ରତ୍ନଭଣ୍ଡାରର ସମ୍ମୁଖ ଦ୍ବାରକୁ ସୁନା ଛାଉଣୀ କରିବା ପ୍ରସ୍ତାବ । ହୁଣ୍ଡିରେ ଗଚ୍ଛିତ ସୁନା ରୁପାକୁ ଉପଯୋଗ କରିବାକୁ ଅନୁରୋଧ ।
ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।
ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଆସୁଥିବା ଫଟୋ, ଭିଡିଓ କିମ୍ବା କୋଟ୍ସକୁ ଆମେ ପୂର୍ବରୁ ଲାଇକ୍ କରିପାରୁ ନ ଥିଲୁ। କିନ୍ତୁ ବର୍ତ୍ତମାନ ହ୍ୱାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ନେଇ ଆସିଛି। ଏହାକୁ କିପରି କରିବେ ଜାଣନ୍ତୁ -
ଆପଣ ବାଟରେ ଥିବା ଜୁସ୍ ଦୋକାନରୁ କେବେ ପିଇଛନ୍ତି କି ? ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଜୁସ୍ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା ।
ହମଜା ତା’ର ଭାଇ ଅବଦୁଲ୍ଲା ବିନ୍ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।
ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି। ଲଗାଣ ବର୍ଷା ଯୋଗୁ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି।
ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।
ପ୍ରଫେସରଙ୍କ ପାଟିରୁ କଥା ସରୁ ସରୁ କ୍ଲାସ୍ରେ ଥିବା ସବୁ ଛାତ୍ରଛାତ୍ରୀ ଆଖି ପିଛୁଳାକେ ଟେବୁଲ ଉପରେ ମୁଣ୍ଡ ନୁଆଁଇ ଶୋଇପଡ଼ିଲେ ।
ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।
ତେବେ ସାପଙ୍କୁ ପୂର୍ବଜ ଭାବରେ ମଧ୍ୟ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ବେଳେବେଳେ ସାପ ସ୍ୱପ୍ନ ଦେଖିବା ଧନ ଆଗମନର ସଙ୍କେତ ମଧ୍ୟ ଦେଇଥାଏ । କିଛି ଜ୍ୟୋତିଷ ସ୍ୱପ୍ନରେ ସାପ ଦେଖିବାର ବିଭିନ୍ନ ସଙ୍କେତ ବିଷୟରେ କହିଛନ୍ତି ।
ଆୟୁଷ୍ମାନ୍ଙ୍କ ଜନ୍ମଦିନରେ ପତ୍ନୀ ତାହିରା କାଶ୍ୟପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହାକୁ ଆହୁରି ସ୍ୱତନ୍ତ୍ର କରିଦେଇଛନ୍ତି। ନିକଟରେ ବର୍ତ୍ତମାନର ଏକ ଫଟୋ ସହିତ ସେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏଥିସହ ସେ ଏହି ପୋଷ୍ଟକୁ ଏକ ସୁନ୍ଦର କ୍ୟାପ୍ସନ୍ ମଧ୍ୟ ଦେଇଛନ୍ତି।
ଆଜିକାଲି ଅନ୍ଲାଇନ୍ ପେମେଣ୍ଟ ବହୁଳ ମାତ୍ରାରେ କରାଯାଉଛି। ଲୋକେ ଆଉ ବ୍ୟାଙ୍କରେ ଯାଇ ଭିଡ଼ କରୁନାହାନ୍ତି କି ଟ୍ରାଞ୍ଜାକ୍ସନ ପାଇଁ ଅପେକ୍ଷା କରିବାକୁ ପଡୁନି। ହେଲେ ଭାବିଛନ୍ତି କି ୧୮ବର୍ଷରୁ କମ୍ ପିଲା ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନେ କଣ କରିବେ ?
ବ୍ରଜରାଜନଗରରେ ପହଞ୍ଚି ସେ ପ୍ରଥମେ ରାମଚଣ୍ଡୀ ମନ୍ଦିର ଓ ପରେ ଦୁର୍ଗା ମନ୍ଦିରକୁ ଯାଇ ମା' ଙ୍କ ଦର୍ଶନ କରିଥିଲେ। ପରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
କୋଲକାତା ଅଭୟାକାଣ୍ଡକୁ ନେଇ ଧାରଣାରେ ଥିବା ଜୁନିୟର୍ ଡାକ୍ତରଙ୍କୁ ଯାଇ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ କଲେଣି ଫର୍ମ ଦାଖଲ । ଆସନ୍ତା ୧୭ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି।
ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ଜେଲ୍ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।
ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।
ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି।
ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା ।
ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।
ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।
ଲକ୍ଡାଉନ୍ ଯେପରି ଆମକୁ ଏକ ଛୋଟ କାନ୍ଥ ଭିତରେ ବନ୍ଦୀ କଲା, ଏହା ଆମ ମନରେ ଏକ ଗଭୀର କ୍ଷତ ଛାଡିଦେଇଗଲା। ଆମେ ମାନସିକ ସ୍ତରରେ ଏତେ ବିବ୍ରତ ହୋଇଗଲୁ ଯେ ଆଜି ବି ଆମେ ଏହାର ପରିଣାମ ଭୋଗୁଛୁ। ଯୁବତୀମାନେ ଭାବୁଛନ୍ତି ଅଧିକ ବୟସ୍କ।
କିଛି ଖାଦ୍ୟ ହାଡକୁ ମଜଭୁତ କରୁଥିବା ବେଳେ ଏମିତି ଅନେକ ଖାଦ୍ୟ ଅଛି ଯାହା ହାଡକୁ ଦୁର୍ବଳ କରିଦିଏ। ଏହି ଖାଦ୍ୟଗୁଡିକ କ’ଣ ତାହା ଜାଣିବା ଜରୁରୀ।