• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

8 Year Old Tanmay Who Fell Into 55 Ft Deep Borewell In Dies
ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ, ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରୁ ଉଦ୍ଧାର ପରେ ମୃତ ଘୋଷଣା

୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ।

Himachal Pradesh
ହିମାଚଳ ପ୍ରଦେଶ: କିଏ ହେବେ ମୁଖ୍ୟମନ୍ତ୍ରୀ ? ଲାଗିରହିଛି ଛକାପଞ୍ଛା

ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଟେନସେନ ବଢ଼ି ଯାଇଛି। ଦଳ ସରକାର ଗଠନ କରିବାକୁ ଯାଉଥିବାରୁ ହାଇକମାଣ୍ଡ ଖୁସି ହେଉଛନ୍ତି। ହେଲେ ନିର୍ବାଚନ ଜିତିବା କ୍ଷଣି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି।

Private Degree College
ରାଜ୍ୟରେ ପୁଣି ଖୋଲିବ ପ୍ରାଇଭେଟ୍ ଡିଗ୍ରୀ ଓ ପ୍ରଫେସନାଲ କଲେଜ

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ ।

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ।

Scarcity of doctors
ବଡ଼ ମେଡିକାଲ, ବଡ଼ ବଡ଼ କୋଠା ! ହେଲେ କାମ, ସେବା ଓ ପରିବେଶକୁ ନେଇ ଲୋକେ ନିରାଶ

ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ନିରାଶ, ଚିକିତ୍ସା ପାଇଁ ନାହାଁନ୍ତି ଆବଶ୍ୟକ ଡାକ୍ତର କି ପ୍ରଫେସର

padmapur
ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଇବ ପଦ୍ମପୁର ଫଳ ?

ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ

Lampi Virus
ରାଜ୍ୟରେ ହୁ ହୁ ହୋଇ ମାଡ଼ୁଛି ଲମ୍ପି ଭୂତାଣୁ

ଲମ୍ପି ଭାଇରସ୍‌ ଯୋଗୁଁ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି ।

Father Kill Son
ପୁଅକୁ ମାରିବାକୁ ସୁପାରୀ ଦେଲା ବାପା

ଇଏ କେମିତିକା ବାପା.. ପୁଅକୁ ମାରିବା ପାଇଁ ସୁପାରୀ ଦେଲା ।

Mohammed Moquim
‘ନୋଟା ସହ କଂଗ୍ରେସର ଭୋଟ ହାର ସମାନ’

ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

special story
ବିବାହରେ କନ୍ୟାଦାନ ପରମ୍ପରାକୁ ଯୁବତୀଙ୍କ ନାଁ ! ସମର୍ଥନ କଲେ ସ୍ୱାମୀ ଓ ପରିବାର ଲୋକ

ଏପରି ଏକ ବିବାହ, ଯେଉଁଠି ଖୁବ୍ ଧୁମଧାମରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ କନ୍ୟାଦାନ ପରମ୍ପରା ହୋଇନି ।

dhanujatra
ଧନୁଯାତ୍ରାର ‘ବଳରାମ’ଙ୍କ ଆକସ୍ମିକ ମୃତ୍ୟୁ ! ଖେଳୁ ଖେଳୁ ଚାଲିଗଲେ ୧୨ ବର୍ଷୀୟ କୁନି କଳାକାର

ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ

rss
ନାଗପୁରରେ RSSର ତୃତୀୟ ବର୍ଷ ସଂଘ ଶିକ୍ଷାବର୍ଗ ସମାରୋହ, ସପରିବାରେ ଯୋଗଦେଲେ ବୈଜୟନ୍ତ

ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ଏହି ସମାରୋହର ଆୟୋଜନ କରାଯାଇଛି ।

rakhi
ବାହାଘର ଦିନ ବର ବାବୁଙ୍କର ଦେଖାନାହିଁ ! ନ୍ୟାୟ ପାଇଁ ଥାନାରେ ରାକ୍ଷୀଙ୍କ ଗୁହାରୀ

ଏବେ ରାକ୍ଷୀଙ୍କ ଭବିଷ୍ୟତ କ’ଣ ହେବ ? ବାହାଘର ଦିନ ଧୋକା ଦେଲା ବର

gold price today
Today Gold Price 9th Dec 2022: ବିବାହ ସିଜିନ୍‌ରେ ବଢିଲା ସୁନାର ଦାମ୍ , ଜାଣନ୍ତୁ ଆଜିର ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୪୦୦ ଟଙ୍କା ରହିଛି

Operation Tanmay
ହାରିବ ଯମ, ଜିତିବ ତନ୍ମୟ ! ବୋରୱେଲ ଭିତରେ ନିଶ୍ୱାସ ପାଇଁ ଯୁଦ୍ଧ

ଆଉ ମାତ୍ର ତିନି ଫୁଟ୍‌ର ଦୂରତା . . . ତନ୍ମୟ ନିକଟରେ ପହଞ୍ଚିବ ରେସ୍କ୍ୟୁ ଟିମ୍

Dharmendra
ଜନ୍ମ ଦିନରେ କେକ୍‌ କାଟି ଫଟୋ ସେୟାର କଲେ ଧର୍ମେନ୍ଦ୍ର, ଝିଅ ଦେଲା ଏମିତି କମେଣ୍ଟ

ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ କିଏ କ’ଣ ଲେଖିଲେ ଚାଲନ୍ତୁ ଜାଣିବା...

Why BJP And Congress Defeat In Padampur Bypoll
କାହିଁକି ପଦ୍ମପୁରରେ ହାରିଲା ବିଜେପି ଓ କଂଗ୍ରେସ ? ଚାଲିଛି କାରଣ ଖୋଜା...

ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

Work From Home Till 2023
୨୦୨୩ ଯାଏ ‘Work From Home’ କରିବେ ଆଇଟି ସେକ୍ଟରର ଏହି କର୍ମଚାରୀ, ସରକାର ଦେଲେ ଅନୁମତି

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ କାମ କରୁଥିବା IT କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। 

Tata Nano
ଏଥର ନୂଆ ରୂପରେ ନୂଆ ଢ଼ଙ୍ଗରେ, ବଜାରକୁ ଆସିବ ଇ-ଭେହିକିଲ ଟାଟା ନାନୋ

ଇଏ ହେଉଛି ସେହି ଟାଟା ନାନୋ କାର, ଯାହାର ଦାମ ଏକ ବାଇକ୍‌ ଭଳି ଥିଲା । ଦେଶରେ ସବୁଠଉ ଶସ୍ତା କାର ଭାବେ ବେଶ୍‌ ଚର୍ଚ୍ଚିତ ଥିଲା ନାନୋ ।

Smart Phone
ନୂଆ ଟେକ୍ନୋଲୋଜି ! ଚାଲିଲେ ବାହାରିବ ବିଦ୍ୟୁତ, ଆପେ ଚାର୍ଜ ହେବ ବିଦ୍ୟୁତ ଉପକରଣ

ଛୋଟଛୋଟ ଇଲେକ୍ଟ୍ରୋନିକ୍‌ ଡିଭାଇସ ବ୍ୟବହାର କରିବା ପାଇଁ ଏହି ଶକ୍ତି ଯଥେଷ୍ଟ ବୋଲି ବିଶେଷଜ୍ଞ ଯୋଶିମୁରା କହିଛନ୍ତି । 

Man Strangles Wife To Death After She Refuses To Have Sex
ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ, ମନା କରିବାରୁ ପତ୍ନୀର ଗଳା କାଟିଦେଲା

ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଲା ସ୍ତ୍ରୀ। ଫଳରେ ଏଥିରେ ରାଗି ଯାଇ ପତ୍ନୀର ଜୀବନ ନେଲା ସ୍ୱାମୀ।

Kangaroo court held in Bhubaneswar
କମେଣ୍ଟମରାକୁ ନେଇ ବାପା-ପୁଅଙ୍କୁ ଆଣ୍ଠେଇ ଦେଲେ, ପରେ ଭିଡିଓ ଭାଇରାଲ୍‌ କଲେ...

କମେଣ୍ଟମରାକୁ ନେଇ ଦୁଇଜଣ ଯୁବକଙ୍କ ସହ ସେମାନଙ୍କର ବାପାଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

Tragic Strory
କାନ୍ଦି କାନ୍ଦି ନୟାନ୍ତ, କେମିତି ଚଳିବେ ? ସ୍ୱାମୀ ଚାଲିଗଲେ, ପୁଅ-ଝିଅ଼-ଶାଶୁଙ୍କ କଥା ବୁଝିବ କିଏ ?

ଜ୍ୱର ଅତ୍ୟଧିକ ହେବାରୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ବିପିନଙ୍କୁ ନେଇଥିଲେ ପରିବାର ଲୋକ ।