• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ ରାତ୍ରି ୦୮.୫୯ ଗତେ କନ୍ୟା,ତିଥି - ୫ମୀ ଦିବା ୦୪.୩୭ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର - କର୍କଟ, ମକର ରାତ୍ରି ୦୮.୫୯ ଗତେ ବୃଷ,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ଦିବା ୦୨.୨୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୦୭.୫୪

ସନ୍ଧ୍ୟା ୦୬.୧୪ ରୁ ୦୯.୪୩

ରାତ୍ରି ୦୧.୩୩ ରୁ ୦୩.୫୦

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ଅଶୁଭ ସମୟ:

ଋାହୁକାଳ - ଦିବା ୦୧.୧୬ ରୁ ୦୨.୩୮

କାଳବେଳା – ଦିବା ୦୨.୩୮ ରୁ ୦୪.୦୦

ବାରବେଳା – ଦିବା ୦୪.୦୦ ରୁ ୦୫.୨୧

କାଳରାତ୍ରି – ରାତ୍ରି ୧୧.୫୪ ରୁ ୦୧.୩୩

୧୨. ତାରିଖ ଗୁରୁବାର