• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର , ତିଥି- ୫ମୀ ରାତ୍ରି ୧୦.୫୩ ଗତେ ୬ଷ୍ଠୀ

ଘାତ ଚନ୍ଦ୍ର- ମିଥୁନ , ମୀନ ଅହୋରାତ୍ର, ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୬.୨୩ ରୁ ୦୭.୦୬

ଦିବା ୦୯.୦୫ ରୁ ୧୧.୨୫

ସନ୍ଧ୍ୟା ୦୫.୧୧ ରୁ ୦୬.୫୦

ରାତ୍ରି ୦୮.୨୯ ରୁ ୦୮.୪୩

ରାତ୍ରି ୦୯.୩୫ ରୁ ୧୨.୧୪

ରାତ୍ରି ୦୧.୫୯ ରୁ ୦୩.୪୫

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ଅଶୁଭ ସମୟ:

ଋାହୁକାଳ - ଦିବା ୦୨.୨୯ ରୁ ୦୩.୫୦

କାଳବେଳା - ଦିବା ୦୧.୦୮ ରୁ ୦୨.୨୯

ବାରବେଳା – ପ୍ରାତଃ ୦୭.୪୪ ରୁ ୦୯.୦୫

କାଳରାତ୍ରି – ସନ୍ଧ୍ୟା ୦୭.୫୦ ରୁ ୦୮.୨୯