• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bhojpuri artiste raped
ବନ୍ଧୁତା ଆଳରେ ଡାକିଲେ...ହୋଟେଲକୁ ନେଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ

ଜଣେ ସାଧାରଣ ଝିଅ ନୁହେଁ, ବରଂ ଜଣେ ଅଭିନେତ୍ରୀଙ୍କ ସହ ଏପରି ଘଟଣା ଘଟିଥିବା ଖବର ସାମ୍‌ନାକୁ ଆସିଛି । ଯେଉଁଠି ତାଙ୍କ ସହ ଜଣେ ଯୁବକ ମିଠା ମିଠା କଥା କହି ବନ୍ଧୁତା ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି ।

Balasore PDS scam
୬ ମାସ ହେଲାଣି ଲୋକଙ୍କୁ ଠକୁଥିଲେ...ଏବେ ସସ୍‌ପେଣ୍ଡ ହେଲେ..

ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ।

Human market
ରାତି ପାହିଲେ ବସୁଛି ମଣିଷ ହାଟ...ହେଲେ ବସିବାକୁ ଜାଗା ନାହିଁ...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି।

5T secretary Pandian's Nayagarh visit, ambulance stuck due to traffic jam
5T ସଚିବଙ୍କ ଗସ୍ତ ବେଳେ ଟ୍ରାଫିକ ଜାମ୍‌, ଅଧ ଘଣ୍ଟା ଫସିଲା ଆମ୍ବୁଲାନ୍ସ !

5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା।

Sandalwood smuggling
ଅଧ ରାତିରେ ପଶୁଛନ୍ତି, ପୂରା ଜଙ୍ଗଲ ଖାଲି କରିଦେଉଛନ୍ତି

ଭୟଙ୍କର ଭାବରେ ମାତିଲେଣି ଚନ୍ଦନ ତସ୍କର । ବନସମିତି ଜଗିବା ପରେ ବି ଖାଲି କରିଦେଉଛନ୍ତି ଜଙ୍ଗଲ । ପ୍ରଶାସନ କହୁଛି ପାଟ୍ରୋଲିଂ ବଢିବ, ଏପଟେ ଖାଲି ହେଉଛି ଜଙ୍ଗଲ।

Son takes abandoned mother home
ଖବର ବାଜିବା ପରେ...ବୁଢୀ ମାଆକୁ ଘରକୁ ନେଲେ..ସେବାର ପ୍ରତିଶ୍ରୁତି ଦେଲେ

ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ।

Security guard checks blood pressure of patient in Jharsuguda
ଚିକିତ୍ସା ନାଁରେ ଜୀବନ ସହ ଖେଳ ! ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ ବଦଳରେ ରୋଗୀଙ୍କ ବ୍ଲଡ୍ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ଦିନ ୧୧ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ପଳାଉଛନ୍ତି ଡାକ୍ତର।

Ramadevi University
ରମାଦେବୀ କର୍ତ୍ତୃପକ୍ଷଙ୍କ ଅଜବ ନିୟମ ! ପରୀକ୍ଷାର୍ଥୀ ଯିଏ ପରୀକ୍ଷା ନିୟନ୍ତ୍ରକ ସିଏ...

ପିଏଚ୍‌ଡି ଲାଗି କର୍ତ୍ତୃପକ୍ଷ ଚକ୍ରାନ୍ତ ଚଲାଇଥିବା ଅଭିଯୋଗ । ଆରଟିଆଇରୁ ଆସିଲା ସାଙ୍ଘାତିକ ତଥ୍ୟ ।

Back To Back 3 Earthquakes Hit Jaipur
ଅଧ ଘଣ୍ଟାରେ ୩ ଥର ଭୂକମ୍ପ ଝଟ୍‌କା, ଭୟଭୀତ ଲୋକେ...

ଗୋଟିଏ ପରେ ଗୋଟିଏ ଲଗାତାର ୩ଥର ଭୂକମ୍ପରେ ଥରିଲା ଜୟପୁର। ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। 

Odia Boy Pintu In Promo Video Of ODI World Cup 2023
ବିଶ୍ୱରେ ଚମକିଲେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ

ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଏଠି ବି ତାଙ୍କର ସେହି ଅନ୍ଦାଜ। ଆଉ ଯେଉଁଥିରେ ସେ ବେଷ୍ଟ୍‌ ତାକୁ ଦର୍ଶାଯାଇଛି। 

Puri Baliapanda Dumping Yard
NGTର କଡ଼ା ନିର୍ଦେଶ ! ଦୁଇ ବର୍ଷରେ ପୁରୀ ବଳିଆପଣ୍ଡାରୁ ସଫା କର ଅଳିଆ ଗଦା...

ଦୁଇ ବର୍ଷ ମଧ୍ୟରେ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅଳିଆ ଗଦା ହଟାଅ: NGT ।

No religious procession in sambalpur for one year
ବର୍ଷେ ଯାଏ ବଡ଼ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ମନା, ଜାଣନ୍ତୁ କେଉଁଠି...

ସମ୍ବଲପୁରରେ ସମୂହ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା। ଜିଲ୍ଲାରେ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ଉଦ୍ଦେଶ୍ୟରେ ବର୍ଷେ ପାଇଁ କୌଣସି ବଡ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି

Today Panchang
Today Panchang 21st July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ଜିନିଷ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଦିବା ୧୦.୫୫ ଗତେ ସିଂହ । ତିଥି- ୩ୟା ପ୍ରାତଃ ୦୬.୫୮ ଗତେ ୪ର୍ଥୀ ।

Crime
ନୃଶଂସ ବାପା ! ପତ୍ନୀଙ୍କୁ ପିଟୁଥିଲା, ପୁଅ ଅଟକାଇବାରୁ ତାକୁ ମାରିଦେଲା..

ମାଆକୁ ମାଡ ମାରିବାରୁ ବାପାକୁ ବିରୋଧ କରୁଥିଲା ପୁଅ । ବାପାର ତେଣ୍ଟା ମାଡରେ ପୁଅର ମୃତ୍ୟୁ ।

Very To Very Heavy Rainfall In 7 Districts Of Odisha
ରୁହନ୍ତୁ ସତର୍କ ! ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା...

ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Flooded Baitarani river
ଭଦ୍ରକବାସୀଙ୍କ ଲାଗି କଣ୍ଟିଘାଇ କାଳ...ବୈତରଣୀ ଉଛୁଳିଲେ ଘରେ ପାଣି ପଶୁଛି

କେବଳ ଦୁଇଟି ଏସକେପ୍‌ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି

Kendrapara school
ସ୍କୁଲରେ ଶିକ୍ଷକ ନାହାନ୍ତି...ବୋଲବମ୍‌ ଗଲେ ପିଲା ଧୁମ୍‌ ନାଚୁଛନ୍ତି

ବିଚିତ୍ର ଶିକ୍ଷା ବ୍ୟବସ୍ଥା । ୮ଟି ଶ୍ରେଣୀକୁ ମାତ୍ର ୨ ଜଣ ଶିକ୍ଷକ...ପୁଣି ଦୁଇଟି କ୍ଲାସ୍‌ରେ ବସି ପଢୁଛନ୍ତି ପୂରା ଶ୍ରେଣୀର ପିଲା । ପାଠ ପଢା ହେଉନଥିବାରୁ ବୋଲବମ୍‌ ଗଲେ ବି ପିଲାଏ କରୁଛନ୍ତି ଡ୍ୟାନ୍ସ

self-reliance of two Odisha women
ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ।

Banaka Lagi Of Lord Jagannath
ନୀଳାଦ୍ରୀ ବିଜେର ୧୯ ଦିନ ପରେ ବି କାହିଁକି ହୋଇପାରୁନି ଶ୍ରୀମୁଖ ଶିଙ୍ଗାର ?

ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି ।

Manipur Crime
ମଣିପୁର ଉଲଗ୍ନ ଭିଡିଓ: ଚାରି ଅଭିଯୁକ୍ତ ଗିରଫ

ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

Delhi Police Viral Video
ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କରି ବାଇକ୍‌ରେ ବସିଥିଲେ, ଅଟାକାଇଲା ପୋଲିସ ! ୧୧୦୦୦ ଫାଇନ୍‌...

ଏମିତି ଏକ ମଜାଦାର ତଥା ସଚେତନତା ମୂଳକ ଭିଡିଓ ପୁଣି ଭାଇରାଲ କରିଛି ଦିଲ୍ଲୀ ପୋଲିସ ।

Teaching Recruitment
ବିଶ୍ୱବିଦ୍ୟାଳୟ ମାଳମାଳ ହେଲେ ଅଧ୍ୟାପକ ମରୁଡ଼ି; ଚୁକ୍ତିଭିତ୍ତିକ ଷ୍ଟାଫଙ୍କ ହାତରେ ପାଠପଢ଼ା ଭାର

ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ।

5T School
ଛାତରୁ ପ୍ଲାଷ୍ଟର ଗଳି ଶିକ୍ଷୟିତ୍ରୀ ଆହତ, କାଲି ପିଲାଙ୍କ ଉପରେ ପଡ଼ିବନି ତ ?

ବାହାରୁ ଚକାଚକ୍, ଭିତରୁ ଫମ୍ପା ରାଜ୍ୟ ସରକାରଙ୍କ 5T ସ୍କୁଲ । ଦିନ୍ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍ ।

Village Vote
BJDର ହିନ୍ଦୁତ୍ୱ କାର୍ଡ ! ମନ୍ଦିର ନାଁରେ ୫୦ ଲକ୍ଷ ଦେଇ, ଗାଁ ଭୋଟ ହାତେଇବା ଚକ୍କରରେ ଦଳ !

ଭୋଟରଙ୍କୁ ହାତରେ ରଖିବା ପାଇଁ ବିଜେଡିର ବଡ଼ ପ୍ଲାନ୍ । ନବୀନ ଓଡ଼ିଶା ସ୍କିମ୍ ମାଧ୍ୟମରେ ଗାଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ପ୍ରଶାସନ ବଦଳରେ ବିଜେଡି ନେତା ଆଣୁଛନ୍ତି ପ୍ରସ୍ତାବ! ପ୍ରକଳ୍ପ ଚୟନ ନାଁରେ ହେଉଛି ଦଳୀୟ ସଭା ସମିତି, ପ୍ରସ୍ତୁତ ହେଉଛି ଗାଁ ଭୋଟ୍ ପ୍ଲାନ ।

Weather News
ଏକାଥରକେ ଦୁଇଟି ଲଘୁଚାପ ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୨୪ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।