• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Rahul Gandhi
ରାହୁଲଙ୍କ ପିଲାଳିଆମି; ମାଆ ସୋନିଆଙ୍କ ସହ ଏମିତି କଲେ ଯେ, ସେ ଲାଜେଇଗଲେ..ଦେଖନ୍ତୁ ଭିଡିଓ

ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ମଧ୍ୟ ଦେଖାଯାଇଥିଲା । 

prof. sunilkant Behera passes away
ଚିରନିଦ୍ରାରେ ସୁନୀଲ ସାର୍, ମେଡିକାଲ୍ କଲେଜକୁ ଦାନ ହେଲା ଶରୀର 

ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

Police officer don’t know how to load a rifle
Viral Video: SI ବି ଜାଣି ନାହାନ୍ତି କିପରି ବନ୍ଧୁକରେ ଗୁଳି ଭର୍ତ୍ତି କରାଯାଏ

ବନ୍ଧୁକରେ କିପରି ଗୁଳି ଭର୍ତ୍ତି କରାଯାଏ ଆଉ ଫୁଟାଯାଏ ତାହା ଜଣେ ପୋଲିସକର୍ମୀଙ୍କ ଠାରୁ ଆଉ ବା କିଏ ବେଶି ଜାଣେ। ଯଦି ଜଣେ ଏସ୍‌ଆଇ ଏହାକୁ ନ ଜାଣି ନଥାନ୍ତି ତେବେ ଏହା ହାସ୍ୟାସ୍ପଦ ନୁହେଁ କି। ଦେଖନ୍ତୁ ଏହି ଭିଡିଓ, ସେ କିପରି ବନ୍ଧୁକରେ ଗୁଳି ଭର୍ତ୍ତି କରୁଛନ୍ତି।

JP Nadda
ଏଥର ଜୋରଦାର ଫାଇଟ୍‌ ! ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ନଡ୍ଡା

ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।

Anandi Ben
ମେଡିକାଲରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରା ବେନ୍, ପହଞ୍ଚିଲେ ମୋଦି

ରାହୁଲ ଗାନ୍ଧି ଟ୍ୱିଟ୍‌ ଯୋଗେ ମୋଦିଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Shahrukh khan spends crores in style to meet fans
ଶାହରୁଖଙ୍କ ବାଦଶାହୀ ଠାଣି: ୭୫ ଲକ୍ଷର ଘଣ୍ଟା, ୨ ଲକ୍ଷର ଜ୍ୟାକେଟ୍

କିଙ୍ଗ ଖାନ୍‌ ଶାହରୁଖ ସବୁବେଳେ ତାଙ୍କ ପ୍ରଶଂସକଙ୍କ ପାଖରେ ରାଜା ଭଳି ଦେଖାଯିବାକୁ ଚାହାନ୍ତି। ତାଙ୍କ ରାଜକୀୟ ଠାଣି ପାଇଁ ସେ ଥରକେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ଜାଣନ୍ତୁ ବିଶେଷ ଦିନରେ ସେ ପୋଷାକରେ କେତେ ଟଙ୍କା ଖର୍ଚ୍ଚ କରନ୍ତି।

Pamban Bridge
ଭାରତରେ ପ୍ରଥମ ! ଜାହାଜ ଆସିଲେ ଉପରକୁ ଉଠିଯିବ ରେଳ ବ୍ରିଜ୍‌, ଦେଖନ୍ତୁ ଭିଡିଓ..

ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ ।

Uttar Pradesh Brajesh Pathak
ଶୀତରେ ଥରୁଥିବା ଲୋକକୁ ନିଜ ଜ୍ୟାକେଟ୍‌ ଦେଇଦେଲେ ଉପମୁଖ୍ୟମନ୍ତ୍ରୀ

ସଙ୍ଗେ ସଙ୍ଗେ ନିଜ ଜ୍ୟାକେଟ୍‌ ଖୋଲିଦେଇ ଉକ୍ତ ବ୍ୟକ୍ତିଙ୍କୁ ଘୋଡ଼ାଇଦେଲେ ।

Rahul Gandhi
ରାହୁଲ ଗାନ୍ଧିଙ୍କୁ କଡ଼ା ସୁରକ୍ଷା ଦେବାକୁ ଦାବି ! ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଧାରଣ ସଂପାଦକ

ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିବା ଅଭିଯୋଗ

IIT Kanpur
କୃତ୍ରିମ ହୃଦୟ ତିଆରି କଲେ ବୈଜ୍ଞାନିକ : ହାର୍ଟଫେଲ୍‌ ହେବା ପରେ ବି ଯିବନି ଜୀବନ !

ଆଇଆଇଟି ବୈଜ୍ଞାନିକମାନେ ଦେଶର ବଡ଼ ବଡ଼ ହୃଦଡାକ୍ତର ଏବଂ ଅନ୍ୟାନ୍ୟ ବୈଜ୍ଞାନିକଙ୍କ ସହିତ ପରାମର୍ଶ କ୍ରମେ କୃତ୍ରିମ ହୃଦୟ ତିଆରି କରିଛନ୍ତି

Social media influencer leena nagwanshi suicide
ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।

Nassal Vaccine
ବାରମ୍ବାର ଭ୍ୟାକ୍ସିନ୍‌ ନେଲେ ଗ୍ରହଣ କରିବନି ଶରୀର, କାମ କରିବା ବନ୍ଦ କରିଦେବ..

ଯେଉଁମାନେ ବିଲ୍‌କୁଲ ବି ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନଙ୍କୁ ଏହି  ନାସାଲ ଭ୍ୟାକ୍ସିନ୍‌ ରେକମେଣ୍ଡ କରାଯାଉଛି ବୋଲି କହିଛନ୍ତି ଡାକ୍ତର ଏନ୍‌କେ ଆରୋରା ।

tragic incident
ଦୁଃଖଦ !!! ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଶିକ୍ଷକ

ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।

special story
ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବାହାହେଲା ଝିଅ : ବିବାହର ଦୁଇଘଣ୍ଟା ପରେ ଆଖି ବୁଜିଲା ମା’

ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।

Hockey India
Paytm Insider ରେ ମିଳିବ ହକି ଉଦ୍‌ଘାଟନୀ ସମାରୋହ ଟିକେଟ

ବିଶ୍ୱକପ୍ ହକିରେ ଟ୍ରାଫିକ୍ ଟେନ୍‌ସନ୍ । ବଢ଼ିଲା କମିଶନରେଟ୍ ପୋଲିସର ଚିନ୍ତା ।

Encounter in Jammu
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ପୁଣି ଆଉ ଏକ ଷଡ଼ଯନ୍ତ୍ର ପଣ୍ଡ । ସିଧରାରେ ଲୁଚି ରହିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କଲା ସେନା ।

New Year celebrations
ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍ :ସଜେଇ ହେଲାଣି ବିଭିନ୍ନ ହୋଟେଲ୍ ଓ କ୍ଲବ୍

ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ

Ratan tata turns 85 know here the unknown fact
Happy Birthday: ରତନ ଟାଟାଙ୍କ ଜୀବନରେ ଆସିଥିଲେ ୪ ନାୟିକା; ହେଲେ କାହାକୁ ବାହା ହୋଇପାରିନଥିଲେ

ଆଜି ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ୮୫ତମ ଜନ୍ମଦିନ। ଟାଟା ଗ୍ରୁପ୍‌କୁ ଉଚ୍ଚ ସ୍ଥାନକୁ ନେବାରେ ତାଙ୍କ ଭୂମିକା ଅତୁଳନୀୟ। ସେ ସିନା ବ୍ୟବସାୟରେ ସଫଳ ହୋଇଗଲେ, ହେଲେ ପ୍ରେମ ଜୀବନକୁ ସଫଳ କରିପାରିଲେ ନାହିଁ। ଜୀବନରେ ଆସିଥିଲେ ୪ ନାୟିକା ହେଲେ ସବୁଠାରୁ ଗଭୀର ପ୍ରେମ ଥିଲା ଆମେରିକୀୟ ଯୁବତୀଙ୍କ ସହ।

CBI probe against foreign medical graduates
ପରୀକ୍ଷାରେ ପାସ୍ ନକରି ଚିକିତ୍ସା ! ସିବିଆଇ ସ୍କାନରରେ ବିଦେଶରେ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀ

ବିଦେଶରୁ ମେଡିକାଲ୍‌ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍‌ ନକରି ପ୍ରାକ୍ଟିସ୍‌ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...

Today Panchang
Today Panchang 28th Dec 2022: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Cold wave
ଥଣ୍ଡାରେ ଥରୁଛି ଉତ୍ତର ଭାରତ : ରାଜଧାନୀ ଦିଲ୍ଲୀରେ ହାଡ଼ ଭାଙ୍ଗୁଛି ଜାଡ଼

ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ବି ପ୍ରବଳ ଶୀତ(Cold wave)

 JP Nadda
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ :୨୪ ଲଢ଼େଇ ପାଇଁ ନେତାଙ୍କୁ ଦେବେ ମନ୍ତ୍ର

ତୁମୁଡ଼ିବନ୍ଧ ଓ ବାଣପୁରରେ ସାଧାରଣ ସଭା,ନଡ୍ଡାଙ୍କ ଫୋକସରେ ବୁଥ୍ ଶକ୍ତି କେନ୍ଦ୍ର ମଜବୁତ

special story
ଦେଶୀ ବୁଦ୍ଧି ଆପଣାଇଲେ...ପାହାଡ ଚିରି କ୍ଷେତକୁ ପାଣି ମଡେଇଲେ

ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି

What are the benefits of the DASH diet?
Nutrients: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି; ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ହାଇ ବ୍ଲଡ୍ ପ୍ରେସର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହା ପଛରେ ରହିଛି ଏକ ବିଶୃଙ୍ଖଳିତ ଜୀବନଶୈଳୀ, ଯେଉଁଥିରେ ଖାଦ୍ୟ ଏକ ମୁଖ୍ୟ ଉପାଦାନ। ଏଥିରେ ଲଗାମ୍ ଦେବା ପାଇଁ ‘ଦାସ୍ ଡାଏଟ୍’ ହେଉଛି ଏକ ଉତ୍ତମ ମାଧ୍ୟମ। ଏହା କ’ଣ ଆସନ୍ତୁ ଜାଣିବା।