ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।
ବ୍ୟବସ୍ଥା ନାଚାର୍, ଝେଜିଆଙ୍ଗ ପ୍ରଦେଶରେ ଦୈନିକ ୧୦ ଲକ୍ଷ ସଂକ୍ରମଣ
ବରଫ ପାହାଡ଼ ତଳେ ଦେଶର ୬୦% । ପଶ୍ଚିମ ନ୍ୟୁୟର୍କର ବୁଫାଲୋ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣର ଆଶଙ୍କା ପୁଣି ବଢିଛି। ଭାରତରେ ମଧ୍ୟ ଏହାର ବିପଦକୁ ଧ୍ୟାନରେ ରଖି ଲୋକଙ୍କୁ ସତର୍କ କରାଯାଉଛି। ଏହି ନୂଆ ଭାରିଆଣ୍ଟ କେବଳ ସେହିମାନଙ୍କ ପାଇଁ କ୍ଷତିର କାରଣ ହେବ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ତେବେ ଆସନ୍ତୁ ଜାଣିବା, କିପରି ବଢେଇବା ଇମ୍ୟୁନିଟି।
ପୁରୀରେ ଆମେ ପ୍ରତିଷ୍ଠା ଦିବସ ପାଳୁଛେ। ଜଗନ୍ନାଥଙ୍କୁ ଦର୍ଶନ କରୁଛେ...ହେଲେ ଏ ପ୍ରତିଷ୍ଠା ଦିବସ ଯେମିତି ଡିସେମ୍ବର ମାସ ପାର୍ଟି ନହେଉ...ବାସ୍ ଏହି କଥାକୁ ନେଇ ଏବେ ରାଜ୍ୟରାଜନୀତିରେ ହଟ୍ଟଚମଟ ହୋଇଛି।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭାଇଜାନ କଥା ଆସିଲେ ମନକୁ ଆସିଯାଆନ୍ତି ସଲମାନ ଖାନ୍। ଆଜି ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। କିନ୍ତୁ ତାଙ୍କ ବିଷୟରେ ଏମିତି କିଛି ଅଜଣା କଥା ଅଛି ତାହା ହୁଏତ ଆପଣ ଜାଣି ନଥିବେ। କିଛି ହସେଇବ, କିଛି ଭାବପ୍ରବଣ କରିବ।
କୋଭିଡ ମୁକାବିଲା ମକଡ୍ରିଲର ଅନୁଧାନ ପାଇଁ କଟକ ବଡ଼ ମେଡିକାଲରେ ବ୍ୟବସ୍ଥା କରାଯାଇଛି।
ଏକ ଅଜବ ଛୁଟି ଦରଖାସ୍ତ ଭାଇରାଲ୍ ହେବାରେ ଲାଗିଛି। ସ୍କୁଲରୁ ଛୁଟି ନେବାକୁ ବୁନ୍ଦେଲଖଣ୍ଡୀର ଜଣେ କର୍ମଚାରୀ ଏମିତି ଏକ ଅଜବ ଦରଖାସ୍ତ ଲେଖିଛନ୍ତି। ଏହି ଦରଖାସ୍ତ ବିଷୟରେ ଜାଣିଲେ ଆପଣ ବି ହସକୁ ରୋକିପାରିବେ ନାହିଁ।
ଏହା ଏତେ ଭୟଙ୍କର ଥିଲାଯେ, କର୍ମଚାରୀମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ।
ସେମାନେ ଭାରତର ଦୁଇ ପ୍ରତିଭା। ଉଭୟ ଡାଉନସିଣ୍ଡ୍ରୋମରେ ପୀଡ଼ିତ। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ହେଲେ ବି ଏମାନଙ୍କୁ ସଫଳତା ହାସଲ କରିବାରେ କେହି ବାଧା ଦେଇପାରିନାହାଁନ୍ତି। ଆସନ୍ତୁ, କିଛି ଜାଣିବା ସେମାନଙ୍କ ବିଷୟରେ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।
୨୦ ତାରିଖରେ ଗୋବିନ୍ଦର ମୃତ୍ୟୁ ପରେ ୨୧ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇଛି ।
ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ମା ମାନଙ୍କ ଆଶୀର୍ବାଦ ରହିଲେ ଶହେ ବର୍ଷ ଯାଏଁ ସେବା କରିବ ଦଳ ।
କଟକଣା ଭିତରେ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ସଜବାଜ । କାଲି ରାଜ୍ୟ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ ।
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର । ନଡ୍ଡାଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ପଦ୍ମ କ୍ୟାଂପ୍ ।
ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।
CSB ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଷ୍ଟେନୋଗ୍ରାଫର, କୁକ୍, ସହକାରୀ ନିର୍ଦ୍ଦେଶକ, କିରାଣୀ ଇତ୍ୟାଦି ପଦବୀ ପାଇଁ ମୋଟ୍ ୧୪୨ଟି ପଦବୀ ଖାଲି ଅଛି। ଡିସେମ୍ବର ୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତୁରନ୍ତ ଆବେଦନ କରନ୍ତୁ।
ଧାମରାରୁ ବାଲେଶ୍ୱର ଅସୁଥିବା ଏକ ଘରୋଇ ବସ୍ ଭିତରେ ଲୁଟ୍ ।
ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।
ନୟାପଲ୍ଲୀ ଥାନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।