଥିଲା।

Horseshoe crab
ବିଲୁପ୍ତ ହୋଇଯିବ ନୀଳ ରକ୍ତ କଙ୍କଡ଼ା ! ଜାଲରେ ପଡ଼ି ହେଉଛି ମୃତ୍ୟୁ

ବର୍ତ୍ତମାନ ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡି ନୀଳ ରକ୍ତ କଙ୍କଡ଼ାଙ୍କ ମୃତ୍ୟୁ ହେଉଛି । ତେଣୁ ଏହି ପ୍ରଜାତି ଧୀରେ ଧୀରେ କମିଗଲେଣି ।

Gold Price Today
Gold Price Today 13th September 2024: କଣ ରହିଛି ଆଜିର ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...

Poultry Farming
ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ

ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି । ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି ।

Spacewalk
ଭୂପୃଷ୍ଠରୁ ୭୩୭ କିଲୋମିଟର ଉପରେ ସ୍ପେସ୍‌ ୱାକ୍‌ କଲେ ୨ ମହାକାଶଚାରୀ

ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି ।

 Divyang
ତୃତୀୟ ଶ୍ରେଣୀର ଝିଅ ଉଠାଉଛି ଦିବ୍ୟାଙ୍ଗ ବାପାର ବୋଝ

ସକାଳ ହେଲେ ଦୃଷ୍ଟିହୀନ ବାପାଙ୍କ ହାତ ଧରି ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି । ସେଥିରୁ ଯାହା ରୋଜଗାର ହେଉଛି, ସେତିକିରେ ଚଳି ଯାଉଛି ପରିବାର ।

Low Pressure
ଆସୁଛି ଆଉ ଏକ ଲଘୁଚାପ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ବର୍ଷା ସମ୍ଭାବନା ରହିଛି ।

Ajit Doval
ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ୍

ସେଣ୍ଟ ପିଟର୍ସବର୍ଗରେ ଭ୍ଲାଦିମିର ପୁଟିନ୍ ଓ ଅଜିତ ଡୋଭାଲ ୱାନ୍ ଟୁ ୱାନ୍ ବୈଠକରେ ଆଲୋଚନା କରିଛନ୍ତି ।

Panchang
Panchang Today 13th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ରାତ୍ରି ୦୩.୨୨ ଗତେ ମକର । ତିଥି- ୧୦ମୀ ରାତ୍ରି ୧୦.୩୦ ଗତେ ୧୧ଶୀ ।

Asteroid
ପୃଥିବୀ ସହ ଘଷି ହୋଇ ଯିବ 'ଆଷ୍ଟ୍ରଏଡ୍ ଆପୋଫିସ୍', ଧ୍ୱଂସ ହୋଇପାରେ ଗୋଟିଏ ମହାଦେଶ

ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।

Manoj Mishra
ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।

Sad Story
ମଲା ପରେ ମିଳିଲାନି କାଠ, ଭିକ ମାଗି ଶେଷକୃତ୍ୟ କଲା ଭଉଣୀ

ନୀଳଗିରି ବ୍ଲକ ଧୋବଶୀଳା ଗ୍ରାମରୁ ଆସିଛି ବିକଳ ଚିତ୍ର ।

Paradeep BJD
ଚରମ ସୀମାରେ ପାରାଦୀପ BJD କଳି, ସମ୍ବିତଙ୍କୁ ଦଳୀୟ କର୍ମୀଙ୍କ ଶାଣିତ ଆକ୍ରମଣ

ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ ।

Srimandir Security
କେହି କିଛି ଜାଣିପାରିଲେନି କେମିତି ? ଜଣେ ବୃଦ୍ଧ ଚଢ଼ିଗଲେ ଶ୍ରୀମନ୍ଦିର ଉପରକୁ !

ଦଧି ନଉତି ଯାଏଁ ଜଣେ 65 ବର୍ଷୀୟ ଭକ୍ତ ଚଢ଼ିଯିବାକୁ ନେଇ ଉଠିଲା ପ୍ରଶ୍ନ । ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦାୟିତ୍ବପଣିଆ ଉପରେ ଭକ୍ତଙ୍କ ଅସନ୍ତୋଷ ।

Retired Officer
ଓଟିଭି ପ୍ରଭାବ ! ଅବସର ପରେ ଅଧିକାରୀଙ୍କୁ ମନଇଚ୍ଛା ପୁନଃନିଯୁକ୍ତିରେ ରୋକ୍

ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।