ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି।
ସୁଶାନ୍ତଙ୍କ ମୃତ୍ୟୁରେ ଭୟଭୀତ ଲୋକେ ! ଅଢ଼େଇ ବର୍ଷ ପରେ ବି ଖାଲିପଡ଼ିଛି ଡୁପ୍ଲେକ୍ସ ଫ୍ଲାଟ୍
ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।
ହିଜାବ ବିରୋଧୀଙ୍କ ପ୍ରତି ବଢୁଛି ବିଶ୍ୱବ୍ୟାପି ସମର୍ଥନ ଇରାନର ସର୍ବୋଚ୍ଚ ଧାର୍ମିକ ନେତାଙ୍କ ଭଉଣୀଙ୍କର ସମର୍ଥନ
ପ୍ରଥମେ ସ୍ୱାମୀ ଉପରେ କରାଇଲା ଆକ୍ରମଣ, ବଞ୍ଚିଯିବାରୁ ପ୍ରତିଦିନ ଦେଉଥିଲା ବିଷ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ଯୁଦ୍ଧ ପରେ ସାରା ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତା ଭଳି ସମସ୍ୟା ଉପୁଜିଥିଲା। ଯାହାର ସବୁଠାରୁ ବଡ ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିଥିଲା। ଅନାହାର ଏବଂ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ଉନ୍ନତି ପାଇଁ ଏହି ଅନୁଷ୍ଠାନ ଗଠନ କରାଯାଇଥିଲା। ଆସନ୍ତୁ ଏ ବିଷୟରେ ସବିଶେଷ ଜାଣିନେବା।
ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କ୍ୱିଣ୍ଟାଲ୍ କୁଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି।
କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?
କୁନି କୁନି ପିଲାଙ୍କୁ ଦୁର୍ଘଟଣା ରୋକିବା ଚିନ୍ତା, ତିଆରି କଲେ ସ୍ମାର୍ଟ ହେଲେମେଟ୍ ।
ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଏବେ ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ୍। ବିଜ୍ଞାପନ କରି ଫସିଛନ୍ତି। ଲୋକେ କହୁଛନ୍ତି କାମରେ ଜେଣ୍ଡରାଇଜ୍ କରାଯାଇଛି।
ବିବାହର ପ୍ରତିଶ୍ରୁତି ଓ ପ୍ରଲୋଭନରେ ଆସି ୨ ଯୁବତୀ ଶେଷରେ ଠକାମିର ଶିକାର ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ପ୍ରେମ କରି ଫସିଥିବା ଏହି ୨ ଯୁବତୀଙ୍କୁ ପୋଲିସ୍ ଉଦ୍ଧାର କରିଛି।
ପୁରୁଷମାନେ ବି ‘ମୁଡ୍ ସ୍ୱିଙ୍ଗ’ର ଶୀକାର ହୋଇଥାନ୍ତି। ଅନେକ ସମୟରେ ସେମାନେ ତଥା ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡା ଲାଗିବା କିମ୍ବା କୌଣସି କାମରେ ସ୍ପୃହା ନ ରହିବା ପରି ଲାଗୁଛି ବୋଲି ଭାବିନିଅନ୍ତି। ଏହାକୁ ଡାକ୍ତରି ଭାଷାରେ "ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍" କୁହାଯାଏ।
ଭେଟେରାନ୍ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ଆଉ କେହି ନୁହନ୍ତି ବରଂ ତାଙ୍କ ପୁଅ ବୋଲି ଜଣାପଡ଼ିଛି।
ଦୁଇ ଦିନ ହେବ ପଟିଆରେ ପାଗଳ ଷଣ୍ଢ ଆତଙ୍କ ଖେଳାଇଛି ।
ବିଶ୍ୱକପ ହକିକୁ ଆଉ ମାତ୍ର ରହିଲା କିଛି ସପ୍ତାହ । ଏଥିପାଇଁ ନୂଆ ବୋହୂ ଭାବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତା । ପାଶର୍ବ, ବ୍ରିଜ୍ ୱାଲ ସବୁଠି ଚାଲିଛି ରଙ୍ଗ ମରା କାମ ।
ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।
ବଲିଉଡ୍କୁ ଏକ ନୂଆ ପରିଚୟ ଦେଇଥିବା ଦିଲୀପ କୁମାର ଦିନେ ଥିଲେ ସାଣ୍ଡୱିଚ୍ କାରିଗର। ଇଂରେଜଙ୍କୁ ବିରୋଧ କରି ଜେଲ୍ ମଧ୍ୟ ଯାଇଥିଲେ। କେମିତି ହେଲେ ବଲିଉଡ୍ କିଙ୍ଗ୍ ଆସନ୍ତୁ ଜାଣିବା।
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
କ୍ୱାର୍ଟର ଫାଇନାଲ୍ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍ରୁ ବିଦା ହୋଇଛନ୍ତି ।
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ ।
ବିମାନଟି କେରଳର କାଲିକଟରୁ ଉଡ଼ାଣ ଭରିଥିଲା। ଦୁବାଇ ବିମାନ ବନ୍ଦରରେ ପହଁଚୁ ପହଁଚୁ ବିମାନରୁ ଏକ ସାପ ବାହାରିଥିଲା।