Advertisment

ଇଷ୍ଟ୍‌କୋଷ୍ଟ୍‌ ରେଳବାଇ, ଭୁବନେଶ୍ୱର ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି

ଇଷ୍ଟ୍‌କୋଷ୍ଟ୍‌ ରେଳବାଇ, ଭୁବନେଶ୍ୱର ଗ୍ରୁପ୍ C ଏବଂ ଗ୍ରୁପ୍ D ର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅଫ୍‌ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହାକୁ ଭଲଭାବେ ପଢିନେବା ଉଚିତ।

author-image
Pramod Behera
ଅଦ୍ୟତନ ହୋଇଛି
Bhubaneswar Railway Recruitment 2023

Bhubaneswar railway recruitment 2023

ଇଷ୍ଟ୍‌କୋଷ୍ଟ୍‌ ରେଳବାଇ, ଭୁବନେଶ୍ୱର ଗ୍ରୁପ୍ C ଏବଂ ଗ୍ରୁପ୍ D ର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅଫ୍‌ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଯେଉଁ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ କରିବାକୁ ଚାହାନ୍ତି ସେମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ ବିଜ୍ଞପ୍ତିକୁ ଭଲଭାବେ ପଢିନେବା ଉଚିତ।

Advertisment

ଏହି ନିଯୁକ୍ତିର ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଦରମା, ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ଗୁରୁତ୍ୱପୂର୍ଣ୍ଣ ତାରିଖ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଚୟନ ପ୍ରକ୍ରିୟା, ଆବେଦନ ଶୁଳ୍କ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ଜାଣିବା ପାଇଁ ପଢନ୍ତୁ।

ଅଧିକ ପଢ଼ନ୍ତୁ: ଓଡିଶାରେ ଭର୍ତ୍ତି ହେବେ ୨୭୫୩ ANM ; ଦରମା ୫୬ ହଜାର

ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

  • ସଂଗଠନ ନାମ: ଇଷ୍ଟ୍ କୋଷ୍ଟ୍ ରେଲୱେ, ଭୁବନେଶ୍ୱର
  • ନିଯୁକ୍ତି ପ୍ରକାର: ନିୟମିତ
  • ପୋଷ୍ଟ୍‌ ନାମ: ଗ୍ରୁପ୍ C ଏବଂ ଗ୍ରୁପ୍ D
  • ଆବେଦନ ମୋଡ୍: ଅଫ୍‌ଲାଇନ୍
  • କେଉଁମାନେ ଆବେଦନ କରିବେ: ପ୍ରତ୍ୟେକ ଓଡିଆ ପ୍ରାର୍ଥୀ
  • ଚାକିରି ସ୍ଥାନ: ଓଡ଼ିଶା, ଭୁବନେଶ୍ୱର
  • ଲିଙ୍ଗ: ଉଭୟ ମହିଳା ଓ ପୁରୁଷ
Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ : ୧୮ ଏପ୍ରିଲ୍ ୨୦୨୩
  • ଆବେଦନ ଶେଷ : ୧୭ ମେ ୨୦୨୩

ଶିକ୍ଷାଗତ ଯୋଗ୍ୟତା:

ଗ୍ରୁପ୍ C ପାଇଁ:

  • ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦ୍ୱାଦଶ ସମାପ୍ତ କରିଥିବେ

କିମ୍ବା

  • ମ୍ୟାଟ୍ରିକ୍ ପାଶ ସହିତ ITI ସାର୍ଟିଫିକେଟ୍

ଗ୍ରୁପ୍ D ପାଇଁ:

  • ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ କିମ୍ବା ITI ସମାପ୍ତ କରିଥିବେ
  • ସ୍କାଉଟ୍ ଏବଂ ଗାଇଡ୍ କୋଟା ସାର୍ଟିଫିକେଟ୍ ଥିବା ଜରୁରୀ

ବୟସ ସୀମା:

  • ସର୍ବନିମ୍ନ ବୟସ - ୧୮ ବର୍ଷ
  • ସର୍ବାଧିକ ବୟସ - ୩୫ ବର୍ଷ

ସରକାରୀ ନିୟମ ଅନୁଯାୟୀ ବୟସରେ କୋହଳ

  • OBC ମାନଙ୍କ ପାଇଁ - ୦୩ ବର୍ଷ
  • ST / SC / PWD ପାଇଁ – ୦୫ ବର୍ଷ
  • ପୂର୍ବତନ ଚାକିରିଆଙ୍କ ପାଇଁ – ୦୫ ବର୍ଷ
  • PWD + SC / ST ପାଇଁ - ୧୫ ବର୍ଷ
  • ବୟସ ଗଣନା ୦୧/୦୮/୨୦୨୩ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ, EWS, ଓବିସି, : ୫୦୦ ଟଙ୍କା
  • Ph.D, SC / ST ପ୍ରାର୍ଥୀ: ୨୫୦ଟଙ୍କା
  • DD/IPO ମାଧ୍ୟମରେ ଶୁଳ୍କ ପୈଠ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • + 2, + 3 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • କମ୍ପ୍ୟୁଟର ସାର୍ଟିଫିକେଟ୍
  • ପରିଚୟ ପତ୍ର
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ସେଲ୍ଫ ଆଟେଷ୍ଟେଡ୍ ପାସ୍‌ପୋର୍ଟ ଫଟୋଗ୍ରାଫ୍

ଡାକ ଠିକଣା – ଆସିଷ୍ଟାଣ୍ଟ୍ ପର୍ସନାଲ ଅଫିସର (HQ), ଦ୍ୱିତୀୟ ମହଲା, ସାଉଥ୍ ବ୍ଲକ, ରେଳ ସଦନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ପିନ୍ – ୭୫୧୦୧୭

ଅଫିସିଆଲ୍ ୱେବ୍‌ସାଇଟ୍: https://www.rrcbbs.org.in/

Govt Jobs Railway Recruitment Board
Advertisment
Advertisment