ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ରୁଦ୍ର...
ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।
କିଛି ଦିନ ପୂର୍ବରୁ ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରାଯାଇଥିଲା ।
ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ ବାହାରିଲାଣି ତ ଆଉ କେତେବେଳେ ଝିଟିପିଟି। ହେଲେ ଏବେ ପୋକ କି଼ ଝିଟିପିଟି ନୁହେଁ ବରଂ ସାପ ବାହାରିଥିବା ଅଭିଯୋଗ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୮୦୦ ଟଙ୍କା ରହିଛି ।
ଉଜ୍ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍ ବ୍ୟବହାର ମନା। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍ ଉଜ୍ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ଗୃହବାସୀ ଏବଂ ଗୃହସ୍ୱାମୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି, ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ବାସ୍ତୁର ଆବଶ୍ୟକତା ଅଛି। ଶାସ୍ତ୍ରର ଅବହେଳା ହେଲେ ଅନେକ ଦୁଃଖ ଓ ନିରାଶା ମିଳିଥାଏ। ଏବେ ଜାଣିବା କେଉଁସବୁ ଦୋଷ ତୃଟି ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜା ପାଟିତୁଣ୍ଡ କରିଛନ୍ତି ।
ଖାଦ୍ୟ ନାହିଁ, ପାନୀୟ ନାହିଁ, ଗ୍ୟାସ୍ ନାହିଁ, ଔଷଧ ନାହିଁ । ଜରୁରୀ ସ୍ୱାସ୍ଥ୍ୟ ସେବା ଲାଗି ସରକାରଙ୍କ ପାଖରେ ଅର୍ଥ ବି ନାହିଁ ।
ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।
ଖାଇବା ପ୍ରସ୍ତୁତ ବେଳେ ସିଲିଣ୍ଡରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ଘରର କବାଟ ନଖୋଲିବାରୁ ପରିବାରର ୬ ସଦସ୍ୟଙ୍କ ଜୀବନ ଚାଲିଯାଇଛି।
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିଶା ବେପାରୀଙ୍କଠାରୁ ପୁରୀ ପୋଲିସ୍ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପୁରୀ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି।
ପୁରୁଷ ହକି ବିଶ୍ୱକପ୍ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ଉଭୟ ରଣବୀର ଏବଂ ଦିଶା ବଲିଉଡ ଗୀତରେ ଡ୍ୟାନ୍ସର ଜଲୱା ଦେଖାଇ ଥିବାବେଳେ, ଝୁମିଥିଲେ ବାରବାଟୀରେ ଉପସ୍ଥିତ ଦର୍ଶକ ଓ ଅତିଥି।
ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ବାପା ପ୍ରତି କୁନି ଝିଅର ଭଲପାଇବା ଦେଖିବାକୁ ମିଳିଛି। ଦେଖନ୍ତୁ କୁନି ଝିଅ କିପରି ବାପାକୁ ଖାଇବାକୁ ଦେଉଛି।
କେବେ ଟ୍ରଲର ମାଡ଼ରେ ମୃତ, କେବେ ବୁଲା କୁକୁରଙ୍କ ଆହାର । ବିପଦରେ ବିରଳ ଅଲିଭ୍ ରିଡ୍ଲେ କଇଁଛ ।
ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।
ହଠାତ ନମ୍ବର କଟକଣା ପରେ ଚିନ୍ତାରେ ଗାଡି ଚାଳକ । ବୁକିଂର ମାସେ ପରେ ମିଳୁଥିବାରୁ ଚିନ୍ତା ।
ଏବେ ଆମେ ଯେଉଁ କଥା କହିବୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥର ଚର୍ଚ୍ଚା ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପୋଷା ବିଲେଇକୁ ନେଇ ।
ସାରା ରାଜ୍ୟରେ ହକି ମାନିଆ । ଗାଁରୁ ସହର, ସବୁଠି ଉତ୍ସବ ମୁଖର ପରିବେଶ ।
୩୦ରୁ ଅଧିକ ଘରେ ଫାଟ ପରେ ଥଇଥାନକୁ ନେଇ ଜନ ଅସନ୍ତୋଷ, ଯୋଶୀମଠ ବିପନ୍ନଙ୍କୁ ପ୍ରାଥମିକ ଭାବେ ଦେଢ଼ ଲକ୍ଷ ଲେଖାଏଁ ସହାୟତା
ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।