• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଦିବା ୧୧.୫୮ ଗତେ ମୀନ ତିଥି – ଅମାବାସ୍ୟା ରାତ୍ରି ୧୦.୫୩ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ମିଥୁନ , ମୀନ ଦିବା ୧୧.୫୮ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫.୨୫ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୦୮.୫୪ ରୁ ୧୦.୪୨

ଦିବା ୦୧.୦୬ ରୁ ୦୧.୨୪

ଦିବା ୦୪.୨୪ ରୁ ୦୫.୦୬

ସନ୍ଧ୍ୟା ୦୫.୫୪ ରୁ ୦୬.୪୨

ରାତ୍ରି ୦୧.୫୩ ରୁ ୦୩.୨୯

ଅଧିକ ପଢ଼ନ୍ତୁ: ଘରର ମୁଖ୍ୟଦ୍ୱାର ଭୁଲ୍ ସ୍ଥାନରେ ଥିଲେ ହୋଇଥାଏ ଏମିତି କ୍ଷତି...

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୪

କାଳବେଳା – ଦିବା ୦୧.୨୪ ରୁ ୦୨.୫୪

ବାରବେଳା – ପ୍ରାତଃ ୦୭.୨୪ ରୁ ୦୮.୫୪

କାଳରାତ୍ରି – ସନ୍ଧ୍ୟା ୦୭.୨୪ ରୁ ୦୮.୫୩

OTV is now on Whatsapp

Join and get latest news update delivered to you via whatsapp

Join Now