ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। । କିନ୍ତୁ ଛୋଟଛୋଟ କଥାରେ ରାଗିବା ଖୁବ୍ ହାନିକାରକ ହୋଇଥାଏ। ରାଗିବା ଦ୍ୱାରା କେବଳ ଉଚ୍ଚରକ୍ତଚାପ ବଢିବାର ଆଶଙ୍କା ନୁହେଁ ବରଂ ବ୍ରେନ୍-ଷ୍ଟ୍ରୋକ୍ର ଆଶଙ୍କା ବି ବଢିଯାଏ। ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।
ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା।
ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ।
Indian Bank ରେ SO ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ। ଦରମା ୮୦ ହଜାରରୁ ଅଧିକ ରହିଛି।
ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ।
କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା। କିଆରାଙ୍କ ମଙ୍ଗଳସୂତ୍ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୯୦ ଦଶକରେ ତାଙ୍କର ସୁନ୍ଦର ଚେହେରା ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଫରଦ୍ଦିନ ଖାନ୍। କିନ୍ତୁ ତା’ପରେ ହଠାତ୍ ସେ ଚଳଚ୍ଚିତ୍ର ଜଗତରୁ ଏପରି ଭାବରେ ଅଦୃଶ୍ୟ ହୋଇଗଲେ ଯେ କାହାରି ପାଖରେ କୌଣସି ଖବର ନଥିଲା। ହେଲେ କାହିଁକି…
ଗୁଳି କରିବା ପରେ ଦୁଇ ଜଣ ଯାକ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?
ପିଲାଙ୍କୁ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।
ଭୂମିକମ୍ପ ପରେ ସାମ୍ନାକୁ ଆସିଲା ହୃଦୟ ବିଦାରକ ଚିତ୍ର