ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।
ଏମିତି କିଛି କିଛି ଜାଗା ଅଛି ଯାହାର ପ୍ରଥା ଓ ପରମ୍ପରା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଯେମିତି କି କେଉଁ ଜାଗାର ଖାଦ୍ୟ ଅଜବ ହୋଇଥାଏ ତ ପୁଣି କେଉଁ ଜାଗାର ପୋଷାକ ଆଶ୍ଚର୍ଯ୍ୟ କରିଥାଏ। ଏମିତି ବି ଏକ ଗାଁ ଅଛି ଯେଉଁଠି ଲୋକେ କିଛି ବି ପିନ୍ଧନ୍ତି ନାହିଁ।
ଦେଶ ସ୍ୱାଧୀନତା ହେବା ପରେ ସମ୍ବିଧାନ ସଭାରେ ଦେଶର ନାମ ନେଇ ପ୍ରଶ୍ନ ଉଠିଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହେବାକୁ ଯାଉଥିବା ଏ ଦେଶର ନାମ କ’ଣ ରଖାଯିବ। ସମ୍ବିଧାନ ସଭାରେ ଭାରତ, ହିନ୍ଦୁସ୍ତାନ, ହିନ୍ଦ୍ ଏବଂ ଇଣ୍ଡିଆ ଭଳି ନାମ ବାବଦରେ ଅନେକ ଆଲୋଚନା ହେଲା।
କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ଗୁଜରାଟରୁ ଅଭିଯୁକ୍ତକୁ ଧରି ଓଡ଼ିଶା ମୁହାଁ କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରେ ୭ ଘଣ୍ଟିଆ ନାର୍କୋଟେଷ୍ଟରେ ଗୋପାଳ ଉଗାରିଛି ସତ ।
ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।
ପଂଚାୟତରେ ବିଜେଡି ଓ ଜିଲ୍ଲା ସ୍ତରରେ ବିଜେପି କରିବ ଆନ୍ଦୋଳନ । ୧୪ରୁ ୧୬ ଯାଏଁ ଚାଲିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ ।
ତିନି ଦିବ୍ୟାଙ୍କ ଶିଶୁଙ୍କ ସହ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଥିଲେ ପରିବାର । କୋଠା ଘର କରି ରହିବାକୁ ଦେଲେ ତିବ୍ଦତୀୟ ଶରଣାର୍ଥୀ ।
OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।
ନୂଆ ପଦ୍ଧତିକୁ ନେଇ ଆଶଙ୍କାରେ ମାଟ୍ରିକ ପରୀକ୍ଷାର୍ଥୀ ।
ଜାଣିରଖନ୍ତୁ ମହାଦେବଙ୍କୁ କେମିତି କରିବେ ପ୍ରସନ୍ନ ?
ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।
ଭଗ୍ନାବଶେଷ ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍।
ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…
ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସ
ଚଳିତ ବର୍ଷ ମହାଶିବରାତ୍ରୀ ଶନିବାର ପଡୁଛି। ଏହି ଦିନ ଶନି ବ୍ରତ ଯୋଗୁଁ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇପାରନ୍ତି। ଭଗବାନ ଶିବଙ୍କୁ ପୂଜା କରି ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିପାରେ। ଜାଣନ୍ତୁ କିପରି କରିବେ ଉଭୟ ଶନି ଓ ଶିବଙ୍କୁ ସନ୍ତୁଷ୍ଟ।
ଶାହୀଦ କପୁର ଓ ଶହନାଜ ଗିଲ୍ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…
ରାଜ୍ୟପାଳଙ୍କୁ ଚିଠି ଲେଖି ପଠାଇଲେ ଇସ୍ତଫା ପତ୍ର
ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।
ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା।