• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

NESTS(ନ୍ୟାସନାଲ୍‌ ଏଜୁକେସନ୍‌ ସୋସାଇଟି ଅଫ୍‌ ଟ୍ରାଇବାଲ ଷ୍ଟୁଡେଣ୍ଟ) ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ୍‌ ୬୦୦୦ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଛି NESTS ।

NESTS ପକ୍ଷରୁ EMRS ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ଟିଜିଟି ଓ ହଷ୍ଟେଲ ୱାଡେନ୍‌ ପାଇଁ ୬୩୨୯ ପଦବୀ ଖାଲି ପଡ଼ିଛି । CBSE ପକ୍ଷରୁ ଏହି ପରୀକ୍ଷାର ଆୟୋଜନ କରାଯିବ । OMR ବେସଡ୍‌ ପରୀକ୍ଷା କରାଯିବ ।

ପଦବୀ ବିବରଣୀ:

  • TGT ପଦବୀ- ୫୬୬୦ ପୋଷ୍ଟ
  • ହଷ୍ଟେଲ ୱାଡେନ୍‌- ୬୬୯ ପୋଷ୍ଟ
  • ଆଶାୟୀ ୧୯.୦୭.୨୦୨୩ରୁ ୧୮.୦୮.୨୦୨୩ ମଧ୍ୟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
  • TGT ଲେବେଲ୍‌-୭ ର ବେସିକ୍‌ ଦରମା ହେଉଛି ୪୪୯୦୦ – ୧୪୨୪୦୦
  • TGT ଲେବେଲ୍‌-୬ ର ବେସିକ୍‌ ଦରମା ହେଉଛି ୩୫୪୦୦-୧୧୨୪୦୦
  • ହଷ୍ଟେଲ ୱାଡେନ୍‌ଙ୍କ ବେସିକ୍‌ ଦରମା ୨୯୨୦୦-୯୨୩୦୦

ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟ୍‌ରେ କ୍ଲିକ୍‌ କରନ୍ତୁ