Advertisment

Today Panchang 20th April 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ . .

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର ।

author-image
Prangyan Parimita
ଅଦ୍ୟତନ ହୋଇଛି
Today Panchang 20th April 2023

Panchang

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୦୯.୪୨ ଗତେ ପ୍ରତିପଦ । ଘାତ ଚନ୍ଦ୍ର – ମେଷ ଅହୋରାତ୍ର । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ:     

  • ପ୍ରାତଃ ୦୫.୨୯ ରୁ ୦୭.୦୯
  • ଦିବା ୧୦.୩୦ ରୁ ୦୧.୦୧
  • ରାତ୍ରି ୦୨.୨୫ ରୁ ୦୩.୧୧

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୧୯ ରୁ ୦୨.୫୪
  • କାଳବେଳା – ଦିବା ୦୨.୫୪ ରୁ ୦୪.୨୮
  • ବାରବେଳା – ଦିବା ୦୪.୨୮ ରୁ ୦୬.୦୨
  • କାଳରାତ୍ରି – ରାତ୍ରି ୧୧.୪୫ ରୁ ୦୧.୧୯
Advertisment
Panchang
Advertisment
Advertisment