ପରିବାର ଲୋକଙ୍କ ସହମତି ପାଇଁ ସୋନିଆ ଦୀର୍ଘ ୨୨ ବର୍ଷ ଅପେକ୍ଷା କରିଥିଲେ। ଶେଷରେ ପରିବାର ଲୋକ ଅନ୍ୟ ଜାତିରେ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ।
୧୬ ବର୍ଷର ଯୁବତୀଙ୍କୁ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ନିକଟ ଅତୀତରେ ସେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ ।
ଏଯାଏଁ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାପଡିନଥିବାରୁ ରାଜନୈତିକ ମହଲରେ ଝଡ ସୃଷ୍ଟି ହେଲାଣି। ଗୁଳି କିଏ ମାରିଛି ତାହା କାହାକୁ ଅଛପା ନୁହେଁ । ବନ୍ଧୁକ ବି ଜବତ ହୋଇସାରିଛି। ହେଲେ ହତ୍ୟାକାଣ୍ଡର ମୋଟିଭ୍ ଖୋଜି ପାଉନି କ୍ରାଇମବ୍ରାଂଚ। ୭ ଦିନ ଧରି ଗୋପାଳକୁ ମାରଥନ୍ ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ରହିଛି ତଦନ୍ତ।
ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ ।
ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
ବର୍ତ୍ତମାନ ସମୟରେ ଆମେ ସମସ୍ତେ ଚା’ ପିଉଛନ୍ତି ପ୍ଲାଷ୍ଟିକ୍ କପ୍ରେ। ଯଦି ଆପଣଙ୍କ ଭିତରୁ କେହି କେବେ ମାଟି କପ୍ରେ ଚା ପିଉଥିବେ ତେବେ ତାହାର ମହତ ନିଶ୍ଚୟ ଜାଣିଥିବେ। ସେଇଥି ପାଇଁ ତ ମହିଳାମାନେ ମାଟିରେ କପ୍ ତିଆରି କରି ରେଳ ବିଭାଗକୁ ଯୋଗାଉଛନ୍ତି, ଆଉ ସେଥିରୁ ଯେତିକି ଟଙ୍କା ମିଳୁଛି ତାହା ଏମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରୁଛି
ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।
ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି
ନବ ଦାସ ସଂପର୍କିତ ଖବରର ଅପଡେଟ୍ ଭିଡିଓ କିମ୍ବା ଫଟୋ ପୋଷ୍ଟ କଲେ, ସେଥିରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜ ମତ ଦେବାର ମୌକା ଛାଡୁନାହାଁନ୍ତି। ଯେମିତି ଓଟିଭିର ଫେସବୁକ୍, ଟ୍ୱିଟର ଓ ୟୁଟ୍ୟୁବରେ ପୋଷ୍ଟ ହୋଇଥିବା, ଗୋପାଳ କ୍ରାଇମ୍ ସିନ୍ ରିକ୍ରିଏସନର କିଛି ଫଟୋରେ ଲୋକେ ଦେଇଛନ୍ତି ଏମିତି ମତ…
ଏଣିକି ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେନି ପୋଲିସ୍ ବାବୁ। ଉତ୍ତରପ୍ରଦେଶରରେ ପୋଲିସ୍ କର୍ମୀଙ୍କ ପାଇଁ ଏଭଳି କଡ଼ା ନିୟମ ଲାଗୁ ହୋଇଛି।
ଘରର ଦାଣ୍ଡ ଦୁଆରେ ବହିରେ ଆଙ୍ଗୁଳି ଧରି ଭାଇକୁ ପାଠ ପଢାଇବା ସହ ନିଜେ ବି ପଢୁଛି କୁନି ଝିଅ। ଦୁଃଖ ଏତିକିରେ ସରିନି। ବାପା-ମାଆ ଯିବା ପରେ ଅନାଥ ହୋଇଯାଇଥିବା ଏଇ ଦୁଇ କଅଁଳ ପିଲାଙ୍କ ଆଖିରେ ପୂଳାପୂଳା ସ୍ୱପ୍ନ ଭର୍ତ୍ତି ହୋଇ ରହିଛି। ହେଲେ ତାକୁ ବାସ୍ତବ ରୂପ ଦେବାକୁ ସାହା ହେବ କିଏ?
ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତା ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୨୦୦ ଙ୍କା ରହିଛି ।
ଲୋକେ ଅନେକ ସମୟରେ ମାର୍କେଟ୍ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।
ଭାଇରାଲ ହେଉଥିବା ଭିଡିଓ ଏତେ ହୃଦୟ ବିଦାରକ ଯେ, ଦେଖିବା ବେଳକୁ ସମସ୍ତଙ୍କ ଆଖିରେ ଆସୁଛି ପାଣି । କାରଣ ସେ ଦୃଶ୍ୟକୁ କେଉଁ ଶବ୍ଦରେ ବୁଝାଇବୁ, କେମିତି ବର୍ଣ୍ଣନା କରିବୁ ତାହା ଚିନ୍ତା କରିହେଉନି
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଏକ କାଉ ଡ୍ରୋନ୍ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ସେ ଏହାକୁ ଧରି ଉଡୁଛି ମଧ୍ୟ।
ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।
ହାର୍ଡଡଲ୍ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ।
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...