୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।
୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି ।
ବେଶ୍ କିଛିଦିନ ହେବ ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ ସେୟାର କରି ନିଜର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶିଖର ଧାୱନ । ଆଉ ବର୍ତ୍ତମାନ ତାଙ୍କ କ୍ୟାରିୟରରେ ନୂଆ ମୋଡ଼ ଦେଖିବାକୁ ମିଳିଛି ।
ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।
ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ ଟ୍ୱିଟର୍ରେ ବ୍ଲୁ ଟିକ୍ ପାଇଛନ୍ତି ଏବଂ ସବ୍ସ୍କ୍ରିପସନ୍ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍ ରହିବ ନାହିଁ ।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଦ୍ୱିତୀୟ ରାଶି ହେଉଛି ମିଥୁନ । ତେବେ ଆଜି ଆମେ ଜାଣିବା ମିଥୁନ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବୈବାହିକ ଜୀବନ...ପ୍ରେମରେ ଏମାନେ କେତେ ସଫଳ।
ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି..
ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..
ସାଂସଦ ପଦ ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ସଙ୍କଟରେ ଥିଲା ରାହୁଲଙ୍କ ସାଂସଦ ପଦ ।
ସେମାନଙ୍କ କେମେଷ୍ଟ୍ରୀ ସାଧାରଣ ଲୋକଙ୍କୁ ବି ଖଟ୍କା ଲାଗୁଥିଲା । ସେମାନଙ୍କର ବଡି ଲାଙ୍ଗୁଏଜ୍ ସେମାନଙ୍କୁ ମ୍ୟାଚ୍ କରୁନଥିଲା ।
ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ।
ସିଆର୍ପିଏଫ୍(CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍ ଓ ଟ୍ରଡ୍ସ୍ମେନ୍) ପଦବୀ ପୂରଣ ପାଇଁ ଖୁବ୍ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
କାହିଁକି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ କଲା ଏସିଡ୍ ? ତାହା ପୁଣି କୋର୍ଟ ପରିସରରେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଗତ ୧୫ ବର୍ଷ ହେବ ପୋଲିସ୍କୁ ଚକ୍ମା ଦେଇ ଫେରାର ଥିଲେ। କେହି କେହି ତ ଭାବି ନେଇଥିଲେ, ସେ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ହେଲେ ହାତରେ କରିଥିବା ଟାଟୁ ପାଇଁ ସେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲେ।
୪ ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ସଜା ହେବା ପରେ, ତାଙ୍କ ପାଇଁ ଆହୁରି ଅନେକ ଅଡ଼ୁଆ ବଢ଼ିବାକୁ ଯାଉଛି ବୋଲି ଆଶଙ୍କା କରୁଛନ୍ତି ସମ୍ବିଧାନ ବିଶାରଦ ।
କେବଳ ଏହି ଗଛର କାଠ ନୁହେଁ ଦୁନିଆରେ ଏମିତି ଅନେକ ଜିନିଷ ରହିଛି ଯାହାର ଦାମ୍ ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇଦେବ ।
ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।
ପ୍ରଥମେ ଟ୍ୱିଟ୍, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ଟାର୍ଗେଟ୍ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍ ଇଙ୍କ୍।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୋଖରୀରେ ବିଷ ପକାଇ ମାରିଦେଲେ ମାଛ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ।
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।
ସାଧାରଣରେ ବିଶ୍ୱାସ କରାଯାଏ ଯେ ଯକ୍ଷ୍ମା ଏକ ପୁରୁଣା ରୋଗ, ତାହା ଏବେ ଆଉ ନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ଏକ ତୃତୀୟାଂଶ ଲୋକ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି। ଭାରତରେ ଏହାକୁ ସମାପ୍ତ କରିବା ପାଇଁ ୨୦୨୫କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଗିଟାରର କଥା । ଯାହା ଦୁନିଆର ସବୁଠାରୁ ଦାମୀ ବୋଲି କୁହାଯାଉଛି । ସୁନା ଓ ହୀରାରେ ତିଆରି କରାଯାଇଛି ଏହି ଗିଟାର । ଗୀତ ନୁହେଁ ବରଂ ଲୋକମାନେ ଏହି ଗିଟାରକୁ ଦେଖିବାକୁ ଭିଡ଼ ଜମାଇଥା’ନ୍ତି ।
ଆଜି ଏହି ଫୈସଲା ଶୁଣାଣି ବେଳେ ସୁରତ କୋର୍ଟରେ ଉପସ୍ଥିତ ଥିଲେ ନିଜେ ରାହୁଲ ଗାନ୍ଧି । ତାଙ୍କୁ ୩୦ ଦିନର ଜାମିନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ବି, ଏ ଅଡ଼ୁଆ ଏତେ ଶୀଘ୍ର ତୁଟିବାର ନୁହେଁ ବୋଲି ଆଶଙ୍କା କରାଯାଉଛି ।
ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ ବ୍ୟାଚ୍ ଅଗ୍ନିବୀର ।