• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Scuffle Erupts Between Police & Farmers In Front Of Naveen Niwas
ନବୀନ ନିବାସ ଆଗରେ କୃଷକ-ପୋଲିସ୍‌ ଠେଲାପେଲା

ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Coldwave Conditions Very Likely Over Some Districts of Odisha During Next 2 Days
ଆହୁରି ୨ ଦିନ ଥରାଇବ ଶୀତ, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। 

Noodles freezes hair and beard covered with ice
ଏମିତି ଥଣ୍ଡା! ନିଶ ଦାଢି ବି ହେଇଯାଉଛି ବରଫ

କଲବଲ କରୁଛି ଶୀତ। ଗୋଡ ହାତ ହେମାଳ ହୋଇଯାଉଛି। ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେଉଛି। ଏଠି ଏତେ ଥଣ୍ଡା ଯେ ନୁଡୁଲ୍ସ ବି ବରଫ ହେଇଯାଉଛି। ନିଶ, ଦାଢି, ଚୁଟିରେ ଜମିଯାଉଛି ବରଫ।

Manoj Mishra Controversy
'ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି ଭାରତୀୟ ପ୍ରଶାସନିକ ସେବା ନିୟମର ଖୋଲାଖୋଲି ଉଲ୍ଲଂଘନ'

୩ ବର୍ଷ ତଳେ କେନ୍ଦ୍ର ସରକାର ବିଭିନ୍ନ ପେସାଦାର ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଲାଟେରାଲ୍ ଏଣ୍ଟ୍ରି ବ୍ୟବସ୍ଥା ପ୍ରଚଳନ କରିଥିଲେ।

Despite cabinet decision of OCS exam in Odia language
ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ

୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି।

khandagiri mela starts from january 28
ଖଣ୍ଡଗିରିରେ ଦୁଲୁକିବ ଯାତ୍ରାମଞ୍ଚ: ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ। 

Delhi private schools asked to remain closed till Jan 15 over cold wave
ଜାତୀୟ ରାଜଧାନୀରେ ୧୫ ଯାଏଁ ବନ୍ଦ ରହିବ ସମସ୍ତ ଘରୋଇ ସ୍କୁଲ

ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

Credit politics
ପୁଣି ଜୋର୍ ଧରିଲା ଶ୍ରେୟ ରାଜନୀତି : ବିଜେପି ବନାମ ବିଜେଡି, ମୋଦି ବନାମ ନବୀନ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏକାକୀ ବିଜ୍ଞାପନ ନେଇ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Prince Harry
ପୁଣି ଚର୍ଚ୍ଚାରେ ବ୍ରିଟେନ ରାଜପରିବାର : ପ୍ରିନ୍ସ ହ୍ୟାରୀଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା

ବଡ଼ଭାଇ ୱିଲିୟମ ତାଙ୍କୁ ମାଡ଼ମାରିଥିବା ନେଇ ନିଜ ପୁସ୍ତକରେ ଲେଖିଛନ୍ତି ରାଜକୁମାର ହ୍ୟାରୀ ।

jojana Ra Na Hariloot
ଚେକଡ୍ୟାମ୍ କାମରେ ମହାଦୁର୍ନୀତି : ପାଣିରେ ପଡିଲା ପ୍ରାୟ ୩୨ ଲକ୍ଷ ଟଙ୍କା

ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଯଦି ଆଡ଼ିବନ୍ଧ ହେଲା, ତେବେ କାହିଁକି କାମରେ ଆସୁନି ? କାହିଁକି ମରାମତି ହେଉନି ଗାର୍ଡ ୱାଲ? ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଏହା ଉପରେ ଦୃଷ୍ଟି ଦେବେ କି ?

tragic story
ପ୍ରେମିକା ନାଁରେ ଚିଠି ଛାଡ଼ି ଜୀବନ ହାରିଲା ପୁଅ : ଛାତି ଫଟାଇ କାନ୍ଦୁଛି ବୁଢ଼ା ବାପ

ପ୍ରେମ ଆଗରେ ମା’ର ମମତା ତୁଚ୍ଛ । ପ୍ରେମିକା ଉଦ୍ଦେଶ୍ୟରେ ଆଇ ଲଭ୍‌ ୟୁ ଲେଖି ଜୀବନ ହରାଇଲା ପୁଅ । ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ବୁଢ଼ା ବାପ । ମା’ ଆଖିରୁ ତ ଲୁହ ଶୁଖୁନି . . .

Intelligent Surgical Knife Can Detect Cancer Within Seconds
ଆସିଲା ‘ବୁଦ୍ଧିମାନ ଛୁରୀ’: ଏଣିକି ମୁହୂର୍ତ୍ତକେ ଚିହ୍ନଟ ହୋଇପାରିବ କ୍ୟାନ୍ସର...

କ୍ୟାନ୍ସର ଚିହ୍ନଟ ପାଇଁ ଏକ ନୂତନ ଆବିଷ୍କାର କରାଯାଇଛି। ଫଳରେ ଏହାଦ୍ୱାରା ଗର୍ଭ କ୍ୟାନ୍ସରକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇପାରିବ ବୋଲି ଜଣାପଡ଼ିଛି। 

 Joshimath crisis
ଯୋଶୀମଠ ପାଇଁ ପିଏମ୍ଓର ସମୀକ୍ଷା : ଯୋଗଦେବେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ, ବରିଷ୍ଠ ଅଧିକାରୀ, NDMA

କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି

If you want to become a scientist you should have this qualification
ଏହି ଯୋଗ୍ୟତା ଥିଲେ CSIR-IICTରେ ବୈଜ୍ଞାନିକ ହୋଇପାରିବେ

CSIR-IICT ବୈଜ୍ଞାନିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦରମା ୧ ଲକ୍ଷ ଉପରେ।

Judge In Texas
ଭାରତରେ ଦିନ ମଜୁରିଆ ଥିଲେ, ସ୍କୁଲ ପଢ଼ା ଅଧାରୁ ଛାଡ଼ିଥିଲେ ! ଏବେ ଟେକ୍ସାସରେ ଜଜ୍‌

ଟେକ୍ସାସ୍‌ ଭଳି ଅଗ୍ରଣୀ ସହରରେ ଜଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

Actor Naresh And Actress Pavitra Lokesh Lip Lock Video Goes Viral
୫୮ ବର୍ଷରେ ଅଭିନେତାଙ୍କ ପରକୀୟା ପ୍ରୀତି, ଅଭିନେତ୍ରୀଙ୍କ ସହ Kiss ଭିଡିଓ ଭାଇରାଲ୍‌ ପରେ ରାଗିଲେ ତୃତୀୟ ପତ୍ନୀ...

୫୮ ବର୍ଷରେ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ଏହି ଫିଲ୍ମ ଷ୍ଟାର। ତାଙ୍କର ଏହି ପୋଷ୍ଟ ଦେଖି ଅଭିନେତାଙ୍କ ତୃତୀୟ ପତ୍ନୀ ରାଗରେ ଜଳୁଛନ୍ତି। କେବେବି ସେ ଏହି ବିବାହ କରାଇ ଦେବେ ନାହିଁ ବୋଲି କହିଛନ୍ତି। 

Upcoming movies sequels 2023 in theatre
୨୦୨୩ ରେ ଆସୁଛି ଏହିସବୁ ଫିଲ୍ମର ଦମଦାର୍ ସିକ୍ୱେଲ୍‌; ଦର୍ଶକଙ୍କ ମନ କିଣିବ

ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...

Amitabh bachchan-grandson love affair with shah rukh khan daughter
ଅମିତାଭଙ୍କ ନାତି ପ୍ରେମରେ ପଡିଲେ ଶାହରୁଖଙ୍କ ଝିଅ; ଦେଖନ୍ତୁ ଭାଇରାଲ ଫଟୋ

ସାମ୍ନାକୁ ଆସିଲା ଷ୍ଟାର୍‌କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।

Woman kills her dog drowns to death while disposing body in lake
କୁକୁରକୁ ମାରି ପ୍ରତିଶୋଧ ନେଲେ; ଫିଙ୍ଗିବାକୁ ଯାଇଥିଲେ, ଘଟିଲା ଏମିତି କିଛି...

ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି। 

Salman Khan’s Ex-GF Somy Ali Allegedly Beaten Up By The Actor
ଏକ୍ସ ଗର୍ଲଫ୍ରେଣ୍ଡ୍‌ଙ୍କ ଖୁଲାସା- ‘୮ ବର୍ଷ ଧରି ସଲମାନ୍‌ ମୋତେ ପିଟୁଥିଲେ ଓ ଶୋଷଣ କରିଥିଲେ’

ସଲମାନ୍‌ ଓ ସୋମିଙ୍କ ଆଫାୟର୍ସକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ହେଲେ ପରେ ଅଭିନେତ୍ରୀ ସୋମି ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ। ଏବେ ସୋସିଆଲ୍‌ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌ ରହିବା ସହ ସଲମାନ୍‌ଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି।