• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର,ଚନ୍ଦ୍ର- ବିଛା ରାତ୍ରି ୦୯.୨୦ ଗତେ ଧନୁ ,ତିଥି- ୮ମୀ ରାତ୍ରି ୧୧.୪୬ ଗତେ ୯ମୀ,ଘାତଚନ୍ଦ୍ର- ରାତ୍ରି ୦୯.୨୦ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ - ୦୫.୩୬ ରୁ ୦୭.୧୪

ଦିବା- ୧୦.୧୧ ରୁ ୧୧.୧୮

ଦିବା- ୧୧.୪୫ ରୁ ୦୫.୦୦

ସନ୍ଧ୍ୟା- ୦୬.୩୬ ରୁ ୧୦.୩୨

ରାତ୍ରି- ୦୧.୪୧ ରୁ ୦୨.୪୦

ରାତ୍ରି- ୦୪.୦୮ ରୁ ୦୫.୩୭

ଅଶୁଭସମୟ:

ରାହୁକାଳ- ଦିବା ୧୧.୪୩ ରୁ ୦୧.୧୪

କାଳବେଳା- ଦିବା ୦୮.୩୯ ରୁ ୧୦.୧୧

ବାରବେଳା- ଦିବା ୧୧.୪୩ ରୁ ୦୧.୧୪

କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୮

OTV is now on Whatsapp

Join and get latest news update delivered to you via whatsapp

Join Now