• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Heavy rain
ଲଗାଣ ବର୍ଷାରେ ବେହାଲ୍ କୋରାପୁଟ; ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି

୨୪ ଘଣ୍ଟାରେ ଗଭୀର ଅବପାତ, ୭ ଜିଲ୍ଲାକୁ ରେଡ୍ ଆଲର୍ଟ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ । କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ପ୍ରଭାବିତ । ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି ।

Puri Srimandir
ସ୍ମାର୍ଟ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଭିଡ଼ ନିୟନ୍ତ୍ରଣ ପାଇଁ ଲାଗିବ AI 

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ । ଟ୍ରାଫିକ୍, ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ବ । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ରହିବ ନଜର ।

OCA includes Yogasana in 2026 Asian Games
ଏସିଆନ ଗେମ୍ସରେ ସାମିଲ ହେଲା ଯୋଗାସନ

ଏସୀୟ କ୍ରୀଡାରେ ସାମିଲ ହେଲା ଯୋଗାସନ। ଜାପାନର ନାଗୋୟା ଐଚିରେ ଅନୁଷ୍ଠିତ ହେବ ୨୦୨୬ ଏସିଆନ ଗେମ୍ସ ।

Indian Navy Recruitment 2024  Apply for Medical Assistance posts
Indian Navy Recruitment 2024: ଭାରତୀୟ ନୌସେନା ବାହାରିଲା ଚାକିରି; ଦ୍ୱାଦଶ ପିଲା କରିବେ ଆବେଦନ

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଭାରତୀୟ ନୌସେନା(Indian Navy) ଏହି ସୁଯୋଗ ନେଇ ଆସିଛି।

Andhra Pradesh Flood
ବନ୍ୟା ସ୍ଥିତିରେ ଆସିନି ସୁଧାର, ଅବପାତ ପ୍ରଭାବରେ ଆନ୍ଧ୍ରରେ ପୁଣି ପ୍ରବଳ ବର୍ଷା

ଆନ୍ଧ୍ର ପ୍ରଦେଶରେ ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା । ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି । ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ।

Kargil War
କାର୍ଗିଲ ଯୁଦ୍ଧ: ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, ନିଜ ଦେଶ ସୈନିକଙ୍କ ମୃତ୍ୟୁର କଲା ସ୍ବୀକାର

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ପ୍ରତିରକ୍ଷା ଦିବସ ପାଳନ ଅବସରରେ କାର୍ଗିଲ ଯୁଦ୍ଧରେ ସୈନିକଙ୍କ ମୃତ୍ୟୁ ହୋଇଥିବା ମାନିଛନ୍ତି ।

Gold Smuggling Case
ଅଭିଯୋଗ କଲେ ବିଧାୟକ, ସୁନା ଚୋରାଚାଲାଣ ଅଭିଯୋଗରେ IPS ଅଫିସର ସସପେଣ୍ଡ୍

କେରଳର ମୁଡୁକ୍କନିରେ ୨୦୧୫ ବ୍ୟାଚର ଆଇପିଏସ ଅଫିସର ଏସ୍ ସୁଜିତ ଦାସଙ୍କର ଘର । ସରକାରୀ ସ୍କୁଲରେ ଶିକ୍ଷା ପରେ ବିଟେକ୍ ଗ୍ରାଜୁଏଟରୁ ବନିଥିଲେ ଆଇପିଏସ୍ ।

Flood
ଲଗାଣ ବର୍ଷାରେ ବେହାଲ କୋରାପୁଟ, ବଢୁଛି କୋଲାବ ନଦୀର ଜଳସ୍ତର

ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି ।

TMC MP
ଦିଦିଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ TMC ସାଂସଦ ଜୱାହାର ସରକାର

ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରିବା ସହ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଛନ୍ତି ।

drowning
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପୋଖରୀରେ ବୁଡ଼ି ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା।

Malayalam actor vinayakan arrested misbehaving with passengers at Hyderabad airport
ଫିଲ୍ମର ଭିଲେନ୍ ସାଜିଲେ ବାସ୍ତବ ଭିଲେନ୍; ବିମାନବନ୍ଦରରେ ହଙ୍ଗାମା କରି ଗିରଫ ହେଲେ

ରିଲ୍‌ ଲାଇଫ୍‌ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍‌ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଭୟଙ୍କର ଭିଲେନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବିନାୟକନ।

Navdeep Singh
ପ୍ୟାରିସ ପାରାଲିମ୍ପିକ୍ସ: ଜାଭେଲିନରେ ଗୋଲ୍ଡକୁ ବଦଳିଲା ନବଦୀପ ସିଂଙ୍କ ସିଲଭର୍ ମେଡାଲ୍

ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍‌ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

Puja Khedkar
ପୂଜା ଖେଡକର୍‌ଙ୍କୁ ଜୋରଦାର୍‌ ଝଟକା; ମଉଜ କରୁଥିଲେ, ଏବେ ଚାକିରିରୁ ବିଦା ହେଲେ

ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର।

Nuapada MVI
ଗିର‍ଫ ହେଲେ ନୂଆପଡ଼ା MVI, ଗାଡ଼ିରୁ ଜବତ ହୋଇଥିଲା ୧ ଲକ୍ଷ ୩୨ ହଜାର

ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

Ajit Doval
ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ, ମସ୍କୋ ଯିବେ ଅଜିତ ଡୋଭାଲ

ଏହି ଦୁଇ ଦେଶରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ଭାରତ ମଧ୍ୟସ୍ତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ ଓ ୟୁକ୍ରେନ୍ ଗସ୍ତରେ ଯାଇଥିଲେ ।

Lucknow Building Collapse |
ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା କୋଠା; ଚାଲିଗଲା ୮ଜୀବନ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

Goshala
ସବୁଦିନ ଏଠି ଗାଈଙ୍କୁ ଲାଗିହୁଏ ୫୬ ଭୋଗ

ରାଉରକେଲା ସେକ୍ଟର ୧୪ରେ ଥିବା ନନ୍ଦ ଗାଁ । ଏଠାରେ କେବଳ ଗୋଟିଏ ଦିନ ନୁହେଁ, ବର୍ଷ ତମାମ ଏମିତି ଗୋ’ ମାତାଙ୍କ ପାଇଁ ଲାଗି ହୁଏ ୫୬ ଭୋଗ ।

Khudurukuni Osha 2024 The sad story of Tapoi
Khudurukuni Osha 2024: ନଣନ୍ଦ ତଅପୋଇକୁ ଭଲ ପାଉଥିବା ଭାଉଜମାନେ କାହିଁକି ଦେଲେ ଏତେ ନିର୍ଯାତନା

ପ୍ରତ୍ୟେକ ଓଡ଼ିଆ କୁଆଁରୀ ଝିଅମାନେ ଭାଇଙ୍କ ଶୁଭ ମନାସୀ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।

Rajgangpur
ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ, ଉଜାଡ଼ି ଦେଉଛି ଫସଲ

ପୂର୍ବରୁ କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ଧୂଳିଧୂଆଁ ଅଞ୍ଚଳବାସୀଙ୍କୁ ଅସହ୍ୟ କରୁଥିଲା । ହେଲେ ଏବେ କାରଖାନାରୁ ନିଷ୍କାସିତ ରାସାୟନିକ ପାଣି ସବୁ ଉଜାଡ଼ି ଦେଉଛି ।

drought
ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାକୁ ମାନବୀୟ ସହାୟତା; ଭାରତରୁ ଗଲା ମକା ଓ ଚାଉଳ

ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକା। ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ। ଦେଶରେ ଖାଦ୍ୟ ଭଣ୍ଡାର ସରି ଆସିଲାଣି। ଏପରି ସ୍ଥିତିରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାକୁ ସହାୟତାର ହାତ ବଢାଇଛି ଭାରତ।

International Literacy Day increasing Literacy in india
International Literacy Day 2024: ଭାରତରେ ବଢୁଛି ସାକ୍ଷରତା ହାର; ଜାଣନ୍ତୁ ପୁରୁଷ ତୁଳନାରେ ମହିଳା କେତେ

ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଉଥିବା ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ହେଉଛି ବ୍ୟକ୍ତିଗତ ବିକାଶ, ସାମାଜିକ ବିକାଶ ତଥା ଦେଶ ତଥା ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର ତଥା ଅସମାନତାର ଚକ୍ରକୁ ଭାଙ୍ଗିବା ପାଇଁ ଏକ ଶକ୍ତିଶାଳୀ ଉପକରଣ।

Panchang
Panchang Today 8th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହରେ କରନ୍ତୁ ଶୁଭକାର୍ଯ୍ୟ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Rain
ଆହୁରି ଦୁଇ ଦିନ ପ୍ରବଳ ବର୍ଷିବ; ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Tuhin Kanta Pandey
ବରିଷ୍ଠ IAS ତୁହିନକାନ୍ତ ପାଣ୍ଡେଙ୍କୁ ବଡ଼ ଦାୟିତ୍ୱ; କେନ୍ଦ୍ର ଅର୍ଥ ସଚିବ ଭାବେ ମିଳିଲା ନିଯୁକ୍ତି

ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।

 CM Kisan Yojana
ଚାଷୀଙ୍କୁ ନୂଆଁଖାଇ ଭେଟି; ସିଏମ କିଷାନ ଯୋଜନାରେ ମିଳିବ ୪ହଜାର

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା।