• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Traders in Berhampur complaint over non acceptance of 10 Rupee
କଏନ୍‌ ନେବାକୁ ଅମଙ୍ଗ ଦୋକାନୀ, କହୁଛନ୍ତି- ଖୁଚୁରା ଆଉ ଚଳୁନି

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।

The Saudi government withdrawn the restrictions on women
ସାଉଦି ମହିଳାଙ୍କ ଠାରେ ଲାଗିଲା ଡେଣା; ଚଲାଇବେ ଟ୍ରେନ୍, ପ୍ଲେନ୍

ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।

Worlds first robot lawyer defending human in court
ବିପଦରେ ଓକିଲାତି ! ଏବେ କମ୍ ଟଙ୍କାରେ ମାମଲା ଲଢ଼ିବ ରୋବଟ୍!

ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।

Bengaluru man that bought Rs 20 crore dog
ଏମିତି ନିଶା ! ୨୦ କୋଟି ଟଙ୍କା ଦେଇ କିଣିଲେ କୁକୁର

ଆପଣ ଭାବୁଥିବେ, ଏମିତି କେଉଁ ପ୍ରଜାତିର କୁକୁର, ଯାହାର ଦାମ୍ ଆଶାଠୁ ବି ଅଧିକ ।

 accused Archana Nag's luxury bungalow
ଜବତ ହେଲା ଅର୍ଚ୍ଚନାଙ୍କ ଆଲିସାନ୍ କୋଠା

କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା। 

Farhan akhtar charged 11 rupees for bhaag milkha bhaag
ସେ ଏବେ ବଲିଉଡ୍‌ର ଆଗଧାଡିର କଳାକାର; ୧୧ ଟଙ୍କାରେ କରିଥିଲେ ଏହି ଫିଲ୍ମ

ସେ କେବଳ ଜଣେ ଅଭିନେତା ନୁହଁନ୍ତି, ସେ ଜଣେ ନିର୍ଦ୍ଦେଶକ, ଗାୟକ ଏବଂ ଟିଭି ହୋଷ୍ଟ୍ ମଧ୍ୟ। ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କର ଏକ ନିଜସ୍ୱ ସଂଘର୍ଷମୟ ଜୀବନ ଅଛି। ଦିନେ ଏକ ଫିଲ୍ମ କରିବା ପାଇଁ ସେ ନେଇଥିଲେ ମାତ୍ର ୧୧ଟଙ୍କା। ସେ ଯୁବକମାନଙ୍କ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।

AAP and BJP Protests in Delhi
କେଜ୍ରିୱାଲଙ୍କ ଘର ଆଗରେ ବିଜେପି କର୍ମୀଙ୍କ ଆନ୍ଦୋଳନ : ଭିଡ଼ ନିୟନ୍ତ୍ରଣ ପାଇଁ ପାଣି ମାଡ଼ କଲା ପୋଲିସ

ବିରୋଧ ପ୍ରଦର୍ଶନ ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ ପାଣି ମାଡ଼ କରିଛି ।

Elephant Death
ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲା ହାତୀ

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ।

accident
Breaking News : ଅଟୋ-ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୩ ମୃତ

ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କର ଜୀବନ ଚାଲିଗଲା ।

Tips and tricks radish storing
କମ୍ ଦିନରେ ମୂଳା ନଷ୍ଟ ହୋଇଯାଉଛି କି; ଜାଣନ୍ତୁ ଅଧିକ ଦିନ ତାଜା ରଖିବାର ଟିପ୍ସ

ଶୀତଦିନେ ମୂଳା ଶସ୍ତାରେ ମିଳୁଥିବାରୁ ଲୋକେ ଏହାକୁ ବହୁ ପରିମାଣରେ କିଣନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଅଧିକ ପରିମାଣର ମୂଳା କିଣୁଛନ୍ତି ତେବେ ଏହାର ସଂରକ୍ଷଣ ଉପାୟ ମଧ୍ୟ ଜାଣିନେବା ଉଚିତ। । ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇବା ଦ୍ୱାରା ମୂଳାକୁ ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖିପାରିବା। ଆସନ୍ତୁ ଜାଣିବା…

Vulture
ଜନବସତି ମୁହାଁ ଦୁର୍ଲଭ ପକ୍ଷୀ : ବଞ୍ଚିବା ପାଇଁ ମଣିଷ ନିକଟରେ ଗୁହାରି

କାନପୁରରୁ ଏକ ବିରଳ ହିମାଳୟ ଶାଗୁଣା ଉଦ୍ଧାର କରାଯାଇଛି । ପରେ ତାଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

Vigilance arrests Rayagada Asst Soil Conservation officer
ରାତି ଅଧରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ, ଧରିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

Loot
ବାଇକ୍‌ରେ ଆସିଲେ, ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ

ଏକ ଡିଷ୍ଟ୍ରିବ୍ୟୁଟର କଂପାନିର ମ୍ୟାନେଜରଙ୍କଠାରୁ ଲୁଟ୍

Man running cycle without holding handle
ମୁଣ୍ଡରେ ଲଦାହୋଇଛି ଜିନିଷ, ହ୍ୟାଣ୍ଡେଲ୍ ନଧରି ଚଲାଉଛନ୍ତି ସାଇକେଲ୍

ସୋସିଆଲ୍ ମିଡିଆରେ ଏକ ଭାଇରାଲ୍ ଭିଡିଓ ସମସ୍ତଙ୍କୁ ଚକିତ କରୁଛି। ଏଥିରେ ସାଇକେଲ ଚଲାଉଥିବା ଜଣେ ବ୍ୟକ୍ତି ଅଜବ ଷ୍ଟଣ୍ଟ ଦେଖାଉଛନ୍ତି। ସେ ମୁଣ୍ଡରେ ଲଦିଛନ୍ତି କିଛି ଜିନିଷ। ହ୍ୟାଣ୍ଡେଲ୍ ଉପରେ ହାତ ନାହିଁ। ପ୍ୟାଡେଲ୍ ମାରୁଛନ୍ତି, ସାଇକେଲ୍ ଗଡୁଛି।

Miscreants Vandalise Of A Club In Bhubaneswar
ଗାଡ଼ିରେ ଆସିଲେ, ଆତଙ୍କ ଖେଳାଇ ଚାଲିଗଲେ...ଭୁବନେଶ୍ୱରର ଜଣାଶୁଣା ବାର୍‌ରେ ଭଙ୍ଗାରୁଜା

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସ ବାର୍‌ରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏହି ଘଟଣା ଘଟିଛି।

Videocon loan fraud case
ଜେଲରୁ ମୁକୁଳିବେ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ

ଭିଡିଓକନ୍ ଓ ICICI ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଉଭୟଙ୍କୁ ଜେଲ୍‌ ହୋଇଥିଲା ।

Schools to remain shut due to cold wave in these cities
ଥଣ୍ଡା ପାଇଁ ଏହିସବୁ ସ୍ଥାନରେ ସ୍କୁଲ୍‌ ଛୁଟି ଘୋଷଣା

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍କୁଲ୍ ସମୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି।

Indigo flight shocker
ମଝି ଆକାଶରେ ଏୟାର ହୋଷ୍ଟେସଙ୍କୁ ଟଣାଓଟରା କଲେ ଦୁଇ ଯାତ୍ରୀ, ଓହ୍ଲାଇବା ପରେ...

ବିମାନରେ ମଦ ପିଇ ଅସଦାଚରଣ କରିବା ମାମଲାରେ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି ।

India son surendran k patel became a judge in America
ବିଡି କମ୍ପାନୀରେ କାମ କରି ପଢୁଥିଲେ; ଏବେ ଆମେରିକାରେ ଜଜ୍

ଭାରତର ପୁଅ ଏବେ ଆମେରିକାର ବିଚାରପତି। ଏନେଇ ତାଙ୍କୁ କମ୍ କଷ୍ଟ କରିବାକୁ ପଡିନି। ପରିବାର ଥିଲା ଦିନ ମଜୁରିଆ। ନିଜେ ବିଡି କମ୍ପାନୀରେ କାମ କରୁଥିଲେ। ଇଛାଥିଲା ଓକିଲ୍ ହେବା। ଭାଗ୍ୟ ସାଥ୍ ଦେଲା, ଆମେରିକାରେ ହୋଇଗଲେ ଜଜ୍।

crime
‘ପିଇସୀ କହିଲା ପିଇସାକୁ ମାରିଦେ, ତା’ପରେ ତୋତେ ବାହାହେବି’

ହତ୍ୟାକାଣ୍ଡର ଭୟଙ୍କର କାହାଣୀ ବଖାଣିଲା ଅଭିଯୁକ୍ତ

Once in 50,000-year comet to shoot past Earth
ରାତି ବି ଲାଗିବ ଦିନ ଭଳି ! ୫୦ ହଜାର ବର୍ଷ ପରେ ଆକାଶରେ ଦିଶିବ ଏହି ଅଦ୍ଭୁତ ଦୃଶ୍ୟ !

ଆକାଶରେ ଦେଖିବାକୁ ମିଳିପାରେ ଅଦ୍ଭୁତ ଦୃଶ୍ୟ। ଆଉ ରାତି ବି ଦିନ ଭଳି ଲାଗିବ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଅଜବ ଘଟଣା ଖୁବ୍‌ଶୀଘ୍ର ଘଟିବାକୁ ଯାଉଛି।

crime
ତାନ୍ତ୍ରିକ କଥାରେ ପୁଅକୁ ବଳି : କାଳୀ ମୂର୍ତ୍ତି ସାମ୍ନାରେ ୪ ମାସର ଶିଶୁକୁ କାଟି ପକାଇଲା ମା’

ଜନ୍ମକଲା ପୁଅକୁ ମାରି ପକାଇଲା ମା’ । ତାନ୍ତ୍ରିକ କଥାରେ ପଡ଼ି କାଳୀ ମୂର୍ତ୍ତି ସାମ୍ନାରେ ବଳି ଦେଲା ।

Today Gold Price
Today Gold Price 9th Jan 2023: ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୦୦ ଟଙ୍କା ରହିଛି ।

Viral Video: Passenger Goes Shirtless To Fight With Co-Passenger On Flight
Viral Video: ଏମିତି କ’ଣ ହେଲା ଯେ, ବିମାନରେ ଡ୍ରେସ୍‌ ଖୋଲି ଦେଲେ ଏହି ଯାତ୍ରୀ...

ନିକଟରେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି। ପରେ ଝଗଡ଼ା ଏତେ ବଢ଼ି ଯାଇଥିଲା, ଯାତ୍ରୀ ଜଣକ ନିଜ ସାର୍ଟ ଖୋଲି ସମ୍ପୃକ୍ତ ସହଯାତ୍ରୀଙ୍କୁ ମାଡ଼ ମାରିଥିଲେ। 

Woman Allegedly Dies In Puri Railway Station
ପୁରୀ ରେଲ୍‌ୱେ ଷ୍ଟେସନରେ ଅଘଟଣ, ଠେଲାପେଲାରେ ମହିଳା ମୃତ

ରେଲ୍‌ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।