/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668141516.jpg)
Today Panchang
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୧୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୮/୧୭ ଗତେ ୪ର୍ଥୀ ଘାତ ଚନ୍ଦ୍ର- ବିଛା ରାଶିର ସନ୍ଧ୍ୟା ୦୬/୧୭ କନ୍ୟା ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ:
ପ୍ରାତଃ ୦୬/୫୬ ରୁ ୦୬/୪୧
ପ୍ରାତଃ ୦୭/୨୫ ରୁ ୦୮/୪୩
ଦିବା ୧୧/୫୨ ରୁ ୦୨/୫୦
ଦିବା ୦୩/୩୫ ରୁ ୦୫/୦୪
ରାତ୍ରି ୧୧/୫୬ ରୁ ୦୧/୩୯
ରାତ୍ରି ୦୨/୩୧ ରୁ ୦୪/୧୪
ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ
ଅଶୁଭ ସମୟ:
ଋାହୁକାଳ - ଦିବା ୧୦/୦୭ ରୁ ୧୧/୩୦
କାଳବେଳା - ଦିବା ୧୦/୦୭ ରୁ ୧୧/୩୦
ବାରବେଳା – ଦିବା ୦୮/୪୩ ରୁ ୧୦/୦୭
କାଳରାତ୍ରି – ରାତ୍ରି ୦୮/୧୭ ରୁ ୦୯/୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)