• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ।ଚନ୍ଦ୍ର – କର୍କଟ ଅହୋରାତ୍ର ,ତିଥି – ୭ମୀ ଦିବା ୦୧.୩୯ ଗତେ ୮ମୀ,ଘାତ ଚନ୍ଦ୍ର – ନାସ୍ତି ,ଘାତ ବାର – ତୁଳା, କୁମ୍ଭ ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି ଓ ଅନ୍ନ - ତିଳକାଞନ ଦାନ ପ୍ରାତଃ ୦୬.୫୯ ଗତେ ୧ ପାଦ ।

ଶୁଭ ସମୟ:

  • ପ୍ରାତଃ ୦୫.୨୪ ରୁ ୦୭.୦୫
  • ଦିବା ୧୦.୨୮ ରୁ ୦୧.୦୦
  • ରାତ୍ରି ୦୨.୨୨ ରୁ ୦୩.୦୭

ଅଧିକ ପଢ଼ନ୍ତୁ | ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୧୯ ରୁ ୦୨.୫୪
  • କାଳବେଳା – ଦିବା ୦୨.୫୪ ରୁ ୦୪.୨୯
  • ବାରବେଳା – ଦିବା ୦୪.୨୯ ରୁ ୦୬.୦୪
  • କାଳରାତ୍ରି – ରାତ୍ରି ୧୧.୪୪ ରୁ ୦୧.୦୯

OTV is now on Whatsapp

Join and get latest news update delivered to you via whatsapp

Join Now