/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672196499.jpg)
Today Panchang
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର। ଚନ୍ଦ୍ର – ବିଛା ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ
Advertisment
ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ
ଶୁଭ ସମୟ:
- ପ୍ରାତଃ ୦୬.୨୦ ରୁ ୦୮.୩୦
- ଦିବା ୧୦.୩୯ ରୁ ୧୧.୪୪
- ଦିବା ୦୧.୩୨ ରୁ ୦୩.୪୨
- ସନ୍ଧ୍ୟା ୦୬.୦୧ ରୁ ୦୬.୫୪
- ରାତ୍ରି ୦୮.୪୦ ରୁ ୦୩.୦୨
Advertisment
ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…
ଅଶୁଭ ସମୟ:
- ଋାହୁକାଳ - ଦିବା ୧୧.୪୪ ରୁ ୦୧.୦୫
- କାଳବେଳା - ଦିବା ୦୯.୦୨ ରୁ ୧୦.୨୩
- ବାରବେଳା – ଦିବା ୧୧.୪୪ ରୁ ୦୧.୦୫
- କାଳରାତ୍ରି – ରାତ୍ରି ୦୩.୦୨ ରୁ ୦୪.୪୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)