ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଆପଣ ଯଦି ଏକ ଦାମୀ ରେଷ୍ଟୁରାଣ୍ଟକୁ ଯାଇଥିବେ କିନ୍ତୁ ସେଠାରେ ଆପଣଙ୍କୁ ଗାଳି ଗୁଲଜ କରାଯିବ । ଏହାସହ ଅଶ୍ଲିଳ ଇଙ୍ଗିତ କରାଯିବ ।
କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ କିପରି ନିଜ ପିଲାକୁ ତିନି ମହଲା ଉପରୁ ଫିଙ୍ଗି ମାରିଦେଲା ମା’
ସ୍ଥାନ ପାଇବ ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟପାନୀୟ । ବଲିଉଡ ଗାୟକ ଓ କଳାକାରଙ୍କ କଳାର ଯାଦୁରେ କମ୍ପିବ ଭୁବନେଶ୍ୱର ।
ସହର ବିପଦ ଘେରକୁ ଚାଲିଯିବା ପରେ, ପର୍ଯ୍ୟଟନ ଶିଳ୍ପ, ହୋଟେଲ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି
ଏଭଳି ଦୃଶ୍ୟ କେବଳ ଦିଲ୍ଲୀ ଟ୍ରାଫିକ୍ରେ ହିଁ ଦେଖାଦେଇପାରେ ।
ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
OPGC ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (GET) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ ଏହାର ସୁଯୋଗ ନେଇ ପାରିବେ। ଦରମା ୭୦,୦୦୦ ଟଙ୍କା।
୧୨ ଥର ଛୁରା ମାଡ଼ର ଶିକାର ହୋଇଥିବା ସାହସୀ ପୋଲିସ୍ ବାବୁଙ୍କ ମୃତ୍ୟୁ, ସିସିଟିଭିରେ କଏଦ୍ ହେଲା ଭୟଙ୍କର ଦୃଶ୍ୟ । ମୃତକ ପୋଲିସ୍ ଜଣକ ନିଜ ଜୀବନ କଥା ଚିନ୍ତା କରିନଥିଲେ, ଛୁରିରେ ଆକ୍ରମଣ କରୁଥିବା ଦୁର୍ଦ୍ଦାନ୍ତ ଚୋରକୁ ଧରିବା ପାଇଁ ଖାଲି ହାତରେ ଲଢ଼ିଲେ . . ହେଲେ...
ଫ୍ଲାଇଟ୍ରୁ ଓହ୍ଲାଇଲେ, ସିଧା ଯାଇ ବିମାନବନ୍ଦରର ଡିପାର୍ଚର ଗେଟ୍ରେ ପରିସ୍ରା କଲେ। ତା’ବି ପୁଣି ସର୍ବସମ୍ମୁଖରେ।
ତନ୍ତ୍ର-ମନ୍ତ୍ର ବାହାନାରେ ମହିଳାଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ କରିବା ନେଇ ଜଲେବୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୦୦ରୁ ଅଧିକ ମହିଳାଙ୍କୁ ରେପ୍ କରିବା ନେଇ ତାଙ୍କୁ ୧୪ ବର୍ଷ ଜେଲ୍ ହୋଇଛି।
ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ପ୍ରେସ୍ମିଟ୍ ଜରିଆରେ ଓମ୍ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।
ପୁରୀ ଗୋପ ଥାନା ବିଜିପୁରରେ ଝିଅକୁ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ବାପାଙ୍କ ସମେତ ସହ ଗାଁର ୩ ଜଣ ମାଲଭାଇ ଗିରଫ ହୋଇଛନ୍ତି।
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ହନିମୁନ୍ ଟ୍ରିପ୍ରେ ଯାଇଥିବା ବେଳେ ସ୍ୱାମୀକୁ ଚା’ରେ ନିଶାଦ୍ରବ୍ୟ ମିଶାଇ ସ୍ତ୍ରୀ ଫେରାର ହୋଇଯାଇଛି। ଫିଲ୍ମରେ ଏଭଳି ଘଟଣା ଆପଣମାନେ ଦେଖିଥିବେ, ହେଲେ ବାସ୍ତବରେ ଉତ୍ତରପ୍ରଦେଶର ଆଲିଗଡ଼ରେ ଏମିତି ଏକ ଘଟଣା ଘଟିଛି।
ଦେଶରେ ଏବେ ଓସ୍କାରକୁ ନେଇ ଆଲୋଚନା ଜୋର ଧରିଛି। ୫ଟି ଭାରତୀୟ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସ୍ଥାନିତ ହୋଇଛି। ଆସନ୍ତୁ ଜାଣିବା ଏସବୁ ଫିଲ୍ମଗୁଡିକ କ’ଣ…
ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୫୦୦ ଟଙ୍କା ରହିଛି ।
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ୍ ବସ୍। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଏହି ଦୁର୍ଘଟଣା ଘଟିଛି।
ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।
ବିଶ୍ୱାସରେ ବିଷ। ତୁମେ ଖାଇ ସାରିଲା ପରେ ଆମେ ଖାଇବୁ ବୋଲି କହିଲେ, ହେଲେ ଆଉ ଖାଇଲେ ନାହିଁ। ଜଣେ ଛାତ୍ରଙ୍କୁ ଜୋରଜବରଦସ୍ତ ଅନ୍ୟ ଛାତ୍ରମାନେ ବିଷାକ୍ତ କନିଅର ଫଳ ଖୁଆଇଥିବା ଅଭିଯୋଗ ହୋଇଛି।
ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିଛି। ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।
ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ।
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...