• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଦିବା ୦୪/୦୩ ଗତେ ବିଛା ତିଥି- ୧୪ଶୀ ପ୍ରାତଃ ୦୬/୫୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୯/୩୬ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୬/୦୩ ରୁ ୦୮/୧୫

ଦିବା ୧୦/୨୭ ରୁ ୧୧/୩୨

ସନ୍ଧ୍ୟା ୦୫/୫୪ ରୁ ୦୬/୪୬

ରାତ୍ରି ୦୯/୨୨ ରୁ ୧୧/୫୮ ରାତ୍ରି ୦୮/୩୦ ରୁ ୦୨/୪୮

ରାତ୍ରି ୦୪/୨୬ ରୁ ୦୬/୦୪

ଅଧିକ ପଢ଼ନ୍ତୁ: ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଅଶୁଭ ସମୟ:

ଋାହୁକାଳ - ଦିବା ୧୧/୩୨ ରୁ ୧୨/୫୫

କାଳବେଳା - ଦିବା ୦୮/୪୮ ରୁ ୧୦/୧୦

ବାରବେଳା – ଦିବା ୧୧/୩୨ ରୁ ୧୨/୫୫

କାଳରାତ୍ରି – ରାତ୍ରି ୦୨/୪୮ ରୁ ୦୪/୨୬