Advertisment

Today Panchang 18th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
undefined

Today Panchang

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୧୩ଶୀ ଦିବା ୦୧.୨୭ ଗତେ ୧୪ଶୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

Advertisment

ଶୁଭ ସମୟ:

  • ଦିବା ୦୮.୩୮ ରୁ ୧୦.୩୧
  • ଦିବା ୦୧.୦୧ ରୁ ୦୧.୨୦
  • ଦିବା ୦୪.୨୭ ରୁ ୦୫.୧୧
  • ସନ୍ଧ୍ୟା ୦୬.୦୧ ରୁ ୦୬.୪୭
  • ରାତ୍ରି ୦୯.୦୫ ରୁ ୧୧.୨୨
  • ରାତ୍ରି ୦୧.୪୦ ରୁ ୦୩.୧୨

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୭
  • କାଳବେଳା – ଦିବା ୦୧.୨୦ ରୁ ୦୨.୫୪
  • ବାରବେଳା – ପ୍ରାତଃ ୦୭.୦୪ ରୁ ୦୮.୩୮
  • କାଳରାତ୍ରି – ସନ୍ଧ୍ୟା ୦୭.୨୭ ରୁ ୦୮.୫୩
Panchang
Advertisment
Advertisment