ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।
ଏକ ଖୋଲା ଜିପ୍ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବସ୍ ଓ ଏସ୍ୟୁଭି କାର୍ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।
୮୨ ବର୍ଷ ବୟସରେ ଏ ଦୁନିଆକୁ ବିଦାୟ ଦେଇଛନ୍ତି ପେଲେ। ବ୍ରାଜିଲ୍ର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍ ପେଲେ ଦେଶକୁ ୩ ଫିଫା ବିଶ୍ୱକପ ଜିତେଇଥିଲେ। ଆଜି ବି ତାଙ୍କୁ ଏହି ପ୍ରସଙ୍ଗରେ ଶୀର୍ଷରେ ରଖାଯାଇଛି। ପେଲେ ଫୁଟବଲରେ ତାଙ୍କ କ୍ୟାରିୟର ଏମିତି ସେମିତିରେ କରି ନଥିଲେ। ସେ ଏହା ପଛରେ କଠିନ ପରିଶ୍ରମ କରିଥିଲେ।
ବଲିଉଡ ଗୀତ ସବୁବେଳେ ସାରା ବିଶ୍ୱରେ ରାଜ କରିଆସୁଛି। ଏହା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ବଲିଉଡ୍ ଗୀତରେ ନାଚିବାକୁ କେହି ନିଜକୁ ଅଟକାଇ ପାରନ୍ତି ନାହିଁ। ଏବେ ଏହି ମୋହରେ ପଡିଛନ୍ତି ଜଣେ ଜାପାନୀ ଝିଅ। ସେ ‘ବେଶରମ ରଙ୍ଗ’ ଗୀତରେ ନାଚି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି।
ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।
ଭୟଙ୍କର ରାସ୍ତା ଦୁର୍ଘଟଣାରେ ଆହତ କ୍ରିକେଟର୍ ରିଷବ ପନ୍ତ ବିପଦମୁକ୍ତ । ଡେରାଡୁନରେ ଚାଲିଛି ଚିକିତ୍ସା, ସହାୟତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ।
ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?
ଦାହ ସଂସ୍କାର ବିଧି ସମ୍ମତ ବୋଲି ସ୍ପଷ୍ଟ କଲେ ଋଷୀୟ ରାଷ୍ଟ୍ରଦୂତ । ସାମ୍ନାକୁ ଆସିଲା ଆଣ୍ଟୋଭଙ୍କ ଭୁବନେଶ୍ୱର ରହଣି ବେଳର ଫଟୋ ।
ଶତ ବର୍ଷର ଅର୍ଥପୂର୍ଣ୍ଣ ଜୀବନ ଜିଇଁ ଇହଧାମ ଛାଡ଼ିଲେ ମୋଦିଙ୍କ ମା ହୀରାବେନ୍ । ବନ୍ଦେ ଭାରତ ଏକ୍ସପ୍ରେସ୍ କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ।
ଚଳିତ ବର୍ଷ ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ ମୋଲା ଭଟ୍ଟ' ସାରା ଦୁନିଆରେ ବକ୍ସ ଅଫିସ୍ ରେକର୍ଡ କରିଛି। ଖାଲି ପାକିସ୍ତାନରେ ନୁହେଁ ଏହାକୁ ବିଦେଶରେ ମଧ୍ୟ ପ୍ରଶଂସା କରାଯାଇଛି। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ ଏହାକୁ ବି ଭାରତରେ ରିଲିଜ୍ କରାଯିବ।
ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।
ଖୁସି ମନେଇବା ପାଇଁ ଭଉଣୀ ଅମୃତା ଅରୋରାଙ୍କ ସହ ଗୋଆରେ ପହଞ୍ଚିଲେ ମଲାଇକା ଆରୋରା। ବାର୍ରେ ପହଞ୍ଚିଲେ। ମାଲିକଙ୍କୁ କହିଲେ ଆମକୁ ଫ୍ରିରେ ଡ୍ରିଙ୍କ୍ସ କରାନ୍ତୁ। ମାଲିକ କହିଲେ, ଯାହା ଦରକାର ଦେବି, ହେଲେ ଏହା ବଦଳରେ ଆମକୁ….
ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।
ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।
KVSର PGT, TGT ର ନିଯୁକ୍ତି ପାଇଁ ଯେଉଁମାନେ ଆବେଦନ କରିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି KVS । ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।
‘ବିଗ୍ ବସ୍’ର ଆଗାମୀ ସିଜନ୍କୁ ଆଉ ହୋଷ୍ଟ୍ କରିବେ ନାହିଁ ସଲମାନ୍ ଖାନ! ତାଙ୍କ ସ୍ଥାନରେ ନୂଆ ଷ୍ଟାର୍ଙ୍କୁ ରିପ୍ଲେସ୍ କରାଯାଇଛି। ହେଲେ ଏମିତି କ’ଣ ହେଲା, ଯାହା ଫଳରେ ସଲମାନ ଏହି ଶୋ’ରୁ ଦୂରେଇଯିବାକୁ ଚାହୁଁଛନ୍ତି? ଜାଣନ୍ତୁ…
ମା’କୁ ଭେଟିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ଭାରତୀୟ କ୍ରିକେଟର୍।
ମା’ଙ୍କ ସହ କୌଣସି ସାଧାରଣ ସଭାରେ ଯୋଗ ଦେଉନଥିଲେ ମୋଦି । କ’ଣ ରହିଛି କାରଣ ?
ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରୁଷୀୟ ପର୍ଯ୍ୟଟକ ପାଭେଲ୍ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।
ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇ ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ଋଷଭ୍ ପନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ଋଷଭ୍ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପନ୍ତଙ୍କୁ ହଠାତ୍ କେହି ଚିହ୍ନି ପାରିନଥିଲେ..।