• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Tunisha Sharma death case
ବ୍ରେକ୍‌ଅପ୍‌ ଦିନ ତୁନିଶାଙ୍କୁ ମାଡ଼ ମାରିଥିଲେ ସେଜାନ, ବୁର୍ଖା ପିନ୍ଧିବାକୁ . . . .

ଝିଅକୁ ହରାଇବା ପରେ ମା’ର ମନ ମାନୁନି । ଝିଅ ଯେ ଆତ୍ମହତ୍ୟା କରିଛି, ସେ ଚିନ୍ତା କରିପାରୁ ନାହାନ୍ତି । ତୁନିଶା(Tunisha Sharma) ମୃତ୍ୟୁକୁ ଦେଇ ପୁଣି ବୟାନ୍‌ ଦେଲେ ତାଙ୍କ ମା’ ।

special report
ଗାଁ ଦାଣ୍ଡରେ ପଡ଼ିଲା ହାତଗଣ୍ଠି ! ପାଞ୍ଚ ଦିନର ଧାରଣା ପରେ ସିନ୍ଦୂର ନାଇଲା ଅଭିମାନୀ ପ୍ରେମିକା

ପାଞ୍ଚ ଦିନ ଶୀତକାକରରେ ପ୍ରେମିକ ଘର ସାମ୍ନାରେ ବସିବା ପରେ ନ୍ୟାୟ ପାଇଲା ପ୍ରେମିକା ।

Video Shows Cricketer Rishabh Pant Car Catches Fire
ଭୟଙ୍କର ଥିଲା କ୍ରିକେଟର ଋଷଭ୍‌ ପନ୍ତଙ୍କ କାର୍‌ ଦୁର୍ଘଟଣା, ସାମ୍ନାକୁ ଆସିଲା Video...

ମର୍ସିଡିଜ୍‌ କାର୍‌ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି।

Today Gold Price
Today Gold Price 30th Dec 2022: ବଢିଲା ସୁନା ଦର, ସୁନା କିଣିବାକୁ ଯିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ୍‌

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୯୫୦ ଟଙ୍କା ରହିଛି ।

Rishabh Pant Car Accident
କେତେବେଳେ ଓ କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ ? ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଆଜି ସକାଳ ୫.୧୫ ରେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା

Today Panchang
Today Panchang 30th Dec 2022: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Know PM Modi Mother Heeraben's Struggle Life
ଜୀବନରେ କେବେ ହାରିନଥିଲେ ହୀରାବେନ୍‌, ଅନ୍ୟ ଘରେ ବାସନ ମାଜି ନିଜ ପିଲାଙ୍କୁ ପାଠପଢ଼ାଇ ଥିଲେ...

ଯଦିଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଜୀବନ ସଂଘର୍ଷମୟ ଥିଲା, କିନ୍ତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ସେ ଶୃଙ୍ଖଳିତ କରି ରଖିଥିଲେ। ମା’ଙ୍କ ସହ ମୋଦିଙ୍କ ଏକ ଖାସ୍‌ ସମ୍ପର୍କ ଥିଲା।

Cricketer Rishabh Pant Car Accident
ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆ କ୍ରିକେଟର ଋଷଭ୍ ପନ୍ତ ଗୁରୁତର

ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍‌ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Pele Legendary Footballer Dies At The Age Of 82
ଆରପାରିରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ପେଲେ

ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍‌ର ସୁପରଷ୍ଟାର ପେଲେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ୮୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।

 PM Modi's Mother Heeraben Passes Away
ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। 

BJD
କାହା ରିମୋଟ୍ କଣ୍ଟ୍ରୋଲରେ ବିଜେଡି ସରକାର ? ନଡ୍ଡାଙ୍କ ଟାର୍ଗେଟ୍ ପରେ ତେଜିଲା ରାଜନୀତି

ବିଜେଡି କହିଲା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ଚାଲିଛି

tragic story
ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜୁଛି ! ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ

ଆକ୍ରମଣ ଡରରେ ଥାନାକୁ ଗଲେନି ପୀଡ଼ିତ ପରିବାର, ପୁରା ଘଟଣାର ତଦନ୍ତ ଆଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ

Bhubaneswar Railway Station
ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଖର୍ଚ୍ଚ ହେବ ୩୯୮ କୋଟି, ବିମାନବନ୍ଦର ଭଳି ଚମକିବ

ନବୀକରଣ ପ୍ରକଳ୍ପର ଶୁଭ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Zero night New Year party
ପାଖେଇ ଆସୁଛି ନୂଆବର୍ଷ ୨୦୨୩ : ୨ବର୍ଷର ନିରସତା ପରେ ଜମିବ ଜିରୋନାଇଟ୍

ଜିରୋ ନାଇଟକୁ ଫୁଲ୍ ଯୋଶରେ ପାଳିବାକୁ ତୟାର ଯୁବପୀଢ଼ି, ଟୁଇନସିଟିରେ ହୋଟେଲ୍ ଓ କ୍ଲବ ମାନଙ୍କରେ ପ୍ରସ୍ତୁତି ଚୂଡ଼ାନ୍ତ

Tunisha Sharma, Sheezan Khan
ତୁନିଷା ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ ! ସିଜାନଙ୍କ ହ୍ୱାଟସଆପ୍‌ ଚାର୍ଟ ଡିଲିଟ୍

ଅଭିନେତା ସିଜାନ ଖାନ୍ ପୋଲିସକୁ ସହଯୋଗ କରୁନଥିବା ଅଭିଯୋଗ

Niagara Falls
ବରଫ ପାଲଟିଗଲା ପ୍ରସିଦ୍ଧ ନାଏଗ୍ରା ଜଳ ପ୍ରପାତ, ଜଣାପଡ଼ୁନି ଜଳ କି ସ୍ଥଳ; ଦେଖନ୍ତୁ ଏହାର ଫଟୋ-ଭିଡିଓ..

ନଦୀରେ ଜଳ ସ୍ରୋତ ପ୍ରଖର ଥିବାରୁ ସମ୍ପୂର୍ଣ୍ଣ ନଦୀ ଜଳ ବରଫ ପାଲଟିବା ଅସମ୍ଭବ ।

Covid 19
Coronavirus: ଦେଶରେ ନୂଆବର୍ଷରୁ ନୂଆ ଗାଇଡଲାଇନ୍, ୫୦ ଦିନ ହେଲା ଅପଡେଟ୍ ହୋଇନି କୋଭିଡ୍ ପୋର୍ଟାଲ

ପୂର୍ବରୁ ଆମେରିକା, ଜାପାନ, ତାଇୱାନ ଓ ଇଟାଲି, 'ଜିରୋ କୋଭିଡ୍' ନୀତି ଆପଣାଇଛନ୍ତି।

E-Sports
ମଲ୍ଟିସ୍ପୋର୍ଟ୍ସ ଇଭେଣ୍ଟରେ ସାମିଲ ହେଲା ଇ-କ୍ରୀଡା, ମିଳିଲା ସରକାରୀ ସ୍ୱୀକୃତି

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା କ୍ରୀଡ଼ା ବିଭାଗ ଅଧୀନରେ "ଇ-ସ୍ପୋର୍ଟ୍ସକୁ ସୂଚିତ କରାଯାଇଥିଲା । ଏହାକୁ ନେଇ ୨୩ ଡିସେମ୍ୱରରେ ବିଜ୍ଞପ୍ତି ପଠାଯାଇଥିଲା । ଇ-ସ୍ପୋର୍ଟ୍ସ ଇଣ୍ଡଷ୍ଚ୍ରୀକୁ ନିୟମିତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ।

Cough syrup deaths
ଭାରତୀୟ ଫାର୍ମା କମ୍ପାନୀ ବିରୋଧରେ ଉଜ୍‌ବେକିସ୍ତାନର ସାଂଘାତିକ ଅଭିଯୋଗ

ଗତ ୨୭ ଡିସେମ୍ବରରୁ ଉଜ୍‌ବେକିସ୍ତାନ ସହ କେନ୍ଦ୍ର ସରକାର ଏନେଇ ଯୋଗାଯୋଗରେ ରହିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ।

odisha Assembly Deputy Speaker car ac
ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଘଟଣାସ୍ଥଳରେ ପୋଲିସ ପହ଼ଞ୍ଚି ତଦନ୍ତ ଆରମ୍ଭ କରିଛି।

crime
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବର୍ବର ହତ୍ୟା : ଗଣ୍ଡି-ମୁଣ୍ଡ ଅଲଗା କରି ଚମଡ଼ା ଉତାରି ଦେଲେ

ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।

special story
ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ହଇରାଣ କଲେ ଏକ ଲକ୍ଷ ଫାଇନ୍‌ !

ଅଫିସ୍‌ରୁ ଘର, ଘରୁ ଅଫିସ୍ । ଏତିକିରେ ସୀମିତ ରହିଯାଉଛି ଚାକିରିଆଙ୍କ ଜୀବନ । ତା’ଉପରେ ପୁଣି କାମ ପ୍ରେସର ପାଇଁ ସବୁବେଳେ ଚାପଗ୍ରସ୍ତ ଜୀବନ ବିତାଇବାକୁ ପଡ଼ୁଛି । ଏପରିସ୍ଥଳେ ଏହି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଛି ନୂଆ ପଲିସି ।